ଛେଳି ମାଂସ ଖାଇବା ପରେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ୩ଟି ଜିନିଷ, ଆପଣ ଛେଳି ମାଂସ ଖାଉଛନ୍ତି କି ? ନିଶ୍ଚୟ ଜାଣି ରଖନ୍ତୁ ଏହି କଥା…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଛେଳି ମାଂସ ଖାଇବା ପରେ ଏଭଳି କେଉଁ ଜିନିଷ ରହିଛି ଯାହା ଖାଇବା ଆଦୋୖ ଉଚିତ ନୁହେଁ। ପ୍ରାୟତଃ ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କୁ ଛେଳି ମାଂସ ଖାଇବାକୁ ବହୁତ ଭଲ ଲାଗିଥିଲେ ଏବଂ ତାଙ୍କର ପ୍ରିୟ ଖାଦ୍ୟ ମଧ୍ୟ ଛେଳି ର ମାଂସ ହୋଇଥାଏ। କିଛି ବ୍ୟକ୍ତି ତ ଏଭଳି ଅଛନ୍ତି ଯେଉଁମାନେ ପ୍ରତିଦିନ ଛେଳି ମାଂସ ଖାଇଥାନ୍ତି।ଏଭଳି କିଛି ଜିନିଷ ରହିଛି ଯାହା ଛେଳି ମାଂସ ଖାଇବା ପରେ ଖାଇବା ଦ୍ଵାରା ତାହା ବିଷ ହୋଇଯାଇ ଥାଏ।

ତେବେ ବନ୍ଧୁଗଣ ଆଜି ଆମେ ଏଭଳି ୩ଟି ଜିନିଷ ସମ୍ବନ୍ଧରେ କହିବୁ ଯାହାକୁ ଛେଳି ମାଂସ ଖାଇବା ପରେ ଆଦୋୖ ଖାଇବା ଉଚିତ ହୋଇ ନଥାଏ। ନଚେତ ଏହା ବିଷ ରେ ପରିବର୍ତ୍ତନ ହୋଇଯାଇଥାଏ। ତେବେ ଆସନ୍ତୁ ସେହି ୩ଟି ଜିନିଷ ଗୁଡ଼ିକ କଣ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ ଜିନିଷ ଟି ହେଉଛି, ‘ରସୁଣ’। କେବେବି ଛେଳି ମାଂସ ଖାଇବା ପରେ ରସୁଣ ଆଦୋୖ ଖାଇବା ଉଚିତ ନୁହେଁ। କାରଣ ଛେଳି ମାଂସ ବହୁତ ଗରମ ହୋଇଥାଏ। ଛେଳି ମାଂସ ଖାଇବା ପରେ ରସୁଣ ଖାଇବା ଦ୍ଵାରା ତାହା ପେଟରେ ବିଷ ହୋଇଯାଏ ଏବଂ ବାନ୍ତି ଭଳି ସମସ୍ୟା ଦେଖା ଯାଇଥାଏ।

ଏହା ସହିତ ଛେଳି ମାଂସ ଖାଇବା ପରେ ରସୁଣ ଖାଇବା ଦ୍ଵାରା ନିଶ୍ୱାସ ର ମାତ୍ରା ବୃଦ୍ଧି ହୋଇଯାଏ ଏବଂ ହାର୍ଟ ଆଟାକ୍ ହେବାର ମଧ୍ୟ ସମ୍ଭାବନା ରହିଥାଏ। ତେଣୁ କେବେବି ଭୁଲ ରେ ମଧ୍ୟ ଛେଳି ମାଂସ ଖାଇବା ପରେ ରସୁଣ ଆଦୋୖ ଖାଆନ୍ତୁ ନାହିଁ।

୨. ବନ୍ଧୁଗଣ ଦ୍ଵିତୀୟ ଜିନିଷ ଟି ହେଉଛି, ‘ଲେମ୍ୱୁ’। ଛେଳି ମାଂସ ଖାଇବା ପରେ ଲେମ୍ବୁ କେବେବି ଖାଇବା ଉଚିତ ନୁହେଁ। କାରଣ ଛେଳି ମାଂସ ଖାଇବା ପରେ ଲେମ୍ବୁ ଖାଇବା ଦ୍ଵାରା ଶରୀରର ତାପମାତ୍ରା ବହୁତ ଅଧିକ ବଢ଼ିଯାଏ ଏବଂ ମୁଣ୍ଡ ବୁଲାଇଥାଏ। ବେହୋସ ହେବାର ମଧ୍ୟ ସମ୍ଭାବନା ରହିଥାଏ। ତେଣୁ କେବେବି ଭୁଲ ରେ ମଧ୍ୟ ଛେଳି ମାଂସ ଖାଇବା ପରେ ଲେମ୍ବୁ ଖାଆନ୍ତୁ ନାହିଁ।

୩. ବନ୍ଧୁଗଣ ତୃତୀୟ ଜିନିଷ ଟି ହେଉଛି, ‘ମହୁ’। ଛେଳି ମାଂସ ଖାଇବା ପରେ କେବେବି ମହୁ ଖାଇବା ଆଦୋୖ ଉଚିତ ନୁହେଁ। କାରଣ ଛେଳି ମାଂସ ଖାଇବା ପରେ ମହୁ ଖାଇବା ଦ୍ଵାରା ଶରୀର ଅଧିକ ଗରମ ହୋଇଯାଇଥାଏ ଏବଂ ବାତ ଭଳି ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଥାଏ। ତେଣୁ କେବେବି ଭୁଲ ରେ ମଧ୍ୟ ଛେଳି ମାଂସ ଖାଇବା ପରେ ଲେମ୍ବୁ ଖାଆନ୍ତୁ ନାହିଁ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *