ବାସୀ ମୁହଁରେ ଗରମ ପାଣି ପିଇବା ଦ୍ଵାରା ମୂଳରୁ ଶେଷ ହୋଇଯାଏ ଏହି ୧୦ ଟି ଭୟଙ୍କର ରୋଗ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମଣିଷ ଶରୀର ପାଞ୍ଚଟି ତତ୍ଵରୁ ଶୃଷ୍ଠୀ ହୋଇଛି, ସେଥି ମଧ୍ୟରୁ ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ ତତ୍ଵ ହେଉଛି ପାଣି । ଆମ ଶରୀରରେ ୭୦ ପ୍ରତିଶତ ପାଣି ରହିଛି । ହେଲେ ବର୍ତ୍ତମାନର ଜୀବନରେ ଅଧିକାଂଶ ଲୋକ ପାଣିର ସେବନ କରୁ ନାହାନ୍ତି । ଭୁଲ ଜୀବନ ଶୈଳୀ ଓ ଖାଦ୍ୟ ପେୟର ଅଭାବ ଦ୍ଵାରା ଶରୀରରେ ବିଭିନ୍ନ ରୋଗର ଆଗମନ ହୋଇଥାଏ । ବର୍ତ୍ତମାନର ଜୀବନରେ ପାଣିକୁ ପ୍ୟୁରିଫାଏ କରି ଲୋକମାନେ ପିଉଛନ୍ତି । ହେଲେ ପୁରୁଣା କାଳରେ ତମ୍ବାର ପାତ୍ରରେ ପାଣି ପିଉଥିଲେ ଲୋକମାନେ । କାରଣ ତମ୍ବାରେ ଥିବା ତତ୍ଵ ପାଣିକୁ ସ୍ବଚ୍ଛ କରି ଦେଉଥିଲା ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ପାଣି ପିଇବାର ସଠିକ ଉପାୟ ଓ ସମୟ ବିଷୟରେ କହିବୁ । ଯାହାଦ୍ୱାରା ଆପଣ ସଂପୂର୍ଣ୍ଣ ସୁସ୍ଥ ଓ ରୋଗମୁକ୍ତ ହୋଇ ରହିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ଅଧିକାଂଶ ଲୋକଙ୍କୁ ଥଣ୍ଡା ପାଣି ପିଇବାକୁ ଭଲ ଲାଗିଥାଏ, ଥଣ୍ଡା ପାଣି ପିଇବା ଦ୍ଵାରା ଶରୀରର ପାଚନ ପ୍ରକ୍ରିୟା ଠିକ ଭାବରେ ହୋଇ ନଥାଏ । ଥଣ୍ଡା ପାଣି ପିଇବା ଦ୍ଵାରା ରକ୍ତ ଚାପରେ ପ୍ରଭାବ ପଡିଥାଏ । ଥଣ୍ଡା ପାଣିର ସେବନରେ ଆମ ହାର୍ଟରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ । ଆମ ରକ୍ତ ଦୂଷିତ ହୋଇଥାଏ । ଆମ କେସ ଦୁର୍ବଳ ହୋଇ ଝଡିବାକୁ ଲାଗିଥାଏ । ତେଣୁ ସର୍ବ ପ୍ରଥମେ ଆପଣ ଥଣ୍ଡା ପାଣି ପିଇବାର ଅଭ୍ଯାସକୁ ତ୍ୟାଗ କରନ୍ତୁ । ଏହି ସବୁ ରୋଗରୁ ମୁକ୍ତି ପାଇବା ପାଇଁ ଏବଂ ଶରୀରକୁ ସୁସ୍ଥ ରଖିବା ଆପଣ ପ୍ରତିଦିନ ସଖାଳେ ଖାଲି ପେଟରେ ବାସି ମୁହଁରେ ଗରମ ପାଣି ପିଅନ୍ତୁ ।

 

ପ୍ରତିଦିନ ସଖାଳେ ବାସି ମୁହଁରେ ଗରମ ପାଣି ପିଅନ୍ତୁ ଓ ନିଜ ପରିବାରକୁ ମଧ୍ୟ ଏହାର ପରାମର୍ଶ ଦିଅନ୍ତୁ । ବନ୍ଧୁଗଣା ଏହା ଦ୍ବାରା ବହୁତ ମାରାତ୍ମକ ରୋଗ ଦୂର ହୋଇଯିବ । ଏହା ଦ୍ବାରା ବହୁତ ଫାଇଦା ମିଳିଥାଏ, ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ । ସବୁଦିନ ସଖାଲେ ବାସି ମୁହଁରେ ଗରମ ପାଣି ପିଇବା ଦ୍ଵାରା ଆପଣଙ୍କ ଗ୍ଯାସ ସମସ୍ଯା ଦୂର ହୋଇଥାଏ । ଗ୍ଯାସ ସମସ୍ଯା ପାଇଁ ଆଣ୍ଠୁ ଗଣ୍ଠିରେ ବ୍ୟଥା ହୋଇଥାଏ ଓ ମୁହଁରେ ବ୍ରଣ ମଧ୍ୟ ଆସିଥାଏ । ତେଣୁ ଗ୍ଯାସ ସମସ୍ଯାକୁ ଦୂର କରିବା ପାଇଁ ଆପଣ ସବୁଦିନ ସଖାଲେ ଗରମ ପାଣି ପିଅନ୍ତୁ ।


ମଣିଷ ଶରୀରରେ ହେଉଥିବା ୮୦ ରୁ ୯୦ ପ୍ରତିଶତ ରୋଗର କାରଣ ହୋଇଥାଏ ଗ୍ଯାସ ସମସ୍ଯା । ଗ୍ଯାସ ସମସ୍ଯା ଦ୍ଵାରା ଶରୀରରେ ରକ୍ତ ସଂଚାଳନରେ ମଧ୍ୟ ସମସ୍ଯା ଦେଖା ଦେଇଥାଏ । ବନ୍ଧୁଗଣ ଏହା ଦ୍ବାରା ଆପଣଙ୍କର କେସ ଦୁର୍ବଳ ହୋଇ ଝଡିଥାଏ ଓ ଆପଣଙ୍କ ଆଖି ଦୁର୍ବଳ ହୋଇଯାଇଥାଏ । ସଠିକ ରୂପେ ରକ୍ତ ସଂଚାଳନ ନ ହେବାରୁ ଉଚ୍ଚ ରକ୍ତଚାପ ହେବାର ମଧ୍ୟ ସମସ୍ୟା ଦେଖା ଦେଇଥାଏ । ତେଣୁ ଏହି ସବୁ ସମସ୍ଯାକୁ ଦୂର କରିବା ପାଇଁ ସବୁ ଦିନ ସଖାଳେ ଗରମ ପାଣିର ସେବନ ନିଶ୍ଚୟ କରନ୍ତୁ ।

 

ଅଧିକାଂଶ ଲୋକଙ୍କର ସମସ୍ଯା ଥାଏ ମୋଟାପା । ବହୁତ ଲୋକ ନିଜ ଓଜନ ବା ମୋଟାପାକୁ ଦୂର କମାଇବା ପାଇଁ ବହୁତ କଷ୍ଟ କରିଥାନ୍ତି । ହେଲେ ଆପଣଙ୍କ ଏହି ସମସ୍ଯା ମଧ୍ୟ ସବୁଦିନ ସଖାଳେ ଗରମ ପାଣିର ସେବନ ଦ୍ଵାରା ଦୂର ହୋଇପାରେ । ସବୁଦିନ ଗରମ ପାଣିର ସେବନରେ ଆପଣ ୨ ରୁ ୩ ମାସ ମଧ୍ୟରେ ଆପଣ ନିଜ ମୋଟାପା ଓ ଚର୍ବିକୁ କମାଇ ପାରିବେ ।

ବନ୍ଧୁମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *