Exclusive: ରିୟାଲିଟି ସୋ’ ରେ ଅଜବ ପ୍ରଶ୍ନ ‘ଚକୁଳି ପିଠାରେ କେତେଟା କଣା ?’ କୁ ନେଇ ମୁହଁ ଖୋଲିଲେ Ollywood ଆକ୍ଟର Sambeet Acharya, କଣ କହିଲେ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି କିଛି ପ୍ରଶ୍ନ ପଚାରିଯାଇଥିଲା ଯାହାକୁ ନେଇ ରିୟାଲିଟି ସୋ ରଜକ୍ଵିନ ର ଜଜ ମାନେ ଟ୍ରୋଲ ହୋଇଥିଲେ । ତେବେ ସେହି ଜଜ ଙ୍କ ମଧ୍ୟରୁ ସମ୍ବିତ ମଧ୍ୟ ଜଣେ ଥିଲେ । ଚକୁଳି ରେ କେତୋଟି ବିନ୍ଦ ? ଏହି ପ୍ରଶ୍ନକୁ ନେଇ ନିଜର ମନ୍ତବ୍ୟ ରଖିଛନ୍ତି । ସମ୍ବିତ କହିଛନ୍ତି ଯେ ସେହି ପ୍ରଶ୍ନ ତୀୟ ଜ୍ୟୋତି ପଚାରିଥିଲେ । ଏବଂ ଏହା ଯେତେବେଳେ ଟ୍ରୋଲ ହେବା ଆରମ୍ଭ ହେଲା । ଆମ୍ଭେ ଯାଇ ପ୍ରଶ୍ନ ପେପରରେ ମଧ୍ୟ ଦେଖେଇ ଦେଉଥିଲୁ ଯେ ସେଥିରେ ଯେତେତି ପ୍ରଶ୍ନ ଲେଖାହୋଇଥାଏ ପ୍ରାୟ ୭୦ ଭାଗ ପ୍ରଶ୍ନ ର ଉତ୍ତର ଆମ୍ଭେମାନେ ମଧ୍ୟ ଜାଣି ନଥାଉ ।

ଏହାକୁ ଟେକନିକାଲ ଟିମ ଚ୍ୟାନେଲ ର ବାହାର କରିଥାଏ । ସେମାନେ ଲେଖିଥାନ୍ତି ପ୍ରଶ୍ନଉତ୍ତର ସବୁ । ଆମ୍ଭେ ମଧ୍ୟ ଦେଖିଲେ ତାହାକୁ ଜାଣି ନଥାଉ । ସେଥିରେ ଉତ୍ତର ଲେଖା ହୋଇଥିଲା ଯେ ତମେ ପିଠା ଖାଇବା ଲୋକ ବିନ୍ଦ କାଇଁ ଗଣୁଛ ? ମାତ୍ର ଯେଉଁ ଝିଅ କୁ ଏହି ପ୍ରଶ୍ନ ପଚରାଯାଇଥିଲା ସେ ଆଜି ପର୍ଯ୍ୟନ୍ତ ମଧ୍ୟ ଆମ୍ଭ ସହିତ ଟଚ ରେ ଅଛି ଆମ୍ଭକୁ ଶୁଭ କାମନା ମଧ୍ୟ ଦେଉଛି ।

ସମ୍ବିତ କହିଛନ୍ତି ଯେ ଆମ୍ଭେ କେବେ ହେଲେ ମନ୍ଦ ଉଦେଶ୍ୟ ରେ ଗୋଟେ ଝିଅ କୁ ଖରାପ ପ୍ରଶ୍ନ ପଚାରି ନଥାଉ, ହୋଇଥାଇ ପରେ ଯେ ଆମ୍ଭେ ତାହାକୁ ହସେଇବା ଲାଗି ସେହି ୱେ ରେ ପଚାରିଥାଉ କାରଣ ତାହା ଗୋଟିଏ ରିୟାଲିଟି ସୋ ଅଟେ । ଯଦି ଗୋଟିଏ ଝିଅ କୁ ଆମ୍ଭେ ଇନସଲ୍ଟ କରିଲୁ ମାତ୍ର କେବେ କରିନୁ କି କରିବୁ ନାହିଁ । ଯଦି ମଧ୍ୟ କରିଲୁ ସେ ଝିଅ ଟି ୩/୪ ରାଉଣ୍ଡ ଆଗକୁ କେମିତି ଗଲା ?

ଏହା ପରେ ସମ୍ବିତ ଏହା କହିଛନ୍ତି ଯେ ଆମ୍ଭେ ଗୋଟିଏ ବଡ ଲୋକ ଙ୍କ ଠାରୁ ଶୁଣିଛୁ ସବୁବେଳେ ଯେ ଗଛ ଯେତେବେ ମଧ୍ୟ ଫଳନ୍ତି ହେଉ ସବୁବେଳେ ନଇଁକି ରହିବା ଦରକାର । ଅର୍ଥାତ ମଣିଷ ଯେତେ ଉପରକୁ ଉଠିଲେ ମଧ୍ୟ ତାକୁ ନଇଁକି ରହିବାକୁ ହେବ । ଆଉ ଏକ କଥା ଲୋକେ ଇଟା, ପଥର ମଧ୍ୟ ମାରନ୍ତି ସେହି ଫଳନ୍ତି ଗଚରୁ ଫଳ ଖାଇବା ନିମନ୍ତେ ।

ପ୍ରତି ରିୟାଲିଟି ସୋ ରେ ଚ୍ୟାନେଲ ହିଁ ଆମ୍ଭକୁ ଏହିଭଳି କହିବ ଲାଗି କହିଥାଏ । ଆମ୍ଭେ ନିଜ ଇଛାରେ କୌଣସି ପ୍ରଶ୍ନ ପଚାରି ନଥାଉ ବୋଲି କହିଛନ୍ତି ସମ୍ବିତ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published.