ବାପା 700 କୋଟି ଟଙ୍କାର ମାଲିକ ହେବା ସତ୍ଵେ ବି ନିଜେ ପରିଶ୍ରମ କରି ଟଙ୍କା କମାନ୍ତି ଏହି ସୁନ୍ଦରୀ Actress

ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ସୁରଭି ଜ୍ଯୋତି ବର୍ତ୍ତମାନ ସମୟରେ କୌଣସି ଶୋ ର ଅଂଶ ନୁହଁନ୍ତି । ତଥାପି ସୋସିଆଲ ମିଡିଆ ଦ୍ଵାରା ସେ ସବୁବେଳେ ନିଜ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଚର୍ଚ୍ଚାରେ ରୁହନ୍ତି । ସେ ସବୁବେଳେ ନିଜର ସୁନ୍ଦର ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି ଯାହାକୁ ଫ୍ୟାନ୍ସ ମାନେ ଖୁବ ପସନ୍ଦ କରିଥାନ୍ତି । କିଛି ଦିନ ପୂର୍ବେ ସୁରଭିଙ୍କୁ ପପୁଲାର ଶୋ ନାଗିନ ରେ ମୁଖ୍ୟ ଚରିତ୍ର ଅଭିନୟ କରୁଥିବାର ଦେଖା ଯାଇଥିଲା ।

ଯେଉଁଥିରେ ତାଙ୍କୁ ବହୁତ ପସନ୍ଦ କରା ଯାଇଥିଲା । ଏହି ସିରିଏଲ ରେ ତାଙ୍କ ଚରିତ୍ର ର ନାମ ଥିଲା ‘ବେଲା’ ଯାହାଙ୍କୁ ଲୋକମାନେ ଖୁବ ପସନ୍ଦ କରିଥିଲେ । ଆପଣଙ୍କୁ କହି ଦେଉଛୁ କି ସୁରଭି ତାଙ୍କ ରିଅଲ ଲାଇଫ ରେ ଏକ କୋଟିପତି ଘରର ଝିଅ ଅଟନ୍ତି । ତଥାପି ସେ ନିଜେ ପରିଶ୍ରମ କରି ଟଙ୍କା କମାନ୍ତି ।

ଖବର ଅନୁସାରେ ସୁରଭି ଙ୍କ ପାପାଙ୍କ ପାଖରେ ୭୦୦ କୋଟି ଟଙ୍କାର ବିଜିନେସ ଅଛି । ଯେଉଁଥିରେ କାର ଶୋ ରୁମ, ଗାର୍ଡେନ, ରେଷ୍ଟୁରାଣ୍ଟ ସାମିଲ ଅଛି । ତାଙ୍କ ବାପାଙ୍କର ଇନକମ କୋଟି କୋଟି ଟଙ୍କା ଅଟେ । ଏତେ ଟଙ୍କା ଥାଇ ମଧ୍ୟ ସେ ନିଜ ପାପାଙ୍କୁ ଟଙ୍କା ମାଗନ୍ତି ନାହିଁ ।

ବରଂ ନିଜେ ଆକଟିଂ କରନ୍ତି ଓ ଟଙ୍କା କମାଇ ନିଜ ହିସାବରେ ଖର୍ଚ୍ଚ କରନ୍ତି । ସେ ଏତେ ଧନୀ ପରିବାରର ପିଲା ହୋଇ ମଧ୍ୟ ପରିଶ୍ରମ କରି ଟଙ୍କା କମାଇବାକୁ ପସନ୍ଦ କରନ୍ତି । ଏହା ସତ୍ବେ ତାଙ୍କ ମନରେ ଟିକେ ବୋଲି ଗର୍ବ ଅହଂକାର ନଥାଏ ।

ତାଙ୍କର ଏହି ଅଭ୍ଯାସ କାରଣରୁ ସେ ନିଜ ପିତାଙ୍କର ପ୍ରିୟ ଅଟନ୍ତି । କହି ଦେଉଛୁ କି ସୁରଭି ଙ୍କର ଗୋଟେ ଭାଇ ମଧ୍ୟ ଅଛନ୍ତି । ଯିଏ ଆମେରିକାରେ ଜବ କରନ୍ତି । ନିଜ କ୍ଯାରିୟର ରେ ସୁରଭି ଏ ପର୍ଯ୍ୟନ୍ତ ଅନେକ ଟିଭି ଶୋ ରେ କାମ କରି ସାରିଛନ୍ତି ଓ ତାଙ୍କୁ ଟିଭି ସିରିଏଲ ନାଗିନ ରୁ ବହୁତ ପପୁଲାରୀଟି ମିଳିଥିଲା ।

ସୋସିଆଲ ମିଡିଆରେ ବି ତାଙ୍କର ଫ୍ୟାନ୍ସ ଫଲୋଇଙ୍ଗ ବହୁତ ଶୀଘ୍ର ବଢିବାରେ ଲାଗିଛି । ତେବେ ଆପଣଙ୍କୁ ସୁରଭି ଜ୍ଯୋତି କିପରି ଲାଗନ୍ତି ଓ ତାଙ୍କର ଅଭିନୟ ଆପଣଙ୍କୁ କିପରି ଲାଗେ ଆମକୁ କମେନ୍ଟ ରେ ନିଶ୍ଚୟ ଜଣାଇବେ । ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *