ଭାଇରାଲ ହେଲା ପାଣି ଭିତରେ Chandita ଙ୍କ ହଟ୍ ଭିଡିଓ, ଦେଖନ୍ତୁ ଏହି Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଡ଼ିଆ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ଛନ୍ଦିତା ପାଢ଼ୀ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ।ଏହି ଅଭିନେତ୍ରୀ ଙ୍କୁ ତରଙ୍ଗ ଟିଭି ରେ ପ୍ରସାରିତ ‘ତାରା ତାରିଣୀ’ ଧାରାବାହିକ ରେ ନେଗେଟିଭ ଚରିତ୍ର ରେ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା। ତାଙ୍କର ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରନ୍ତି। ଏହି ଅଭିନେତ୍ରୀ ନିଜର ଅଭିନୟ ପ୍ରଦର୍ଶନ ଜରିଆରେ ଦର୍ଶକ ମାନଙ୍କ ମନରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଏବଂ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି।

ତାରା ତାରିଣୀ ଧାରାବାହିକ ରେ ଅଭିନୟ କରିବା ପୂର୍ବରୁ ଏହି ଅଭିନେତ୍ରୀ ଅନେକ ଧାରାବାହିକ ରେ ଅଭିନୟ କରି ଆସିଛନ୍ତି। ‘ତୋ ଅଗଣା ର ତୁଳସୀ ମୁଁ’ ଧାରାବାହିକ ରେ ମଧ୍ୟ ଏହି ଅଭିନେତ୍ରୀ ଖଳନାୟିକା ଚରିତ୍ର ରେ ଅଭିନୟ କରିଥିଲେ। ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏହି ଅଭିନେତ୍ରୀ ଙ୍କ ଏକ ଭିଡିଓ ବର୍ତ୍ତମାନ ସମୟ ରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।

ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା। ତେବେ ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଅଭିନେତ୍ରୀ ଛନ୍ଦିତା ପାଢ଼ୀ ସୋସିଆଲ ମିଡିଆ ରେ ବହୁ ମାତ୍ରାରେ ସକ୍ରିୟ ରୁହନ୍ତି। ସେ ପ୍ରାୟତଃ ସମୟ ସୋସିଆଲ ମିଡିଆ ରେ ଲାଇଭ ଆସନ୍ତି ଏବଂ ନିଜ ଫାନ୍ସ ମାନଙ୍କ ସହିତ କଥା ମଧ୍ୟ ହୋଇଥାନ୍ତି।

ତେବେ ଛନ୍ଦିତା ଙ୍କ ଏକ ଭିଡିଓ ବର୍ତ୍ତମାନ ବହୁତ ମାତ୍ରାରେ ସୋସିଆଲ ମିଡିଆ ରେ ଭାଇରାଲ ହୋଇଛି। ଏହି ଭିଡିଓ ରେ ଛନ୍ଦିତା ଙ୍କୁ ସ୍ୱିମିଙ୍ଗ ପୁଲ ରେ ଗାଧୋଉଥିବାର ଦେଖିବାକୁ ମିଳିଛି। ଗୋଟିଏ ରେଡ୍ କଲର ର ହଟ୍ ଡ୍ରେସ ପିନ୍ଧି ସେ ସ୍ୱିମିଙ୍ଗ ପୁଲ ରେ ଗାଧୋଉଛନ୍ତି।ଏହି ରେଡ୍ ଡ୍ରେସ ରେ ସେ ବହୁତ ସୁନ୍ଦର ଏବଂ ହଟ୍ ଦେଖା ଯାଉଛନ୍ତି। ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଏହି ଭିଡିଓ ଟି କୁ ପୋଷ୍ଟ କରିଛନ୍ତି ଏବଂ ଏହା ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି।


ଉକ୍ତ ଭିଡିଓ ରେ ଛନ୍ଦିତା ଙ୍କ ଲୁକ ଓ ଅନ୍ଦାଜ ତାଙ୍କ ଫାନ୍ସ ମାନଙ୍କୁ ବହୁତ ପସନ୍ଦ ଆସିଛି। ତାଙ୍କ ଫାନ୍ସ ମାନେ କମେଣ୍ଟ ମାଧ୍ୟମରେ ନିଜର ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରିଛନ୍ତି। ତେବେ ଆପଣ ମାନେ ମଧ୍ୟ ଏହି ଭିଡିଓ ନିଶ୍ଚିତ ଭାବରେ ଦେଖିଥିବେ।ଏହି ସମ୍ବନ୍ଧରେ ଆପଣଙ୍କ ମତାମତ ଏବଂ ଆପଣଙ୍କୁ ଅଭିନେତ୍ରୀ ଛନ୍ଦିତା ପାଢ଼ୀ ଓ ତାଙ୍କର ଅଭିନୟ କିପରି ଲାଗେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ।

Leave a Reply

Your email address will not be published. Required fields are marked *