ରାକ୍ଷୀରେ Indian Cricketer ମାନଙ୍କ ଦାମୀ ଗିଫ୍ଟ, Virat Kohli ନିଜ ଭଉଣୀ ଙ୍କୁ ଦେଲେ ସବୁଠୁ ଅଧିକ ମହଙ୍ଗା ଗିଫ୍ଟ, ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ରାକ୍ଷୀ ପୂର୍ଣ୍ଣିମା ହେଉଛି ଏଭଳି ଏକ ପର୍ବ ଯାହା ସମ୍ପୂର୍ଣ୍ଣ ଦୁନିଆ ରେ ବହୁତ ଧୁମଧାମରେ ପାଳନ କରାଯାଇଥାଏ । ଭାରତୀୟ କ୍ରିକେଟର ମାନେ ମଧ୍ୟ ନିଜ ଭାଇ ଓ ଭଉଣୀ ଙ୍କ ସହିତ ଏହି ପର୍ବ କୁ ପାଳନ କରନ୍ତି ଏବଂ ପରସ୍ପର କୁ ଦାମୀ ଗିଫ୍ଟ ମଧ୍ୟ ଦେଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଭାରତୀୟ କ୍ରିକେଟର ଙ୍କ ରାକ୍ଷୀ ପୂର୍ଣ୍ଣିମା ରେ ମିଳିଥିବା ଦାମୀ ଗିଫ୍ଟ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧-ପ୍ରଥମ ରେ ହେଉଛନ୍ତି ସଚିନ ତେନ୍ଦୁଲକର । ସଚିନ ନିଜ ଭଉଣୀ ସବିତା ତେନ୍ଦୁଲକର ଙ୍କ ସହ ଏହି ରାକ୍ଷୀ ପୂର୍ଣ୍ଣିମା ମୁମ୍ବାଇ ରେ ପାଳନ କଲେ । ଏହି ସମୟରେ ସଚିନ ନିଜ ଭଉଣୀ ଙ୍କୁ ଉପହାର ରେ ମାକ ବୁକ ଦେଲେ ଯାହାର ଦାମ ହେଉଛି ପାଞ୍ଚ ଲକ୍ଷ ଟଙ୍କା । ୨- ଦ୍ଵିତୀୟ ରେ ହେଉଛନ୍ତି ସୁରେଶ ରାଏନା । ସୁରେଶ ନିଜ ଭଉଣୀ ରିନୁ ରାଏନା ଙ୍କ ସହ ବହୁତ ଭଲ ଭାବରେ ଏହି ରାକ୍ଷୀ ପୂର୍ଣ୍ଣିମା ଉତ୍ସବ କୁ ପାଳନ କଲେ ସେ ନିଜ ଭଉଣୀ କୁ ଉପହାର ରେ ଏକ ହୀରା ର ଆଙ୍ଗୁଠି ପ୍ରଦାନ କରିଛନ୍ତି ଯାହାର ଦାମ ଏକ କୋଟି ଟଙ୍କା ।

୩- ତୃତୀୟ ରେ ଅଛନ୍ତି ମହେନ୍ଦ୍ର ସିଂହ ଧୋନୀ । ଧୋନୀ ନିଜ ଭଉଣୀ ଜୟନ୍ତୀ ଗୁପ୍ତା ଙ୍କ ସହ ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବହୁତ ଧୁମଧାମରେ ପାଳନ କଲେ ଏବଂ ନିଜ ଭଉଣୀ ଙ୍କୁ ସେ ଏକ ପିଆନୋ ଗିଫ୍ଟ କରିଛନ୍ତି କାରଣ ତାଙ୍କ ଭଉଣୀ ଙ୍କୁ ସଙ୍ଗୀତ ବହୁତ ଭଲ ଲାଗେ ତେବେ ଏହାର ଦାମ ହେଉଛି 50 ଲକ୍ଷ ଟଙ୍କା । ୪- ଚତୁର୍ଥ ରେ ଅଛନ୍ତି ଯଶ ପ୍ରୀତ ବୁମ୍ରା । ବୁମ୍ରା ନିଜ ଭଉଣୀ ଜୁହିକା ଙ୍କୁ ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ରେ ଡାଇମଣ୍ଡ ନେକଲେସ ଗିଫ୍ଟ କରିଛନ୍ତି ଯାହାର ଦାମ ୭୫ ଲକ୍ଷ ଟଙ୍କା ।

୫-ପଞ୍ଚମ ରେ ହେଉଛନ୍ତି ଶିଖର ଧାୱନ । ଶିଖର ନିଜ ଭଉଣୀ ସ୍ତ୍ରୀସ୍ତା ଧାୱନ ଙ୍କୁ ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ରେ ଆଇ ଫୋନ ଗିଫ୍ଟ କଲେ ଯାହାର ଦାମ ଦୁଇ ଲକ୍ଷ ଟଙ୍କା । ୬- ଷଷ୍ଠ ରେ ହେଉଛନ୍ତି ଚହଲ । ଚହଳ ନିଜର ଭଉଣୀ ଗୀତାଞ୍ଜଳି ଏବଂ ନିଲ ଙ୍କୁ ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ର ଉପହାର ସ୍ୱରୂପ ନାଇକି ର ଜୋତା ଗିଫ୍ଟ କରିଛନ୍ତି ଯାହାର ଦାମ ହେଉଛି ଏକ ଲକ୍ଷ ଟଙ୍କା ।

୭- ସପ୍ତମ ରେ ହେଉଛନ୍ତି ଯୁବରାଜ ସିଂହ । ଯୁବରାଜ ନିଜ ଭଉଣୀ ରିତିକା ଙ୍କୁ ରାକ୍ଷୀ ପୂର୍ଣ୍ଣିମା ରେ ଏକ ହୀରା ର ମୁଦି ଗିଫ୍ଟ କରିଛନ୍ତି ଯାହାର ଦାମ ଏକ କୋଟି ଟଙ୍କା । ୮- ଅଷ୍ଟମରେ ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ହାର୍ଦ୍ଧିକ ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ରେ ନିଜ ଭଉଣୀ ଙ୍କୁ ଏକ ଗିଟାର ଗିଫ୍ଟ କଲେ ଯାହାର ଦାମ ଏକ କୋଟି ଟଙ୍କା ।

୯- ନବମ ରେ ହେଉଛନ୍ତି ବିରାଟ କୋହଲି । ବିରାଟ ନିଜ ଭଉଣୀ ଭାବନା କୋହଲି ଙ୍କୁ ଏହି ରାକ୍ଷୀ ପୂର୍ଣ୍ଣିମା ରେ ଏକ ଡାଇମଣ୍ଡ ପେଂଡେଣ୍ଟ ଗିଫ୍ଟ ଦେଇଛନ୍ତି ଯାହାର ଦାମ ୨ କୋଟି ଟଙ୍କା । ୧୦- ଦଶମ ରେ ହେଉଛନ୍ତି ରବୀନ୍ଦ୍ର ଜାଡେଜା । ଜାଡେଜା ନିଜ ଦୁଇ ଭଉଣୀ ନେନା ଏବଂ ପଦ୍ମିନୀ ଙ୍କୁ ଏହି ରାକ୍ଷୀ ପୂର୍ଣ୍ଣିମା ରେ ସୁନା ର ହାର ଗିଫ୍ଟ ଦେଇଛନ୍ତି ଯାହାର ଦାମ 40  ଟଂକା ।

Leave a Reply

Your email address will not be published. Required fields are marked *