Ollywood ଅଭିନେତ୍ରୀ Shivani ହଠାତ ରାତି ଅଧରେ Live ଆସି Swaraj ଙ୍କ ବିଷୟରେ କାହିଁକି କହିଲେ ଏମିତି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି ।

ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ସିନେମା ଅପେକ୍ଷା ଆଜିକାଲି ଘରେ ଘରେ ଧାରାବାହିକ ଗୁଡିକ ଦେଖିବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ ।

ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆଜି ଆମେ ଓଲିଉଡ ଅଭିନେତ୍ରୀ ଶିବାନୀ ନିଜ ଲାଇଭ ଭିଡିଓ ରେ ଆସି କଣ ସବୁ କଥା ହୋଇଥିଲେ ସେ ବିଷୟରେ ଆଲୋଚନା କରିବା । ଶିବାନୀ ହେଉଛନ୍ତି ଓଲିଉଡ ଜଗତର ଜଣେ ଲୋକପ୍ରିୟ ଏବଂ ପ୍ରସିଦ୍ଧ ଅଭିନେତ୍ରୀ ।

ସେ ଶିଶୁ କଳାକାର ଭାବେ ମଧ୍ୟ ଅନେକ ସିନେମା ତଥା ଅନେକ ଧାରାବାହିକ ରେ କାମ କରିଛନ୍ତି । ସେ ଦେଖିବାକୁ ବହୁତ ସୁନ୍ଦର ଏବଂ ଆକର୍ଷକ ତାଙ୍କ ଅଭିନୟ ଏବଂ ଲୁକ କୁ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରନ୍ତି । ଶିବାନୀ ‘ସିଷ୍ଟର ଶ୍ରୀଦେବୀ’ ‘ପ୍ରେମ କୁମାର’ ‘ଦିଲ ମୋର ମାନେନା’ ଆଦି ସିନେମା ରେ ସେ ମୁଖ୍ୟ ଅଭିନେତ୍ରୀ ଭାବେ କାମ କରିଛନ୍ତି ।

ତାଙ୍କ ପୁରା ନାମ ହେଉଛି ଶିବାନୀ ସଂଗୀତା । ସେ ଭୁବନେଶ୍ୱର ରେ ବାସ କରନ୍ତି । ତେବେ ଶିବାନୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରୁ ଲାଇଭ ଆସି ନିଜ ଫ୍ୟାନ ମାନଙ୍କ ସହ କଥା ବାର୍ତ୍ତା ହୋଇଥିଲେ ଏବଂ ନିଜ ଫ୍ୟାନ ମାନଙ୍କ ର ପ୍ରଶ୍ନ ର ଉତ୍ତର ମଧ୍ୟ ଦେଉଥିଲେ ।

ତେବେ ହଠାତ ସ୍ୱରାଜ ଯିଏ କି ଓଲିଉଡ ର ଜଣେ ଅଭିନେତା ଏବଂ ସେ ମଧ୍ୟ ଶିଶୁ କଳାକାର ଭାବେ ଅଭିନୟ କରିଛନ୍ତି । ସେ ଶିବାନୀ ଙ୍କୁ ସୁନ୍ଦର ଦେଖା ଯାଉଛ ଏବଂ ଏହାର ରହସ୍ୟ କଣ ଏବଂ କିଛି ଟିପସ୍ ଦେବାକୁ କହିଥିଲେ ।

ତେବେ ଶିବାନୀ ଟିକେ ଦ୍ଵନ୍ଦ ରେ ପଡିଲେ ଏଟା ରିୟଲ ଆକାଉଣ୍ଟ ନା ଫ୍ୟାନ ପେଜ ବୋଲି । ତେବେ ଯଦି ଏହା ରିୟଲ ଆକାଉଣ୍ଟ ତେବେ ସେ ଟିପସ୍ ଆଗରୁ କହି ଦେଇଛନ୍ତି ସେହି ଟିପସ୍ କୁ ମାନ ଏହା ସେ ବ୍ୟଙ୍ଗ ଭାବରେ ଉତ୍ତର ରେ କହି ଥିଲେ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *