18 ବର୍ଷ ପୂର୍ବରୁ ହିଁ ପ୍ରେଗନେଣ୍ଟ ହେଇ ଯାଇଥିଲେ Bollywood ର ଏହି ସବୁ Actress, ଜଣେ ତ ମାତ୍ର 16 ବର୍ଷ ବୟସରେ ବନିଥିଲେ ଦୁଇଟି ଯାଆଁଳା ପିଲାଙ୍କର ମା’

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଭାରତୀୟ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରି ଓ ବଲିଉଡ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ମାନେ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ କେବଳ ୧୮ ବର୍ଷ ବୟସରେ ପ୍ରେ-ଗ-ନେ-ଣ୍ଟ ହୋଇଯାଇଥିଲେ । ଏହି ଅଭିନେତ୍ରୀ ମାନଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି ଓ ଏମାନେ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ମଧ୍ୟ ରୁହନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଡିମ୍ପଲ କପାଡିଆ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଜଣାଶୁଣା ଅଭିନେତ୍ରୀ ଡିମ୍ପଲ କପାଡିଆ । ବନ୍ଧୁଗଣ ଡିମ୍ପଲ କାପଡିଆ ବଲିଉଡ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ରାଜେସ ଖନାଙ୍କ ସହ ବିବାହ କରିଥିଲେ । ଡିମ୍ପଲ ମାତ୍ର ୧୬ ବର୍ଷ ବୟସରେ ଇଣ୍ଡଷ୍ଟ୍ରିରେ କାମ କରିଥିଲେ । ବନ୍ଧୁଗଣ ସେହି ସମୟରେ ରାଜେସ ଖନାଙ୍କର ବହୁତ ବଡ ନାମ ଥିଲା ଓ ଡିମ୍ପଲ ମଧ୍ୟ ରାଜେସଙ୍କୁ ବହୁତ ପସନ୍ଦ କରୁଥିଲେ ।

ରାଜେସ ଡିମ୍ପଲଙ୍କୁ ନିଜ ମନ ଦେଇଥିଲେ ଏହାପରେ ୧୯୭୩ ମସିହାରେ ଏହି ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ । ସେତେବେଳେ ରାଜେସଙ୍କୁ ୩୧ ବର୍ଷ ଓ ଡିମ୍ପଲଙ୍କୁ ୧୬ ବର୍ଷ ବୟସ ଥିଲା । ବିବାହ ହେବାର କିଛି ମାସ ମଧ୍ୟରେ ଡିମ୍ପଲ ପ୍ରେ-ଗ-ନେ-ଣ୍ଟ ହୋଇଯାଇଥିଲେ । କେବଳ ୧୬ ବର୍ଷ ବୟସରେ ଡିମ୍ପଲ ପ୍ରେ-ଗ-ନେ-ଣ୍ଟ ହୋଇଯାଇଥିଲେ ।

ଉର୍ବଶୀ ଢୋଲାକିଆ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଉର୍ବଶୀ ଢୋଲାକିଆ । ଉର୍ବଶୀ ମାତ୍ର ୧୮ ବର୍ଷ ବୟସରେ ଗ-ର୍ଭ-ବ-ତୀ ହୋଇ ଯାଇଥିଲେ । ୪୧ ବର୍ଷୀୟ ଉର୍ବଶୀଙ୍କ ବିବାହ ବହୁତ କମ ବର୍ଷ ବୟସରେ ହୋଇଯାଇଥିଲା ।

ସେ ମାତ୍ର ୧୬ ବର୍ଷ ବୟସରେ ଦୁଇଟି ଛୁଆଙ୍କ ମା ହୋଇଯାଇଥିଲେ । ବନ୍ଧୁଗଣ ଉର୍ବଶୀ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସଫଳତା ହାସଲ କରିଛନ୍ତି । ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଉର୍ବଶୀ ଏକ ଦିଗଜ ଅଭିନେତ୍ରୀ ରୂପେ ପରିଚିତ ଅଟନ୍ତି । ସେ ଅଧିକାଂଶ ସିରିଏଲରେ ଖଳନାୟକର ଭୂମିକାରେ ନଜର ଆସନ୍ତି ।

ଭାଗ୍ୟଶ୍ରୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଭାଗ୍ୟଶ୍ରୀ । ଭାଗ୍ୟଶ୍ରୀ ବଲିଉଡର କେବଳ ଗୋଟିଏ ଫିଲ୍ମରୁ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ସେ ନିଜ କାରିୟରର ଆରମ୍ଭ ୧୯୮୯ ମସିହାରେ ଆସିଥିବା ଫିଲ୍ମ ‘ମେନେ ପ୍ୟାର କିଆ’ରୁ କରିଥିଲେ । ସେହି ସମୟରେ ସେ କେବଳ ୧୭ ବର୍ଷର ଥିଲେ । ଏହି ଫିଲ୍ମ ପରେ ସେ ହିମାଲୟ ଦଶାନୀଙ୍କ ସହ ଲଭ ରିଲେସନରେ ରହିଥିଲେ ଓ ବିବାହ ମଧ୍ୟ କରିଥିଲେ । କେବଳ ୧୮ ବର୍ଷ ବୟସରେ ସେ ପ୍ରେ-ଗ-ନେ-ଣ୍ଟ ହୋଇଯାଇଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *