Bollywood ର ଏହି 5 ଜଣ ଅଭିନେତ୍ରୀଙ୍କୁ ହେବାକୁ ପଡିଥିଲା କାଷ୍ଟିଂ କାଉଚର ଶିକାର, ଶାରୀରିକ ସମ୍ବନ୍ଧ ବନାଇବା ସର୍ତ୍ତରେ ମିଳିଥିଲା କାମର ଅଫର,

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିରେ ବହୁତ ଷ୍ଟାର ମାନଙ୍କୁ କାଷ୍ଟିଙ୍ଗ କାଉଚର ଶିକାର ହେବାକୁ ପଡିଥାଏ । କେବଳ ହିରୋଇନ ନୁହେଁ ହିରୋ ମାନଙ୍କୁ ମଧ୍ୟ ଏହାର ସାମ୍ନା କରିବାକୁ ପଡିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଷ୍ଟାର ମାନଙ୍କ ବିଷୟରେ କହିବୁ ଯେଉଁ ମାନଙ୍କୁ କାଷ୍ଟିଙ୍ଗ କାଉଚର ଶିକାର ହେବାକୁ ପଡିଛି ଓ ଅନ୍ୟ କେତେଜଣ ଏପରି ଅଛନ୍ତି ଯେଉଁମାନେ ଏହି କାଷ୍ଟିଙ୍ଗ କାଉଚର ଶିକାରରେ ଫସି ନାହାନ୍ତି । ତେବେ ଆସନ୍ତୁ ଜାଣିବା ଏହି ବଲିଉଡ ଷ୍ଟାର ମାନଙ୍କ ବିଷୟରେ ।

ଆୟୁଷ୍ମାନ ଖୁରାନା

ଆପଣ ମାନେ ସମସ୍ତେ ବଲିଉଡ ଷ୍ଟାର ଆୟୁଷ୍ମାନ ଖୁରାନାଙ୍କୁ ନିଶ୍ଚୟ ଜାଣିଥିବେ । ଆୟୁଷ୍ମାନ ଖୁରାନା ମଧ୍ୟ ଏହି କଥାକୁ ମାନି ଛନ୍ତି । ଆୟୁଷ୍ମାନ ସଂଘର୍ଷ କରୁଥିବା ସମୟରେ ବହୁତ ଫିଲ୍ମ ମେକର୍ଷ ଓ ଡାଇରେକ୍ଟର ଆୟୁଷ୍ମାନଙ୍କ ସହ ଖରାପ ରିଲେସନ ରଖିବା ପାଇଁ ଚେଷ୍ଟା କରିଥିଲେ ହେଲେ ଆୟୁଷ୍ମାନ ଫିଲ୍ମକୁ ହରାଇ ଏହି ଅଫରକୁ ମନା କରିଦେଇଥିଲେ ।

ରଣବିର ସିଂହ

ଆପଣ ମାନେ ସମସ୍ତେ ବଲିଉଡର ଲୋକପ୍ରିୟ ଷ୍ଟାର ରଣବିର ସିଂହଙ୍କୁ ନିଶ୍ଚୟ ଜାଣିଥିବେ । ବହୁତ କମ ସମୟରେ ରଣବିର ବଲିଉଡରେ ସଫଳତା ପାଇଛନ୍ତି । ହେଲେ ରଣବିର ସିଂହ ଏହା ନିଜେ ମାନିଛନ୍ତି ଯେ, ଯେତେବେଳେ ସେ ସଂଘର୍ଷ କରୁଥିଲେ ସେତେବେଳେ ଫିଲ୍ମ ମେକର୍ସ ମାନେ ରଣବିର ସିଂହଙ୍କୁ କାଷ୍ଟିଙ୍ଗ କାଉଚ ପାଇଁ ବହୁତ ଅଫର କରିଥିଲେ ହେଲେ ରଣବିର ସଂପୂର୍ଣ୍ଣ ରୂପେ ଏହାର ଶିକାର ହେବା ପାଇଁ ମନା କରିଦେଇଥିଲେ । ଯାହା ଫଳରେ ରଣବିରଙ୍କୁ ସେହି ଫିଲ୍ମ ବା ପ୍ରୋଜେକ୍ଟକୁ ହରାଇବା ପାଇଁ ପଡୁଥିଲା ।

କଙ୍ଗନା ରଣାଵତ

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାବତ ସବୁବେଳେ ନ୍ୟାୟକୁ ପ୍ରଶୟ ଦିଅନ୍ତି । ଅନ୍ୟାୟ ବିରୋଧରେ ସବୁବେଳେ କଙ୍ଗନା ଆବାଜ ଉଠାଇ ଥାନ୍ତି । କଙ୍ଗନା ମଧ୍ୟ ବହୁତ ଥର ବଲିଉଡରେ ହେଉଥିବା କାଷ୍ଟିଙ୍ଗ କାଉଚ ବିଷୟରେ ଖୋଲି କି କଥା ବାର୍ତ୍ତା ହୋଇଛନ୍ତି । କଙ୍ଗନା ମଧ୍ୟ ନିଜେ ଏହା ମାନିଛନ୍ତି ଯେ, ତାଙ୍କୁ ମଧ୍ୟ ବହୁତ ଥର କାଷ୍ଟିଙ୍ଗ କାଉଚର ଅଫର ଆସିଛି, ହେଲେ ସେ ନିଜ ସଂଘର୍ଷରେ ବଲିଉଡର ସଫଳତା ପାଇଛନ୍ତି କଷ୍ଟିଙ୍ଗ କାଉଚର ଶିକାର କେବେବି ହୋଇ ନାହାନ୍ତି କଙ୍ଗନା ।

ଟିସ୍କା ଚୋପଡା

ଟିସ୍କା ଚୋପଡା, ଯିଏକି ଆଜି ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ସେ ସମସ୍ତଙ୍କ ଆଗରେ ଏହି କଥାକୁ ସ୍ଵୀକାର କରିସାରିଛନ୍ତି କି ନିଜର କ୍ୟାରିୟରର ଆରମ୍ଭରେ ଗୋଟେ ଫିଲ୍ମରେ କାମ କରିବା ପାଇଁ ତାଙ୍କୁ କାଷ୍ଟିଂ କାଉଚର ଶିକାର ହେବାକୁ ପଡ଼ିଥିଲା ।ସେ କେତେ ପପୁଲାର ସିରିୟଲ୍ସ ଓ ୱେବ ସିରିଜରେ ମଧ୍ୟ କାମ କରିଛନ୍ତି । ତାରେ ଜମିନ ପର ରେ ଇସାନର ମା ର ଅଭିନୟ ସେ କରିଥିଲେ ।

ସନି ଲିଓନି

ବଲିଉଡରେ ସଫଳତା ପାଇଥିବା ଅଭିନେତ୍ରୀ ସନି ଲିଓନିଙ୍କୁ ମଧ୍ୟ ବହୁତ ଥର କାଷ୍ଟିଙ୍ଗ କାଉଚର ସାମ୍ନା କରିବାକୁ ପଡିଛି । ସନି ନିଜ ଇଣ୍ଟରଭ୍ୟୁରେ ବହୁତ ଥର କହିଛନ୍ତି ଯେ, ତାଙ୍କୁ ନିଜ ଜୀବନରେ ବହୁତ ଥର କଷ୍ଟିଙ୍ଗ କାଉଚର ସାମ୍ନା କରିବାକୁ ପଡିଥିଲା । ବହୁତ ଫିଲ୍ମ ମେକର୍ସ ମାନଙ୍କ ଠାରୁ ସନିଙ୍କୁ ଏହି ଅଫର ମିଳୁଥିଲା, ଯାହା ଫଳରେ ସନି ବହୁତ ଚିନ୍ତାରେ ଥିଲେ । ଏମିତିକି ଥରେ ଜଣେ ଡାଇରେକ୍ଟର ସନିଙ୍କୁ ଫିଲ୍ମ ଦେବା ପାଇଁ ସବୁ ସୀମା ପାର କରି ଦେଇଥିଲେ । ହେଲେ ସନି କେବେ କାଷ୍ଟିଙ୍ଗ କାଉଚର ଶିକାର ହୋଇ ନଥିଲେ ।

ସୁରଭିନ ଚାଵଲା

ବଲିଉଡ ଅଭିନେତ୍ରୀ ସୁରଭିନଙ୍କୁ ମଧ୍ୟ ଏହି କାଷ୍ଟିଙ୍ଗ କାଉଚର ସାମ୍ନା କରିବାକୁ ପଡିଥିଲା । ସୁରଭିନ ମଧ୍ୟ ନିଜେ ଏହା ମାନିଛନ୍ତି ବହୁତ ଡାଇରେକ୍ଟର ଓ ଫିଲ୍ମ ମେକର ତାଙ୍କୁ ଫିଲ୍ମରେ ରୋଲ ଦେବା ପାଇଁ କାଷ୍ଟିଙ୍ଗ କାଉଚର ଅଫର ଦେଉଥିଲେ ।

କଳ୍କୀ କୋଚଲିନ


ବଲିଉଡ୍ ଅଭିନେତ୍ରୀ କଳ୍କୀ କୋଚଲିନ, ଯିଏ ଫିଲ୍ମ ନିର୍ଦେଶକ ଅନୁରାଗ କଶ୍ୟପଙ୍କ ପୂର୍ବ ପତ୍ନୀ ମଧ୍ୟ, ସାର୍ବଜନୀକ ରୁପରେ ସେ ଏହି କଥାକୁ ସ୍ଵୀକାର କରିସାରିଛନ୍ତି କି ତାଙ୍କ କ୍ୟାରିୟରରେ ତାଙ୍କୁ କାଷ୍ଟିଂ କାଉଚର ସାମ୍ନା କରିବାକୁ ପଡିଥିଲା । କଳ୍କୀ କହିଥିଲେ କି ଲୋକଙ୍କୁ ଏହା ଲାଗିଲାକି ମୁଁ ଭାରତର ନୁହେଁ ବୋଲି ସହଜରେ ମୋର ଫାଇଦା ଉଠାଇ ମୋର ଶୋଷଣ କରିବେ । କିନ୍ତୁ କଳ୍କୀ କେବେ ମାନିନଥିଲେ । ନିଜ ପ୍ରତିଭା ଦମରେ ନିଜ ପାଇଁ ଜାଗା ବନାଇଛନ୍ତି । ଏମତି ବଲିଉଡ ବିଷୟରେ ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *