Vastu Shastra – ଘର କୁ ଦରିଦ୍ରତା ଆସିବାର କାରଣ ହୋଇଥାଏ ଏହି 4 ଟି ଜିନିଷ, ଭଗବାନ ହେଇଯାନ୍ତି କ୍ରୋଧିତ

ବନ୍ଧୁଗଣ ଆପଣ ମାନେ ଏହା ନିଶ୍ଚୟ ଶୁଣିଥିବେ ଯେ, ଜଣେ ସଫଳ ମଣିଷ ପଛରେ ଏକ ନାରୀର ହାତ ରହିଥାଏ । ହିନ୍ଦୁ ଧର୍ମ ଅନୁସାରେ ସ୍ଵାମୀ ମାନଙ୍କର ଭାଗ୍ୟ ସେମାନଙ୍କ ସ୍ତ୍ରୀ ମାନଙ୍କ ଉପରେ ନିର୍ଭର ରହିଥାଏ । ହିନ୍ଦୁଧର୍ମ ଅନୁଯାୟୀ ବିବାହ ପରେ କିଛି ଲୋକଙ୍କ ଭାଗ୍ୟ ସଂପୂର୍ଣ୍ଣ ରୂପେ ବଦଳି ଯାଇଥାଏ ଓ ଅନ୍ୟ କେତେ ଜଣଙ୍କ ଜୀବନ ବରବାଦ ମଧ୍ୟ ହୋଇ ଯାଇଥାଏ । ବନ୍ଧୁଗଣ ଏହି ବରବାଦି ପଛରେ ସ୍ତ୍ରୀ ମାନଙ୍କର କିଛି ଭୁଲ ରହିଥାଏ । ବିବାହ ପରେ ସ୍ତ୍ରୀ ମାନେ ଏପରି କିଛି ଭୁଲ କରିଥାନ୍ତି ଯାହାର ପ୍ରଭାବ ସ୍ଵାମୀ ଓ ସ୍ଵାମୀର ଭାଗ୍ୟ ଉପରେ ପଡିଥାଏ ।

ବିବାହ ପରେ ସ୍ତ୍ରୀ ମାନଙ୍କୁ କିଛି ମୁଖ୍ୟ ନିୟମ ପାଳନ କରି ନିଶ୍ଚୟ ରହିବା ଉଚିତ । ଏହି ନିୟମର ପାଳନ ଦ୍ଵାରା ଆପଣଙ୍କ ସ୍ଵାମୀର ଭାଗ୍ୟ ବଦଳି ଯିବା ସହ ଆପଣଙ୍କ ସ୍ଵାମୀ ସଫଳତାର ଶୀର୍ଷକୁ ଛୁଇଁବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ସମସ୍ତ ନିୟମ ବିଷୟରେ କହିବାକୁ ଯାଉଛୁ, ଯାହାକୁ ସ୍ତ୍ରୀ ମାନେ ମାନିବା ନିଶ୍ଚୟ ଆବଶ୍ୟକ, ତା ହେଲେ ଆସନ୍ତୁ ଜାଣିବା ଏହି ନିୟମ ବିଷୟରେ ।

୧. ବନ୍ଧୁଗଣ ବିବାହ ପରେ କେବେ ହେଲେ ଏକ ସ୍ତ୍ରୀକୁ ନିଜ ସ୍ଵାମୀ ସହ କଠୋର ବାର୍ତ୍ତାଳାପ କରିବା ଉଚିତ ନୁହେଁ । ଏହା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କର ସମ୍ପର୍କରେ ବିଭିନ୍ନ ବାଦବିବାଦ ଦେଖା ଦେଇଥାଏ । ଯାହା ଫଳରେ ସ୍ଵାମୀକୁ ବହୁତ ସମସ୍ଯାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ସବୁବେଳେ ସ୍ତ୍ରୀ ମାନଙ୍କୁ ସ୍ଵାମୀ ମାନଙ୍କ ସହ ମଧୁରବାଣୀରେ କଥା ବାର୍ତ୍ତା ହେବା ଉଚିତ ।

୨. ସାଧାରଣତଃ ସମସ୍ତ ଲୋକଙ୍କୁ ସକାଳ ସମୟରେ ସୂର୍ଯ୍ୟଦୟ ହେବା ପୂର୍ବରୁ ଉଠିବା ନିହାତି ଆବଶ୍ୟକ । ହେଲେ ଅଧିକାଂଶ ସ୍ତ୍ରୀ ମାନଙ୍କୁ ଏହି ନିୟମର ପାଳନ କରିବା ଉଚିତ । କାରଣ ମହିଳା ମାନେ ହେଉଛନ୍ତି ଗୃହିଣୀ । ତେଣୁ ତାଙ୍କୁ ଏହି ନିୟମର ପାଳନ କରିବା ନିହାତି ଆବଶ୍ୟକ । ନଚେତ ସେହି ଘରେ ବହୁତ ବିଶୃଙ୍ଖଳା ସୃଷ୍ଟି ହେବ । ବିଳମ୍ବରେ ଉଠୁଥିବା ମହିଳା ମାନଙ୍କର ସ୍ଵାମୀ ମାନଙ୍କୁ ସବୁବେଳେ ଦୁର୍ଭାଗ୍ୟର ସାମ୍ନା କରିବାକୁ ପଡିଥାଏ ।

୩. ସାଧାରଣତଃ ମହିଳା ମାନଙ୍କୁ ନିଜ ଘରକୁ ସଫା ସୁତୁରା ରଖିବା ନିହାତି ଆବଶ୍ୟକ । ଯେଉଁ ମହିଳା ନିଜ ଘରକୁ ଅପରିଷ୍କାର ରଖିଥାଏ, ସେହି ମହିଳାଙ୍କ ଘରକୁ ଦାରିଦ୍ରତା ଆସିଥାଏ । ଯାହାକୁ ସେହି ମହିଳାର ସ୍ଵାମୀ ଭୋଗ କରିଥାଏ । ଘର ମଧ୍ୟରେ ଅଧିକ ଅପରିଷ୍କାର ହେବା ଦ୍ଵାରା ସ୍ଵାମୀଙ୍କର ଖର୍ଚ ବଢିଥାଏ । ତେଣୁ ଆପଣ ମାନଙ୍କୁ ସବୁବେଳେ ନିଜ ଘରକୁ ସଫା ସୁତୁରା ରଖିବା ନିହାତି ଆବଶ୍ୟକ ।

୪. ବନ୍ଧୁଗଣ ସାଧାରଣତଃ ଘରର ମହିଳା ମାନଙ୍କୁ ସବୁଦିନ ସ୍ନାନ କରିବା ନିହାତି ଆବଶ୍ୟକ । ଯେଉଁ ମହିଳା ସବୁଦିନ ସ୍ନାନ ନକରି ଦିନେ ଦିନେ ସ୍ନାନ କରୁଥିବ ସେହି ମହିଳାଙ୍କର ଘରେ ନକରାତ୍ମକ ଶକ୍ତିର ପ୍ରଭାବ ହୋଇଥାଏ । ସ୍ତ୍ରୀର ଏହି ଭୁଲ ହେତୁ ସ୍ଵାମୀ ମାନେ ଆଳସ୍ୟରେ ଜୀବନ କାଟି ଥାନ୍ତି ଓ ସ୍ଵାମୀ ମାନଙ୍କର ମନ କୌଣସି କାମରେ ଲାଗି ନଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ମଧ୍ୟ ଏହି ସବୁ ନିୟମର ପାଳନ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ସୂଚନା ନିଶ୍ଚୟ ଦିଅନ୍ତୁ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *