Interesting Gk Questions- ଚା’କୁ ଶୁଦ୍ଧ ଓଡିଆରେ କଣ କୁହାଯାଏ, ୯୦% ଲୋକଙ୍କୁ ଜଣା ନାହିଁ ଏହାର ଉତ୍ତର, କଣ ଆପଣ ଜାଣନ୍ତି …

ସାଙ୍ଗମାନେ ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଜୀବନରେ ଖୁସିରେ ରହିବା ବହୁତ ଜରୁରୀ । ଏମିତି ଖୁସିରେ ଜୀବନ କାଟିବା ପାଇଁ ବହୁତ ଉପାୟ ଅଛି । ଯାହା ଦ୍ଵାରା ଆମର ଟାଇମ ପାସ ହୋଇଯାଏ ଓ ତାହା ସହିତ ବହୁତ ମଜା ମଧ୍ୟ ଆସିଥାଏ । ଏହି ଉପାୟରେ ଆମେ ଅନ୍ୟମାନଙ୍କୁ ବି ଏଣ୍ଟରଟେନ କରି ପାରିବା । ଏହି ଉପାୟ ମଧ୍ୟରୁ ଗୋଟିଏ ହେଲା ପ୍ରଶ୍ନ ଓ ଉତ୍ତର ଖେଳ, ଯାହାକୁ ଆମେ ସମସ୍ତେ ନିଶ୍ଚୟ ଖେଳିଥିବା । ଯେଉଁଥିରେ କିଛି ଚତୁର ପ୍ରଶ୍ନର ଉତ୍ତର ଦେବାକୁ ପଡିଥାଏ ।

ସେହିପରି ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ କହିବୁ, ଯାହା ବିଷୟରେ ଆପଣ ଜାଣିଲେ ଅନ୍ୟମାନଙ୍କୁ ଏହି ସବୁ ପ୍ରଶ୍ନ ପଚାରି ପାରିବେ । ଆପଣ ମାନେ ମଧ୍ୟ ପରୀକ୍ଷା କରନ୍ତୁ ଆମ ଆର୍ଟିକିଲରେ ଦିଆଯାଇଥିବା ପ୍ରଶ୍ନ ଅନ୍ୟ କେହି ଲୋକ ଦେଇ ପାରୁଛନ୍ତି ନା ନାହିଁ । ତେବେ ଆସନ୍ତୁ ଜାଣିବା ଆମର ଏହି ଚତୁର ପ୍ରଶ୍ନ ଓ ଉତ୍ତର ବିଷୟରେ ।

ପ୍ରଶ୍ନ-୧

ଭାରତର ସବୁଠୁ ପ୍ରଥମ ସୌର ଉର୍ଜ୍ଜା ରେ ସଞ୍ଚାଳିତ ବିମାନ ବନ୍ଦର କିଏ ଅଟେ ?

ଉତ୍ତର – କୋଚିନ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର (କେରଳ)

ପ୍ରଶ୍ନ-୨

ଭାରତର ଉପଗ୍ରହ ର ନାମ କଣ ଅଟେ ?

ଉତ୍ତର – ଆର୍ଯ୍ୟଭଟ୍ଟ

ପ୍ରଶ୍ନ-୩

IIT ର ଫୁଲ ଫର୍ମ କଣ ଅଟେ ?

ଉତ୍ତର- Indian institute of technology

ପ୍ରଶ୍ନ-୪

ଇଂରେଜ ଭାରତକୁ କେଉଁ ଉଦେଶ୍ୟରେ ଆସିଥିଲେ ?

ଉତ୍ତର – ବ୍ୟାପାର ଉଦ୍ଦେଶ୍ୟରେ

ପ୍ରଶ୍ନ-୫

ମୁଣ୍ଡ ଅଛି ଲାଞ୍ଜ ଅଛି ହେଲେ ପାଦ ନାହିଁ, ପେଟ ଅଛି ଆଖି ଅଛି ହେଲେ କାନ ନାହିଁ ?

ଉତ୍ତର- ସାପ

ପ୍ରଶ୍ନ-୬

କ୍ଷୀରରେ କେଉଁ ଏସିଡ ରହିଥାଏ ?

ଉତ୍ତର- ଲାକଟିକ ଏସିଡ

ପ୍ରଶ୍ନ-୭

କେଉଁ ଜୀବର ରକ୍ତ ଧଳା ରଙ୍ଗର ହୋଇଥାଏ ?

ଉତ୍ତର- ଅସରପାର ରକ୍ତ

ପ୍ରଶ୍ନ-୮

ଏମିତି କେଉଁ ଜିନିଷ ଅଛି ଯାହାକୁ ଖାଇଥାଉ ହେଲେ ଦେଖିପାରି ନଥାଉ ?

ଉତ୍ତର- ପ୍ରମିଜ

ପ୍ରଶ୍ନ-୯

ରେଳଗାଡିର ଇଞ୍ଜିନରେ ସୌଚାଳୟ କାହିଁକି ନଥାଏ ?

ଉତ୍ତର- ୨୦୧୬ ପର୍ଯ୍ୟନ୍ତ ନଥିଲା ହେଲେ ବର୍ତ୍ତମାନ ଅଛି ।

ପ୍ରଶ୍ନ-୧୦

ଦାନ୍ତର ରଙ୍ଗ ଧଳା କଣ ପାଇଁ ହୋଇଥାଏ ।

ଉତ୍ତର – ଦାନ୍ତରେ କ୍ୟାଲସିୟମ ଥାଏ ଓ ଏହି କାରଣ ପାଇଁ ଦାନ୍ତର ରଙ୍ଗ ଧଳା ଅଟେ ।

ପ୍ରଶ୍ନ-୧୧

ଭାରତର କେଉଁ ରାଜ୍ୟରେ ଲୋକମାନେ ସାପର ତେଲରେ ଖାଦ୍ୟ ତିଆରି କରନ୍ତି ?

ଉତ୍ତର- ସିକ୍କିମ ରାଜ୍ୟର ମେରା ଗାଁର ଲୋକମାନେ ସାପର ତେଲରେ ଖାଦ୍ୟ ତିଆରି କରିଥାନ୍ତି ।

ପ୍ରଶ୍ନ-୧୨

ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ମନ୍ଦିର ରହିଛି ?

ଉତ୍ତର- ତାମିଲନାଡୁରେ ସବୁଠୁ ଅଧିକ ମନ୍ଦିର ରହିଛି ।

ପ୍ରଶ୍ନ-୧୩

PBUG ର Fullform କଣ ଅଟେ ।

ଉତ୍ତର – Player Unknown’s Battle ground

ପ୍ରଶ୍ନ-୧୪

ଚା’କୁ ଶୁଦ୍ଧ ଓଡ଼ିଆରେ କଣ କୁହାଯାଏ ?

ଉତ୍ତର – ଏମିତିରେ ତ ଓଡ଼ିଆରେ ଚା’କୁ ଚାହା ହିଁ କହିଥାନ୍ତି କିନ୍ତୁ ଶୁଦ୍ଧ ଓଡ଼ିଆରେ କ୍ଷୀର ଓ ଜଳ ମିଶ୍ରିତ ଚିନି ଯୁକ୍ତ ପାହାଡୀ ବୁଟି କହିଥାନ୍ତି ।

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *