Bollywood ଷ୍ଟାରଙ୍କ ହମସକଲ ଅଟନ୍ତି ଟିଭି ର ଏହି 5 ଜଣ ଷ୍ଟାର, ନମ୍ବର 3 ତ ଲାଗନ୍ତି ପୁରା Parveen Babi

ବନ୍ଧୁଗଣ ଏହି ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁ ମାନଙ୍କ ମୁହଁ ସହିତ ଅନ୍ୟ ଲୋକଙ୍କ ମୁହଁ ମିଶି ଥାଏ । ଆପଣ ମାନେ ମଧ୍ୟ ଏହିପରି କୌଣସି ବ୍ୟକ୍ତିକୁ ନିଶ୍ଚୟ ଦେଖିଥିବେ ଯାହାଙ୍କର ମୁହଁ ଆପଣଙ୍କର କୌଣସି ସମ୍ପର୍କୀୟଙ୍କ ମୁହଁ ସହ ମିଶୁ ଥିବ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ଓ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ ।

ବନ୍ଧୁଗଣ ଟିଭି ଇଣ୍ଡଷ୍ଟ୍ରିର କିଛି ଅଭିନେତ୍ରୀ ଏମିତି ଅଛନ୍ତି ଯେଉଁ ମାନଙ୍କ ମୁହଁ ବଲିଉଡ ଅଭିନେତ୍ରୀଙ୍କ ମୁହଁ ସହ ବହୁତ ମିଶି ଥାଏ । ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

କରିସ୍ମା ତନା ଓ ଦୀପିକା ପାଦୁକୋନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ କରିସ୍ମା ତନା ଓ ବଲିଉଡର ଦିଗଜ ଅଭିନେତ୍ରୀ ଦୀପିକା ପାଦୁକୋନ । ବନ୍ଧୁଗଣ ଏହି ଦୁଇଜଣଙ୍କ ମୁହଁ ବହୁତ ଅଧିକ ମିଶି ଥାଏ । ଆପଣ ମାନେ ଆମ ଫଟୋ ଜରିଆରେ ଦେଖିପାରୁଥିବେ ।

 

ଡିମ୍ପି ଗାଙ୍ଗୁଲି ଓ ଶର୍ମୀଲା ଟାଗୋର- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଡିମ୍ପି ଗାଙ୍ଗୁଲି ଓ ବଲିଉଡର ଦିଗଜ ଅଭିନେତ୍ରୀ ଶର୍ମୀଲା ଟାଗୋର । ବନ୍ଧୁଗଣ ଲୁକ୍ସ ମାମଲାରେ ଏହି ଦୁଇଜଣ ସଂପୂର୍ଣ୍ଣ ଜୁଡୁବା ଭଉଣୀଙ୍କ ପରି ନଜର ଆସନ୍ତି । ଅଭିନେତ୍ରୀ ଡିମ୍ପି ଗାଙ୍ଗୁଲୀ ସଂପୂର୍ଣ୍ଣ ଶର୍ମୀଲା ଟାଗୋରଙ୍କ ପରି ନଜର ଆସନ୍ତି । ଆପଣ ମାନେ ଆମ ଫଟୋ ଜରିଆରେ ଏହି ଦୁଇଜଣଙ୍କୁ ଦେଖି ପାରୁଥିବେ ।

ଦୀପଶିଖା ଓ ପର୍ବିନ ବାବି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଟିଭିର ଫେମସ ଅଭିନେତ୍ରୀ ଦୀପଶିଖା ଓ ବଲିଉଡର ଦିଗଜ ଅଭିନେତ୍ରୀ ପର୍ବିନ ବାବି । ଦୀପଶିଖା ଉଭୟ ଟିଭି ଓ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରିସାରିଛନ୍ତି । ବନ୍ଧୁଗଣ ଦୀପଶିଖାଙ୍କ ମୁହଁ ସଂପୂର୍ଣ୍ଣ ବଲିଉଡ ଅଭିନେତ୍ରୀ ପର୍ବିନ ବାବିଙ୍କ ସହ ମିଶି ଥାଏ ।

ଲୀନା ଜୁମାନୀ ଓ ତମନା ଭାଟିଆ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଟିଭି ଅଭିନେତ୍ରୀ ଲୀନା ଯମାନୀ ଓ ବଲିଉଡ ଅଭିନେତ୍ରୀ ତମନା ଭାଟିଆ । ବନ୍ଧୁଗଣ ଲୀନା ଲୁକ୍ସ ମାମଲାରେ ସଂପୂର୍ଣ୍ଣ ଅଭିନେତ୍ରୀ ତମନା ଭାଟିଆଙ୍କ ପରି ନଜର ଆସନ୍ତି । ଏହି ଦୁଇଜଣଙ୍କ ମୁହଁ ବହୁତ ଅଧିକ ମିଶି ଥାଏ ।

ଗୁଞ୍ଜନ ଭକସି ଓ ପ୍ରିୟାଙ୍କା ଚୋପଡା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଟିଭି ଅଭିନେତ୍ରୀ ଗୁଞ୍ଜନ ଭକସି ଓ ବଲିଉଡ ଅଭିନେତ୍ରୀ ପ୍ରିୟାଙ୍କା ଚୋପଡା । ବନ୍ଧୁଗଣ ଏହି ଦୁଇଜଣଙ୍କ ମୁହଁ ସଂପୂର୍ଣ୍ଣ ମିଶି ଯାଇଥାଏ । ଲୁକ୍ସ ମାମଲାରେ ଏହି ଦୁଇଜଣ ଜୁଡୁବା ଭଉଣୀ ପରି ନଜର ଆସନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *