Breaking News: ମୁଖ୍ୟମନ୍ତ୍ରୀ Naveen Patnaik ଦେଲେ ବଡ ସଂକେତ, ଜୁଲାଇ 16 ପରେ କଣ ହେବ ? କଣ ଅନଲକ ହେବ ଓଡିଶା ?

ବନ୍ଧୁଗଣ କରୋନା ମହାମାରୀ ପାଇଁ ଦେଶର ସ୍ଥିତି ବହୁତ ଜଟିଳ ରହିଛି । ଦେଶରେ କରୋନା ମହାମାରୀର ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଏହି ଭାଇରସରେ ସଂକ୍ରମିତ ହୋଇ ହଜାର ହଜାର ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି ଓ ଅନ୍ୟ ପକ୍ଷରେ ଲକ୍ଷାଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ।

ବନ୍ଧୁଗଣ ଗତ ବର୍ଷ ଅପେକ୍ଷା ଏହି ବର୍ଷ ମଧ୍ୟ ଦେଶର କେତେକ ରାଜ୍ୟରେ ଲକଡାଉନ ରହିଛି । ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଲକଡାଉନ କରୁଥିବା ବେଳେ ଜନସାଧାରଣ ମାନଙ୍କୁ ଅନେକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

ଓଡିଶାରେ ଗତ ଦୁଇ ମାସ ହେବ ଲକଡାଉନ ଲାଗି ରହିଛି ଓ ଆସୁଥିବା ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ଲକଡାଉନ ରହିଛି । ଲକଡାଉନ ଉଠାଇବା ପାଇଁ ଅଧିକାଂଶ ଲୋକ କହୁଛନ୍ତି ହେଲେ ଲକଡାଉନ ବଢିବ ନା କମିବ ତାହା ଆଗାମୀ ସମୟରେ ସମସ୍ତେ ଜାଣିବାକୁ ପାଇବେ । କିନ୍ତୁ ବନ୍ଧୁଗଣ ଆସୁଥିବା ୧୬ ତାରିଖ ପରେ ରାଜ୍ୟରେ କିଛି କଟକଣା କୋହଳ ହୋଇପାରେ ବୋଲି ଜଣା ପଡିଛି ।

ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମିଡିଆ ରିପୋର୍ଟସ ମୁତାବକ ଓଡିଶାରେ ଲଗାତର ଦୁଇ ଦିନ ହେବ ୨୦୦୦ ତଳେ ରହୁଛି ସଂକ୍ରମଣ । ଦିନକୁ ଦିନ ସଂକ୍ରମଣ ହାରି କମିବାରେ ଲାଗିଛି । ଆସୁଥିବା ୧୬ ତାରିଖ ସଖାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ବର୍ତ୍ତମାନ ସ୍ଥିତିକୁ ଆଖି ଆଗରେ ରଖିଲେ ଆଗାମୀ ସମୟରେ ଲକଡାଉନ କୋହଳ କରାଯାଇ ପାରେ ବୋଲି ଜଣା ପଡିଛି । ପୂର୍ବରୁ ରାଜ୍ୟ ସରକାର କ୍ୟାଟାଗେରୀ Aରେ ଥିବା କିଛି ଜିଲ୍ଲା ଗୁଡିକର କଟକଣାକୁ କୋହଳ କରିଥିଲେ । ୨୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନକୁ ଉଠାଯାଇଥିଲା ।

ଏହା ସହ ଦୋକାନ ବଜାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ଯାଇଥିଲା ।  ତେବେ କ୍ୟାଟାଗେରୀ Bରେ ଥିବା ୧୦ ଜିଲ୍ଲାରେ କଟକଣା ବଳବତ୍ତର ରହିବା ସହ ନାଇଟ କର୍ଫ୍ଯୁ ଜାରି ରହିଛି । ତା ହେଲେ ବନ୍ଧୁଗଣ ଆଗାମୀ ସମୟରେ କଟକଣା କୋହଳ ହୋଇପାରେ ବୋଲି ଜଣା ପଡିଛି । ବନ୍ଧୁଗଣ ଗତ ବର୍ଷ ବହୁତ ଲୋକ ଲକଡାଉନ ପାଇଁ ଅସୁବିଧାରେ ପଡିଯାଇଥିଲେ ।

ଲକଡାଉନ ପାଇଁ ଅବଶ୍ୟ ଜୀବନ ବଞ୍ଚୁଛି ହେଲେ ଲୋକ ମାନେ ଖାଇବାକୁ ପାଉ ନାହାନ୍ତି । ଏଥି ଲାଗି ରାଜ୍ୟ ସରକାରଙ୍କୁ ଏକ ସଠିକ ନିଷ୍ପତ୍ତି ନେବା ନିହାତି ଆବଶ୍ୟକ । କାରଣ ଧନୀ ଲୋକମାନଙ୍କ ଉପରେ ଏହାର ବିଶେଷ ପ୍ରଭାବ ନପଡୁଥିଲେ ମଧ୍ୟ ମାଧ୍ୟମ ବର୍ଗ ଓ ଗରିବ ଶ୍ରେଣୀର ଲୋକ ମାନଙ୍କ ଉପରେ ଲକଡାଉନର ବିଶେଷ ପ୍ରଭାବ ପଡୁଛି । ତା ହେଲେ ବନ୍ଧୁଗଣ ଲକଡାଉନ ଫିଟିବା ଉଚିତ ନା ନାହିଁ ଆପଣ ମାନେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *