Interesting Gk Questions- ଏମିତି କେଉଁ ଜିନିଷ ଯାହାକୁ କିଣିଲା ବେଳେ କଳା, ଜଳେଇବା ପରେ ଲାଲ ଓ ଫୋପାଡିବା ବେଳେ ଧଳା ହୋଇଯାଏ, କୁହନ୍ତୁ ତାହା କଣ ?

ଆପଣମାନେ ଏମିତିକା ବହୁତ ପ୍ରଶ୍ନ ଶୁଣିଥିବେ ଯାହାକି ଶୁଣିବାକୁ ସରଳ ଲାଗିଥାଏ ହେଲେ ତାହାର ଉତ୍ତର ଦେବା କଠିନ ହୋଇଯାଇଥାଏ । କହିବାକୁ ଗଲେ ଏହି ପ୍ରଶ୍ନ ଗୁଡିକ ବହୁତ ମଜାଳିଆ ହୋଇଥାଏ ଯାହାର ଉତ୍ତର ମଧ୍ୟ ସେତିକି ମଜାଳିଆ ହୋଇଥାଏ । ଏହା ଦ୍ଵାରା ବୁଦ୍ଧିର ପରୀକ୍ଷା ମଧ୍ୟ ହୋଇଯାଏ । ତେଣୁ ଆଜି ଆମେ କହିବାକୁ ଯାଉଛୁ କିଛି ନୂଆ ପ୍ରଶ୍ନ ଓ ତାହାର ଉତ୍ତର ଯାହା IAS ଇଣ୍ଟରଭିଉରେ ପଚରାଯାଇଥାଏ । ତେବେ ଚାଲନ୍ତୁ ଜାଣିବା ।

୧. ଜାପାନରେ ଏପରି କେଉଁ ଜିନିଷ ବାହାରିଥାଏ ଯାହାକି ଦୁନିଆରେ ଆଉ କୌଣସି ସ୍ଥାନରେ ହୋଇନଥାଏ ?

ଉ: ଜାପାନୀ ଲୋକ ।

୨. ଭାରତର ସବୁଠାରୁ ପ୍ରଥମ ନ୍ୟୁଜ ଚ୍ୟାନେଲ କଣ ଅଟେ ?

ଉ: ଜି ନ୍ୟୁଜ ଚ୍ୟାନେଲ ।

୩: ଗ୍ୟାସ ସିଲିଣ୍ଡର କାହିଁକି ଗୋଲ ହୋଇଥାଏ ?

ଉ: ସିଲିଣ୍ଡରରେ ସମାନ ପରିମାଣର ଚାପ ବଜାୟ ରହିବା ପାଇଁ ।

୪: ଆମେରିକାରେ ହିନ୍ଦୁ ମାନଙ୍କ ସଂଖ୍ୟା କେତେ ?

ଉ: ୩୩ ଲକ୍ଷ ।

୫: ସାପ ଭିତରେ ବିଷ କେଉଁଠାରୁ ଆସିଥାଏ ?

ଉ: ମୁହଁରେ ଥିବା ବିଷ ଗ୍ରନ୍ଥିରୁ ।

୬: ଅକ୍ଷୟ କୁମାରଙ୍କର ଫୌଜି ଗେମ କେବେ ଆସିବ ?

ଉ: ଅକ୍ଟୋବର ଶେଷରେ ।

୭: ଜଣେ ଲୋକ ନିଜ ନାମରେ କେତୋଟି ବ୍ୟାଙ୍କ ଆକାଉଣ୍ଟ ଖୋଲିପରିବ ?

ଉ: ଅନଲିମିଟେଡ଼ ।

୮: କ୍ଷୀର ର ରଙ୍ଗ ଧଳା କାହିଁକି ହୋଇଥାଏ ?

ଉ: କେସିନ ନାମକ ପ୍ରୋଟିନ କାରଣରୁ ।

୯: ପଶୁପକ୍ଷୀ ମାନଙ୍କୁ ହୃଦ୍ଘାତ ଆସିଥାଏ କି?

ଉ: ହଁ ଆସିଥାଏ ।

୧୦: ମାଟିରେ ତିଆରି ହେଉଥିବା ପାତ୍ରକୁ କିଏ ତିଆରି କରିଥାନ୍ତି?

ଉ: କୁମ୍ଭାର ।

୧୧: ଔଷଧ ଖାଇବାପରେ ଆମର ମୂତ୍ର କାହିଁକି ହଳଦୀଆ ହୋଇଥାଏ ?

ଉ: ଆଣ୍ଟିବାୟୋଟିକ ଥିବା କାରଣରୁ ।

୧୨: ଭାରତରେ ଆଦିବାସୀ ଲୋକମାନେ କେଉଁଠାରେ ରୁହନ୍ତି ?

ଉ: ଆନ୍ଦ୍ରପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର , ଓଡ଼ିଶା ଆଦିରେ ।

୧୩: ଆମ ଶରୀରରେ କଳାଯାଇ କିପରି ହୋଇଥାଏ ?

ଉ: ପିଗମେଣ୍ଟ ଏକତ୍ରିତ ହେବା କାରଣରୁ ।

୧୪: ରିଟାୟର କ୍ରିକେଟରଙ୍କୁ ପେନସନ ମିଳିଥାଏ କି?

ଉ: ହଁ ମିଳିଥାଏ ।

୧୫: ଏମିତି କେଉଁ ଜିନିଷ ଯାହାକୁ କିଣିଲା ବେଳେ କଳା, ଜଳେଇବା ପରେ ଲାଲ ଓ ଫୋପାଡିବା ବେଳେ ଧଳା ହୋଇଯାଏ, କୁହନ୍ତୁ ତାହା କଣ ?

ଉ: କୋଇଲା

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *