Jyotish Shastra- 25 ଫେବୃଆରୀ ରୁ ବୃହସ୍ପତି ହେଲେ ବଳଶାଳୀ, ଏହି 4 ଟି ରାଶିକୁ କରିଦେବେ ମାଲାମାଲ, କଣ ଏହା ଆପଣଙ୍କ ରାଶି ନୁହେଁ ତ ?

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଉଭୟ ଦୁଃଖ ସୁଖ ଭୋଗ କରିଥାନ୍ତି । ଏହାର ମୁଖ୍ୟ କାରଣ ହେଉଛି ଗ୍ରହ ଓ ନକ୍ଷତ୍ର ମାନଙ୍କର ସ୍ଥିତି ପରିବର୍ତ୍ତନ । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷତ୍ର ମାନଙ୍କ ମଧ୍ୟରେ ହେଉଥିବା ସ୍ଥିତି ପରିବର୍ତ୍ତନ ହେତୁ ଏହାର ପ୍ରଭାବ ରାଶି ମାନଙ୍କ ଉପରେ ପଡିଥାଏ ଯାହାଫଳରେ ମଣିଷ ଜୀବନରେ ଉଭୟ ଦୁଃଖ ଓ ସୁଖ ଆସିଥାଏ । ହେଲେ ବନ୍ଧୁଗଣ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଆସୁଥିବା ଫେବୃୟାରି ୨୫ ତାରିଖ ଦିନ ୧୧ ଟା ୮ ମିନିଟ ଠାରୁ ବୃହସ୍ପତି ବଳବାନ ହୋଇଛନ୍ତି । ୨୫ ତାରିଖ ଦିନ ବୃହସ୍ପତି ରବିଙ୍କ ପ୍ରଭାବରୁ ମୁକ୍ତ ହୋଇ ଅସ୍ତ ହୋଇଛନ୍ତି ।

ଯାହାଫଳରେ କିଛି ରାଶି ମାନଙ୍କର ଭାଗ୍ୟ ବଦଳିଯିବ । ବୃହସ୍ପତି ବଳବାନ ହେବା କାରଣରୁ କିଛି ରାଶି ମାନଙ୍କର ଭାଗ୍ୟ ବଦଳି ବାକୁ ଯାଉଛି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ ।

ମେଷ ରାଶି-

ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ମେଷ ରାଶିର ବ୍ୟକ୍ତି ବିଶେଷ ମାନେ । ଆସୁଥିବା ଫେବୃୟାରି ୧୨ ତାରିଖ ପରେ ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଭାଗ୍ୟ ସଂପୂର୍ଣ୍ଣ ବଦଳିଯିବ । ଚାକିରି କ୍ଷେତ୍ରରେ ଥିବା ଲୋକ ମାନଙ୍କୁ ପ୍ରମୋଶନ ମିଳିପାରେ । ଛାତ୍ର ମାନଙ୍କ ମନ ପାଠ ପଢାରେ ମନ  ଲାଗିବ । ଆପଣଙ୍କୁ ଆପଣଙ୍କ ଜୀବନ ସାଥିର ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବା ସହ ଆପଣଙ୍କ ଆଗାମୀ ଜୀବନ ସୁଖ ସମୃଦ୍ଧିରେ ଭରିଯିବ ।

ମିଥୁନ ରାଶି-

ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ମିଥୁନ ରାଶିର ବ୍ୟକ୍ତି ବିଶେଷ ମାନେ । ଆସୁଥିବା ଫେବୃୟାରି ୧୨ ତାରିଖ ପରେ ଏହି ରାଶି ମାନଙ୍କର ଭାଗ୍ୟ ବଦଳିଯିବ । ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହୋଇଯିବ ଓ ଆପଣଙ୍କୁ ନିଜ ଜୀବନରେ ପ୍ରଚୁର ଧନ ମିଳିବ । ଆପଣଙ୍କ ଉପରେ ବୃହସ୍ପତିଙ୍କର ବିଶେଷ କୃପା ନିଶ୍ଚୟ ରହିବ । ଯଦି ଆପଣ କୌଣସି ସ୍ଥାନରେ ନିବେଶ କରିବା ପାଇଁ ଚାହୁଁଛନ୍ତି ତା ହେଲେ ଆଜି ଠାରୁ ଆପଣ କରିପାରିବେ । ଆଗାମୀ ସମୟରେ ଆପଣ ଜମି, ବାହନ ଓ ଘର କରିପାରନ୍ତି ।

ସିଂହ ରାଶି-

ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସିଂହ ରାଶିର ବ୍ୟକ୍ତି ବିଶେଷ ମାନେ । ଆସୁଥିବା ଫେବୃୟାରି ୧୨ ତାରିଖ ପରଠାରୁ ଏହି ରାଶି ମାନଙ୍କ ଉପରେ ବୃହସ୍ପତିଙ୍କର ବିଶେଷ କୃପା ପଡିବାକୁ ଯାଉଛି । ଯାହାଫଳରେ ଏମାନଙ୍କ ଜୀବନରେ ହେଉଥିବା ସମସ୍ତ ସମସ୍ଯା ଦୂର ହେବାକୁ ଯାଉଛି । ଧନ ଅର୍ଜନ କରିବାର ନୂଆ ନୂଆ ଆବସର ଆପଣ ମାନଙ୍କୁ ମିଳିବ ଓ ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବ । ଆପଣଙ୍କ ପରିବାରରେ ସୁଖ ସମୃଦ୍ଧିର ବାତାବରଣ ରହିବା ସହ ଆପଣଙ୍କ ଆଗାମୀ ଜୀବନ ଆନନ୍ଦମୟ ରହିବ ।

କୁମ୍ଭ ରାଶି-

ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି କୁମ୍ଭ ରାଶିର ବ୍ୟକ୍ତି ବିଶେଷ ମାନେ । ଆସୁଥିବା ଫେବୃୟାରି ୧୨ ତାରିଖ ପରଠାରୁ ଆପଣ ମାନଙ୍କୁ ନିଶ୍ଚୟ ଏକ ବଡ ଖୁସି ଖବର ମିଳିବ । ଯାହାଫଳରେ ଆପଣଙ୍କ ମନ ପ୍ରସନ୍ନ ରହିବ । ଆପଣ ନିଜ ପରିବାର ଲୋକଙ୍କ ସହ କୌଣସି ଏକ ସ୍ଥାନକୁ ଭ୍ରମଣ କରିବାକୁ ଯିବେ ।  ପ୍ରେମରେ ମଧୁରତା ବଢିବ ଓ ଆପଣଙ୍କୁ ନିଜ ପାର୍ଟନରଙ୍କର ପୂର୍ଣ୍ଣ ସହାୟତା ନିଶ୍ଚୟ ମିଳିବ । ଏହା ସହିତ ଆପଣଙ୍କ ଆଗାମୀ ଜୀବନ ସୁଖ ସମୃଦ୍ଧିରେ ଭରିଯିବ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *