ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ଲୋକ ସୋ-ସି-ଆ-ଲ ମି-ଡି-ଆ ସହ ଜଡିତ ଅଛନ୍ତି । କାରଣ ସୋ-ସି-ଆ-ଲ ମି-ଡି-ଆ ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଖବର ଓ ଘଟଣା ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି
ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭି-ଡି-ଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ଓ ଏହି ଭି-ଡି-ଓଟି ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ବନ୍ଧୁଗଣ କଲେଜ ଛାତ୍ରୀ ମାନଙ୍କର ଏକ କାର୍ଣ୍ଣମାର ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ମାତ୍ରାରେ ଭା-ଇ-ରା-ଲ ହେବାରେ ଲାଗିଛି ।
ଏହି ଭି-ଡି-ଓଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭି-ଡି-ଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭି-ଡି-ଓ ବିଷୟରେ । ବର୍ତ୍ତମାନର ସମୟରେ ସାଧାରଣତଃ ସ୍କୁଲ ଓ କଲେଜ ପିଲା ମାନେ ବହୁତ ଆଡଭାନ୍ସ କାମ କରୁଛନ୍ତି । ସାଧାରଣତଃ ମ-ଦ୍ୟ-ପା-ନ କରିବା ପୁଅ ମାନଙ୍କ ପାଇଁ ଏକ ସମାନ୍ୟ କଥା ।
ବିଶେଷ କରି କଲେଜରୁ ହିଁ ଛାତ୍ର ମାନେ ମ-ଦ୍ୟ -ପା-ନ କରିବା ଆରମ୍ଭ କରିଥାନ୍ତି । ବିଦ୍ୟାଳୟକୁ ସାଧାରଣତଃ ବିଦ୍ୟା ଭଣ୍ଡାର କୁହାଯାଏ । ନିଜ ଭବିଷ୍ୟତକୁ ଗଢିବା ପାଇଁ ସେଠାକୁ ପିଲା ମାନେ ଯାଇଥାନ୍ତି । ହେଲେ ବନ୍ଧୁଗଣ କିଛି ଏପରି ପିଲା ମଧ୍ୟ ଅଛନ୍ତି ଯେଉଁ ମାନେ ନିଜ ହାତରେ ନିଜ ଭବିଷ୍ୟତକୁ ଅନ୍ଧାର କରି ଦେଇଥାନ୍ତି ।
ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଥିବା ଏହି ଭି-ଡି-ଓରେ କିଛି କଲେଜ ଛାତ୍ରୀ ମ-ଦ୍ୟ-ପା-ନ କରୁଥିବାର ନଜର ଆସୁଛନ୍ତି । ଏହି ଭି-ଡି-ଓରେ କିଛି ଝିଅ ନିଜ କଲେଜ ଡ୍ରେସ ପିନ୍ଧି ମ-ଦ୍ୟ-ପା-ନ କରୁଥିବାର ନଜର ଆସୁଛନ୍ତି । ମ-ଦ୍ୟ-ପା-ନ କରୁଥିବା ସମୟରେ ଝିଅ ମାନେ ବହୁତ ଖୁସି ନଜର ମଧ୍ୟ ଆସୁଛନ୍ତି ।
ବନ୍ଧୁଗଣ ଏହା ହେଉଛି ଏକ ବଡ ଦୁଃଖର ବିଷୟ । ବାପା ମା ନିଜ ଛୁଆ ମାନଙ୍କୁ ତାଙ୍କ ଭବିଷ୍ୟତ ଗଢିବା ପାଇଁ କଲେଜ ପଠାଇ ଥାନ୍ତି ହେଲେ ପିଲା ମାନେ ବାପାଙ୍କ ଭରସାକୁ ଭାଙ୍ଗି ଏହି ପରି ଖରାପ କାମ କରିଥାନ୍ତି । ବନ୍ଧୁଗଣ ଆଗରୁ ପୁଅ ମାନେ ତ ଯାହା ଥିଲେ ହେଲେ ବର୍ତ୍ତମାନ ଝିଅ ମାନେ ମଧ୍ୟ ଏହି ସବୁ କାର୍ଣ୍ଣମ କରିଲେଣି ।
ଏହି ଭି-ଡି-ଓଟି ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି ଓ ଲୋକ ମାନେ ଏହି ଭି-ଡି-ଓ ପ୍ରତି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।