ଚତୁର୍ଥୀ ରାତିରେ କନ୍ୟା ବରକୁ କଣ ପାଇଁ ପିଇବାକୁ ଦିଏ ସ୍ପେଶାଲ କ୍ଷୀର, ଏହା ପଛରେ ଅଛି ବହୁତ କାରଣ

ଭାରତରେ ବିବାହ କରିବାର ମାନେ ହେଉଛି ଦୁଇଟି ମନର ମିଳନ । ବିବାହର ପ୍ରଥମ ରାତିକୁ ଚତୃର୍ଥୀ ରାତି ବୋଲି କୁହନ୍ତି । ଏହି ରାତିକୁ ମନେ ରଖିବା ପାଇଁ ବରର ପରିବାର ନବ ଦମ୍ପତିଙ୍କ ରୁମକୁ ଫୁଲରେ ସଜାଇ ଥାଆନ୍ତି ଓ ବୋହୁକୁ କ୍ଷୀର ଓ କେଶରରେ ଭରା ଗ୍ଲାସ ବରକୁ ଦେବା ପାଇଁ କହିଥାନ୍ତି । ଚତୃର୍ଥୀ ରାତିରେ ବୋହୂର ବରକୁ କ୍ଷୀର ପିଆଇବାର ପ୍ରଥା ଯାହାର ଆରମ୍ଭ ତ ଜଣାନାହିଁ କେଉଁଠୁ ଆରମ୍ଭ ହେଇଛି କିନ୍ତୁ ଫିଲ୍ମ କାରଣରୁ ଏହାକୁ ଖାସ ଲୋକପ୍ରିୟତା ମିଳିଯାଇଛି ।

ସେମିତିରେ ଆମ ସମସ୍ତଙ୍କୁ ଛୋଟବେଳରୁ ହିଁ କ୍ଷୀର ପିଇବା ପାଇଁ ଆଦେଶ ଦିଆ ଯାଇଥାଏ । ଏହାର ଲାଭ ପାଇଁ ଆମକୁ ଛୋଟବେଳରୁ ହିଁ ଅବଗତ କରା ଯାଇଥାଏ , କ୍ଷୀର ନପିଇଲେ ହାଡ଼ ଟାଣ ହେବନାହିଁ , ମସ୍ତିସ୍କ କାମ କରିବ ନାହିଁ । କିନ୍ତୁ ବିବାହରେ କ୍ଷୀରର କିଛି ଅଲଗା ହିଁ ମହତ୍ୱ ରହିଛି ଆସନ୍ତୁ ଜାଣିବା ଏହା ପଛରେ ଥିବା କାରଣ ବିଷୟରେ ।

ଗୁଣର ଭଣ୍ଡାର ହେଉଛି କ୍ଷୀର

ମଡର୍ନ ସାଇନ୍ସରେ ମାନନ୍ତି କି କ୍ଷୀରରୁ ସେରୋଟୋନିନ୍ ହର୍ମନ ମଧ୍ୟ ବାହାରି ଥାଏ , ଯାହା ମୁଣ୍ଡକୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ । ଏହା ଭିଟାମିନ ଓ ପୋଷକ ତତ୍ତ୍ଵର ଗୋଟେ ବଡ ସ୍ରୋତ ଅଟେ । ଏହି କାରଣ ହୋଇେପାରେ କି ବିବାହ ପରେ ପ୍ରଥମ ରାତିରେ କ୍ଷୀର ପିଆଇବା ପ୍ରଥା ରହିଥାଏ କାହିଁକି ନା ଏହା ଶରୀରରେ ଥିବା ଦ୍ରବ୍ୟର ଅଭାବକୁ ପୂରଣ କରିଦେଇ ଥାଏ । କ୍ଷୀର ଶରୀର ପାଇଁ କ୍ୟାଲସିୟମ ବଢାଇବାର ଗୋଟେ ଭଲ ସ୍ରୋତ ଅଟେ । ଏହା ଦ୍ଵାରା ହାଡ଼ ଶକ୍ତ ହୋଇଥାଏ । ଏହା ଆମ ଦାନ୍ତକୁ ଶକ୍ତ କରାଇ ଥାଏ ।

ହରମୋନ ବୃଦ୍ଧି ପାଇଥାଏ

ଏହା ଆମେ ସମସ୍ତେ ଜାଣିଛୁ କି କ୍ଷୀରରେ ପ୍ରୋଟିନ ରହିଥାଏ , ଯାହାଦ୍ଵାରା ଆମ ଶରୀରର ମାଂସପେଶୀକୁ ପୁର୍ନବାର ନିର୍ମାଣ କରିବାରେ ସାହାଯ୍ୟ କରିଥାଏ । ଡିପ୍ରେଶନରୁ ମଧ୍ୟ ଆରାମ ମିଳିଥାଏ । ଯେବେ ବିବାହ ହୋଇଥାଏ ତେବେ ପୁଅ ବୋହୂ ବହୁତ ହିଁ କ୍ଲାନ୍ତ ଓ ଚିନ୍ତାରେ ଥାଆନ୍ତି । କାହିଁକି ନା ବିବାହ ତ ଗୋଟିଏ ଦିନର କାମ ନୁହେଁ ଅତିକମରେ ଗୋଟେ ସପ୍ତାହ ପୂର୍ବରୁ କାମ ସବୁ ଆରମ୍ଭ ହୋଇଯାଇଥାଏ । ଏମିତିରେ ତାଙ୍କର କ୍ଲାନ୍ତପଣ ଦୂର କରିବା ପାଇଁ କ୍ଷୀର ଦିଆ ଯାଇଥାଏ ।

କ୍ଷୀର କାମସୂତ୍ରର ସଂକେତ ଅନୁସାରେ ଯଦି କ୍ଷୀରରେ ପାନମଧୁରୀ ରସ, ମହୁ ମିଶାଇ ପିଆଯାଏ ତେବେ ଏହା କୋଶିକା ଗୁଡିକରେ ମଝବୁତି ଆସିଥାଏ । ହର୍ମୋନ୍ସରେ ସୁଧାର ଆସିଥାଏ । କ୍ଷୀରରେ ଥିବା ପ୍ରୋଟିନ ସାହାଯ୍ୟରେ ଟେଷ୍ଟୋଷ୍ଟେରୋନ ଓ ଏଷ୍ଟିଜୋନ ନାମକ ଦୁଇଟି ସେକ୍ସ ହର୍ମୋନ ମଧ୍ୟ ତିଆରି ହୋଇଥାଏ । ସେଥିପାଇଁ ବରକୁ କ୍ଷୀର ଓ ବାଦାମର ପ୍ରୋଟିନ ଭରା ମିଶ୍ରଣ ଦିଆ ଯାଇଥାଏ ।

ଯୌନ ସକ୍ରିୟତା ବଢାଇଥାଏ

ଯଦି କ୍ଷୀରରେ କେଶର ମିଶାଇ ପିଆଯାଏ ତେବେ ପୁରୁଷଙ୍କର ପ୍ରଜନନ ତନ୍ତ୍ର ପାଇଁ ଭଲ ଅଟେ ଓ ପ୍ରଜନନ କୋଶିକାକୁ ପୋଷଣ ମଧ୍ୟ ମିଳିଥାଏ । ନିୟମିତ କ୍ଷୀରର ସେବନ ଦ୍ଵାରା କାମେଛା, ଶୂକ୍ରାଣୁଙ୍କ ସଂଖ୍ୟା ଗତିଶୀଳତା ବଢିଥାଏ ।

ଇମ୍ୟୁନିଟି ଓ ହଜମ ପ୍ରକ୍ରିୟା ବଢାଇଥାଏ

କ୍ଷୀର ଶରୀରକୁ ପ୍ରଜନନ କୋଶିକା ଗୁଡିକୁ ଊର୍ଜା ଦେଇଥାଏ । ଏହା ସହିତ ହିଁ ମସ୍ତିଷ୍କକୁ ତେଜ ବନାଇଥାଏ । ଶରୀରରେ ଇମ୍ୟୁନିଟି ବଢ଼ାଇଥାଏ ଓ ପାଚନ ପ୍ରକ୍ରିୟାକୁ ଠିକ୍ ରଖିଥାଏ ଓ ଶରୀର ଦ୍ଵାରା ସୋଷିତ ହୋଇ ଯାଇଥାଏ ଯେଉଁଥି ପାଇଁ ରାତିରେ ହଜମ ଠିକସେ ହୋଇ ପାରେ । ସେଥିପାଇଁ ଚତୃଥୀ ରାତିରେ ଏହା ପିଆ ଯାଇଥାଏ । ଆୟର୍ବେଦୀଙ୍କ ମତ ଅନଯାୟୀ ଗାଈର କ୍ଷୀର ନା କେବଳ ସେକ୍ସର ଇଛା ବଢାଇଥାଏ ଏହା ଦ୍ଵାରା ହେବାକୁ ଥିବା ଛୁଆ ମଧ୍ୟ ବହୁତ ଶକ୍ତିଶାଳୀ ହୋଇଥାଏ । ଆପଣଙ୍କୁ ଆମର ଏହି ତଥ୍ୟ ଭଲ ଲାଗିଥିଲେ ଲାଇକ ଓ ଶେୟାର କରି ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *