ଫିଲ୍ମରେ ଆସିବା ପୂର୍ବରୁ ବହୁତ ମୋଟି ଥିଲେ Bollywood ର ଏହି ହିରୋଇନମାନେ, 4 ନମ୍ବର ହିରୋଇନଙ୍କ ଓଜନ ଥିଲା 90 କିଲୋ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଗୋଟେ ସମୟରେ ବଲିଉଡରେ କେବଳ ଅଭିନେତ୍ରୀ ମାନଙ୍କ ଅଭିନୟକୁ ଅଧିକ ଗୁରୁତ୍ଵ ଦେଉଥିଲେ ହେଲେ ବର୍ତ୍ତମାନର ସମୟରେ ବଲିଉଡ ଅଭିନେତ୍ରୀ ମାନଙ୍କ ଲୁକ୍ କୁ ଅଧିକ ଗୁରୁତ୍ଵ ଦିଆଯାଉଛି । ସେଥିପାଇଁ ବଲିଉଡର ସମସ୍ତ ଅଭିନେତ୍ରୀ ନିଜର ଲୁକ୍ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ନିଜ ଲୁକ୍ କୁ ଅଧିକ ଆକର୍ଷିତ କରିବା ପାଇଁ ବଲିଉଡ ଅଭିନେତ୍ରୀ ମାନେ ବହୁତ କଷ୍ଟ କରିଥାନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି ଫେମସ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ପୂର୍ବରୁ ବହୁତ ମୋଟି ଥିଲେ ହେଲେ ସେମାନେ ନିଜ ଓଜନକୁ ହ୍ରାସ କରି ନିଜ ଲୁକ୍ କୁ ସଂପୂର୍ଣ୍ଣ ବଦଳାଇ ଦେଲେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ପରିନିତି ଚୋପଡା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ପରିନିତି ଚୋପଡା । ଆପଣ ମାନେ ସମସ୍ତେ ପରିନିତିଙ୍କୁ ଅନେକ ଗୁଡିକେ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ପରିନିତି ନିଜ ଲୁକ୍ ଓ ନିଜ ଷ୍ଟାଇଲ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବଲିଉଡକୁ ଆସିବା ପୂର୍ବରୁ ପରିନିତିଙ୍କ ଓଜନ ୮୬ କିଲୋ ଥିଲା । ଏହାପରେ ସେ ବହୁତ କଷ୍ଟ କରି ନିଜ ଶରୀରରୁ ୨୮ କିଲୋ ଓଜନକୁ କମ କରିଥିଲେ । ଏହା ବିଷୟରେ ପରିନିତି ଏକ ଇଣ୍ଟର୍ବ୍ୟୁରେ ମଧ୍ୟ କହିଛନ୍ତି ।

ଆଲିୟା ଭଟ୍ଟ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରେୟ ଆଲିୟା ଭଟ୍ଟ । ଆଲିୟା ଭଟ୍ଟ ହେଉଛନ୍ତି ଏକ ଅପରି ଅଭିନେତ୍ରୀ ଯିଏ ବହୁତ କମ ସମୟ ମଧ୍ୟରେ ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ହେଲେ ବଲିଉଡରେ ଡେବ୍ୟୁ କରିବା ସମୟରେ ତାଙ୍କର ଓଜନ ବହୁତ ଅଧିକ ଥିଲା । ସେତେବେଳେ ସେ ୬୮ କିଲୋର ଥିଲେ ଓ ସେ ସେହି ସମୟରେ ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ ଫିଲ୍ମରେ କାମ କରିଥିଲେ । ହେଲେ ସେ ଏହାପରେ ବହୁତ କଷ୍ଟ କରି ନିଜ ଶରୀରରୁ ୧୬ କିଲୋ ଓଜନକୁ କମାଇଥିଲେ ।

ଭୂମି ପେଡନେକର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଭୂମି ପେଡନେକର । ଆପଣ ମାନେ ସମସ୍ତେ ଭୂମିଙ୍କର ଅନେକ ସୁପର ହିଟ ଫିଲ୍ମ ଦେଖିଥିବେ । ଭୂମି ବର୍ତ୍ତମାନ ନିଜର ଲୁକ୍ ପାଇଁ ବହୁତ ଚର୍ଚାରେ ରହୁଛନ୍ତି ହେଲେ ଗୋଟେ ସମୟରେ ଭୂମି ବହୁତ ଅଧିକ ମୋଟି ଥିଲେ । ବଲିଉଡ ଫିଲ୍ମ ‘ଜୋର ଲଗାକେ ହୟଶା’ରେ ଭୂମିଙ୍କ ଓଜନ ୮୫ କିଲୋ ଥିଲା । ଏହାପରେ ସେ ବହୁତ କଷ୍ଟ କରି ନିଜ ଓଜନକୁ କମାଇଥିଲେ ଓ ଆଜି ତାଙ୍କ ଫିଗର ବହୁତ ସୁନ୍ଦର ହୋଇଯାଇଛି ।

ସୋନାକ୍ଷୀ ସିହ୍ନା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସୋନାକ୍ଷୀ ସିହ୍ନା । ଗୋଟେ ସମୟରେ ସୋନାକ୍ଷୀଙ୍କ ଓଜନ ମଧ୍ୟ ବହୁତ ଅଧିକ ଥିଲା । ସେ ଗୋଟେ ସମୟରେ ୯୦ କିଲୋର ଥିଲେ । ହେଲେ ସେ ବହୁତ କଷ୍ଟ କରି ନିଜ ଶରୀରରୁ ୩୦ କିଲୋ ଓଜନକୁ କମାଇ ଥିଲେ ଓ ଆଜି ସେ ଏକ ସଫଳ ଅଭିନେତ୍ରୀ ରୂପେ ପରିଚିତ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *