ବର୍ଷ 2021 ରେ Bollywood ଓ TV ଇଣ୍ଡଷ୍ଟ୍ରି ର ଏହି 6 ଟି ଷ୍ଟାର କପଲ୍ସ ହେବେ ମାତା-ପିତା

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଥାନ୍ତି । ବନ୍ଧୁଗଣ ଗତବର୍ଷ ୨୦୨୦ ସମସ୍ତ ଲୋକମାନଙ୍କ ପାଇଁ ବହୁତ କଷ୍ଟଦାୟକ ରହିଥିଲା । ହେଲେ ଏହି ବର୍ଷ ଆମ ବଲିଉଡର କିଛି କଳାକାର ମାନେ ମା ବାପା ହେବାର ଶୋଭାଗ୍ୟ ପାଇବାକୁ ଯାଉଛନ୍ତି ।

ବନ୍ଧୁଗଣ ଏହି ବର୍ଷ ୨୦୨୧ରେ ଆମ ବଲିଉଡର କିଛି ଫେମସ କଳାକାର ମାନଙ୍କ ଘରକୁ ଖୁସି ଆସିବାକୁ ଯାଉଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ  ।

ଅନୁସ୍କା ଶର୍ମା- ବିରାଟ କୋହିଲି

ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଅନୁସ୍କା ଶର୍ମା ଓ ତାଙ୍କ ସ୍ଵାମୀ ଅର୍ଥାତ ଭାରତୀୟ କ୍ରିକେଟ ଟିମର କ୍ଯାପଟେନ ବିରାଟ କୋହିଲି । ବନ୍ଧୁଗଣ ଅନୁଷ୍କ ନିଜର ପ୍ରେଗ୍ନେନ୍ସି ପାଇଁ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ଗତବର୍ଷ ଲକଡାଉନ ସମୟରେ ଅନୁସ୍କା ଓ ବିରାଟ ଏକ ଫଟୋ ସେୟାର କରି ନିଜ ଫ୍ୟାନ୍ସ ମାନଙ୍କୁ ଖୁସି ଖବର ଦେଇଥିଲେ  । ବନ୍ଧୁଗଣ ସୂତ୍ର ଅନୁସାରେ ଜଣା ପଡିଛି ଯେ, ଏହି ବର୍ଷ ଜାନୁୟାରୀ ମାସର ଶେଷ ସପ୍ତାହ ଆଡକୁ ଅନୁସ୍କା ନିଜର ପ୍ରଥମ ଛୁଆକୁ ଜନ୍ମ ଦେବେ ।

କରିନା କପୁର- ସେଫ ଅଲି ଖାନ

ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ସେଫ ଅଲି ଖାନ ଓ ଅଭିନେତ୍ରୀ କରିନା କପୁର । ବନ୍ଧୁଗଣ କରିନା ମଧ୍ୟ ନିଜ ପ୍ରେଗ୍ନେନ୍ସିକୁ ନେଇ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ୨୦୧୬ ମସିହାରେ କରିନା ନିଜର ପ୍ରଥମ ଛୁଆ ତେମୁରକୁ ଜନ୍ମ ଦେଇଥିଲେ । ହେଲେ ବର୍ତ୍ତମାନ ଏହା ଖବର ମିଳିଛି ଯେ ଏହି ବର୍ଷ ଫେବୃୟାରି ମାସରେ କରିନା ନିଜର ଦୁତୀୟ ସନ୍ତାନକୁ ଜନ୍ମ ଦେଇପାରନ୍ତି ।

ସାଗରିକା ଘଟଗେ- ଜାହିର ଖାନ

ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ସାଗରିକା ଘଟଗେ ଓ ତାଙ୍କ ସ୍ଵାମୀ ଜାହିର ଖାନ । ବନ୍ଧୁଗଣ ଏହି ଦୁଇଜଣଙ୍କର ଜୀବନରେ ମଧ୍ୟ ବହୁତ ଶୀଘ୍ର ଖୁସି ଆସିବାକୁ ଯାଉଛି । ସାଗରିକା ଘଟଗେ ବହୁତ ଶୀଘ୍ର ମା ହେବାକୁ ଯାଉଛନ୍ତି । ସାଗରିକା ବିବାହ କରିବା ପରେ ଫିଲ୍ମ ଓ ଲାଇମ ଲାଇଟ ଠାରୁ ଦୂରରେ ଅଛନ୍ତି ହେଲେ ସେ ନିଜ ପ୍ରେଗ୍ନେନ୍ସି ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ସୂତ୍ର ମୁତାବକ ଜଣା ପଡିଛି ଯେ ଏହି ବର୍ଷ ସାଗରିକା ମା ହେବାକୁ ଯାଉଛନ୍ତି ।

ରୋହିତ ମଲିକ- ଅଦିତି ଶୀର୍ବାଇକର


ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତା ରୋହିତ ଓ ତାଙ୍କ ପତ୍ନୀ ଅଦିତି । ଏହି ବର୍ଷ ବହୁତ ଶୀଘ୍ର ରୋହିତ ବାପା ହେବାକୁ ଯାଉଛନ୍ତି । ବନ୍ଧୁଗଣ ସୂତ୍ର ଅନୁସାରେ ଜଣା ପଡିଛି ଯେ, ଅଦିତି ମେ ମାସରେ ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେବେ ।

ଅନୀତା ହସନନ୍ଦାନି ଏବଂ ରୋହିତ ରେଡ୍ଡୀ

ଟିଭିର ଦୁନିଆର ଅନ୍ୟତମ ଜଣାଶୁଣା ଅଭିନେତ୍ରୀ ଅନୀତା ହସନନ୍ଦାନି ମଧ୍ୟ ଖୁବ୍ ଶୀଘ୍ର ମା ହେବାକୁ ଯାଉଛନ୍ତି । ଅନୀତା ଏବଂ ତାଙ୍କ ସ୍ୱାମୀ ରୋହିତ ରେଡ୍ଡୀ ଏହାକୁ ନେଇ ଉତ୍ସାହିତ ଅଛନ୍ତି । ଅନୀତା ପ୍ରାୟତ ସୋସିଆଲ ମିଡିଆରେ ନିଜ ବେବି ବମ୍ପ ର ଫଟୋ ସେୟାର କରନ୍ତି ।

ନକୁଲ ମେହେତା ଏବଂ ଜାନକୀ ପାରେଖ

ପ୍ୟାର କା ଦର୍ଦ ମିଠା ମିଠା ପ୍ୟାରା ପ୍ୟାରା ଏବଂ ଇସ୍କବାଜ୍ ପରି ସିରିଏଲରେ କାମ କରିବା ପରେ ଘରେ ଘରେ ପ୍ରସିଦ୍ଧ ହୋଇଥିବା ନକୁଲ ମେହେତା ମଧ୍ୟ 2021 ମସିହାରେ ପିତା ହେବେ । ଆଜ୍ଞା ହଁ, ତାଙ୍କ ପତ୍ନୀ ଜାନକୀ ପାରେଖ ଶୀଘ୍ର ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ଆପଣଙ୍କୁ କହି ଦେଉଛୁ କି ନକୁଲା ଏବଂ ଜାନକୀ 2012 ମସିହାରେ ବିବାହ କରିଥିଲେ ଏବଂ ବର୍ତ୍ତମାନ 8 ବର୍ଷ ପରେ, ଉଭୟଙ୍କ ଜୀବନରେ ଏହି ଖୁସି ଆସୁଛି । ନକୁଲ ଏବଂ ସାର୍କି ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଏଥି ସହିତ ପ୍ରଶଂସକମାନେ ମଧ୍ୟ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *