ଏହାକୁ ମାତ୍ର ଥରେ ଚୁଟି ରେ ଲଗାନ୍ତୁ, ଚୁଟି ଏତେ ମୋଟା, କଳା ହେବ କି ଆପଣ ସମ୍ଭାଳି ପାରିବେନି- Baba Ramdev Beauty Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଚମତ୍କାରୀ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ମୁଣ୍ଡରେ ଥିବା ଧଳା କେଶ ସମ୍ପୂର୍ଣ୍ଣ ରୂପରେ କଳା ଏବଂ ମଜବୁତ ହୋଇଯିବ । ବନ୍ଧୁଗଣ ଦୁନିଆ ରେ ଥିବା ସମସ୍ତ ବ୍ୟକ୍ତି ଙ୍କୁ ତାଙ୍କ କେଶ ବହୁତ ପ୍ରିୟ ଅଟେ । ଯେଉଁ ବ୍ୟକ୍ତି ର କେଶ ଧଳା ହୋଇଯାଏ ତେବେ ସେ ଚିନ୍ତାଗ୍ରସ୍ତ ହୋଇଯାଏ ଏବଂ ନିଜ କେଶକୁ କଳା କରିବା ନିମନ୍ତେ ବିଭିନ୍ନ ପ୍ରକାର କେମିକାଲ ପ୍ରଡକ୍ଟସ ର ବ୍ୟବହାର କରିଥାଏ ଏବଂ କେଶକୁ କଳା କରିଥାଏ ।

ଏପରି କରିବା କେଶରେ ବିଭିନ୍ନ ପ୍ରକାର କ୍ଷତି ହୋଇଥାଏ । କେଶ ଝଡ଼ିବା ଆରମ୍ଭ ହୋଇଯାଏ, କେଶ ଦୁର୍ବଳ ମଧ୍ୟ ହୋଇଯାଏ । ବନ୍ଧୁଗଣ କେଶ ଧଳା ହେବା ଜେନେଟିକ ଅଟେ କିନ୍ତୁ ବର୍ତ୍ତମାନ ସମୟରେ ଏହି ସମସ୍ୟା ଯୁବ ପୀଢ଼ି ଙ୍କ ଠାରେ ମଧ୍ୟ ଦେଖିବାକୁ ମିଳୁଛି । କେଶ କୁ ଡା-ଏ କରିବା ଦ୍ୱାରା ମଧ୍ୟ ଏହି ସମସ୍ୟା ଦେଖା ଯାଇଥାଏ । ଯେଉଁମାନେ ଅଧିକ ଚିନ୍ତାଗ୍ରସ୍ତ ହୋଇଥାନ୍ତି ସେମାନଙ୍କ ମଧ୍ୟରେ ମଧ୍ୟ କେଶ ଝଡ଼ିବା ଭଳି ସମସ୍ୟା ଦେଖା ଯାଇଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ଏକ ପ୍ରାକୃତିକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ ମୁଣ୍ଡ ରେ ଥିବା ସମସ୍ତ ଧଳା କେଶ ପ୍ରାକୃତିକ ଉପାୟରେ କଳା ହୋଇଯିବ ଏବଂ ଆପଣ ପ୍ରାକୃତିକ କଳା କେଶ ପାଇ ପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ ।

୧. ବନ୍ଧୁଗଣ ଏହି ଉପଚାର ନିମନ୍ତେ ପ୍ରଥମେ ଯେଉଁ ସାମଗ୍ରୀ ର ଆବଶ୍ୟକତା ରହିଛି, ତାହା ହେଉଛି ‘ମେଥି’ । ମେଥି ଆମ କେଶ ପାଇଁ ବହୁତ ଲାଭକାରୀ ହୋଇଥାଏ । ଏହା କେଶକୁ କଳା କରିବାରେ ସାହାଯ୍ୟ କରିଥାଏ ଏବଂ ଏହା ସହିତ ମେଥିର ବ୍ୟବହାର କେଶକୁ ମୂଳରୁ ମଜବୁତ କରିବାରେ ସହାୟକ ହୋଇଥାଏ । ତେଣୁ ଏହାର ବ୍ୟବହାର କେଶ ପାଇଁ ସର୍ବୋତ୍ତମ ହୋଇଥାଏ । ଦ୍ଵିତୀୟ ସାମଗ୍ରୀ ଟି ହେଉଛି, ‘ଆଲୋଭେରା ଜେଲ୍’ । ଏହା ଆମ କେଶ ପାଇଁ ବହୁତ ଉପକାରୀ ହୋଇଥାଏ । ଏହାର ବ୍ୟବହାର ଦ୍ୱାରା କେଶ ଘନ ହୋଇଥାଏ ଏବଂ କେଶ ସିଲ୍କ ଓ ସାଇନ ମଧ୍ୟ କରିଥାଏ ।

୨. ତେବେ ଏହି ଦୁଇଟି ସାମଗ୍ରୀ ରେ ଘରୋଇ ଉପଚାର ହେବ ଏବଂ ଏହି ଉପଚାର ନିମନ୍ତେ ପ୍ରଥମେ ଏକ ପାତ୍ର ରେ କିଛି ମେଥିର ଦାନା ନିଅନ୍ତୁ ଏବଂ ତା’କୁ ପାଣିରେ ଭିଜାଇ ରାତି ସାରା ରଖି ଦିଅନ୍ତୁ । ଏହାପରେ ସକାଳୁ ଉଠି ଦେଖିବେ ଯେ ଏହି ମେଥି ଦାନା ଫୁଲି ଯାଇଥିବ ଏବଂ ଏହାର ସମସ୍ତ ଉପକାରୀତା ପାଣି ମଧ୍ୟକୁ ଚାଲି ଯାଇଥିବ । ତେବେ ପାଣି କୁ ଭଲ ଭାବରେ ଛାଣି ଅଲଗା କରି ଦିଅନ୍ତୁ ଏବଂ ସେଥିରେ ଦୁଇ ଚାମଚ ଆଲୋଭେରା ଜେଲ୍ ମିଶାଇ ଦିଅନ୍ତୁ ।

୩. ବନ୍ଧୁଗଣ ବର୍ତ୍ତମାନ ଆପଣଙ୍କ ଏହି ଘରୋଇ ଉପଚାର ପ୍ରସ୍ତୁତ ହୋଇଗଲା । ଏବେ ଏହି ପାଣିକୁ ନିଜ କେଶରେ ଆପ୍ଲାଏ କରନ୍ତୁ । ଆପଣ ଦେଖିବେ ଆପଣଙ୍କ କେଶ ଜନିତ ସମସ୍ତ ସମସ୍ୟା ଦୂର ହେବ ଏବଂ ଆପଣଙ୍କ କେଶ ପ୍ରାକୃତିକ ଉପାୟରେ କଳା ଏବଂ ମୋଟା ହୋଇଯିବ । ବନ୍ଧୁଗଣ ଆପଣ ଚାହିଁଲେ ସେହି ବଳକା ମେଥିର ମଧ୍ୟ ବ୍ୟବହାର କରି ପାରିବେ । ତା’କୁ ନିଜ କେଶରେ ଲଗାଇ ୧୫ ମିନିଟ ପରେ କେଶକୁ ଧୋଇ ଦିଅନ୍ତୁ । ଏହାଦ୍ବାରା ମଧ୍ୟ ଆପଣଙ୍କ କେଶକୁ ଅନେକ ଲାଭ ପ୍ରାପ୍ତ ହୋଇଥାଏ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *