କେବଳ ୭ ଦିନରେ ଘରେ ବସି ବନାନ୍ତୁ 6 Pack Abs

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ମଣିଷ ସିକ୍ସ ପ୍ୟାକ ଆବ୍ସ ବନେଇବା ପାଇଁ ଚେଷ୍ଟା କରୁଛନ୍ତି । କେତେକ କମ ବର୍ଷର ଯୁବକ ମାନେ ସିକ୍ସ ପ୍ୟାକ ଆବ୍ସ ବନେଇବା ପାଇଁ ଅନେକ କିଛି କାମ କରୁଛନ୍ତି ।

ସିକ୍ସ ପ୍ୟାକ ଆବ୍ସ ବନେଇବା ଦ୍ଵାରା ଶରୀରର ସୁସ୍ଥ ରହିଥାଏ ଓ ସୁନ୍ଦର ମଧ୍ୟ ଦେଖାଯାଇଥାଏ । ବର୍ତ୍ତମାନର ସମୟରେ ତ ଝିଅ ମାନେ ମଧ୍ୟ ସିକ୍ସ ପ୍ୟାକ ବନେଇବା ପାଇଁ ଇଛା କରୁଛନ୍ତି ।ହେଲେ ବନ୍ଧୁଗଣ ଏହି ସିକ୍ସ ପ୍ୟାକ ଆବ୍ସ ବନେଇବା ଏକ ସହଜ କାମ ହୋଇ ନଥାଏ ଏଥିପାଇଁ ମଣିଷକୁ ଅନେକ ପ୍ରକାରର ଏକ୍ସରସାଇଜ ଓ ଡାଏଟ ଆଦି କରିବାକୁ ପଡିଥାଏ । ବହୁତ କଷ୍ଟ କରିବା ପରେ ସିକ୍ସ ପ୍ୟାକ ଆବ୍ସ ହୋଇଥାଏ ।

ଯଦି ବନ୍ଧୁଗଣ ଆପଣ ମାନେ ନିଜ ଶରୀରରେ ସିକ୍ସ ପ୍ୟାକ ଆବ୍ସ ବନେଇବା ପାଇଁ ଚାହୁଁଛନ୍ତି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜିଆମେ ଆପଣ ମାନଙ୍କୁ କିଛି ବିଶେଷ ଏକ୍ସରସାଇଜ ଓ ଡାଏଟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ଅତି ଶୀଘ୍ର ସିକ୍ସ ପ୍ୟାକ ଆବ୍ସ ବନେଇ ପାରିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଶରୀରରେ ଯେକୌଣସି ପ୍ରକାରର ପରିବର୍ତ୍ତନ କରିବାକୁ ହେଲେ କିଛି ବିଶେଷ ଡାଏଟ ଆପଣାଇବାକୁ ପଡିଥାଏ । ତେଣୁ ବନ୍ଧୁଗଣ ସିକ୍ସ ପ୍ୟାକ ଆବ୍ସ ପାଇଁ ଆପଣ ମାନଙ୍କୁ ପ୍ରତିଦିନ ପ୍ରୋଟିନର ସେବନ କରିବା ଉଚିତ ଓ ଏହା ସହିତ ପଚନ ପ୍ରକ୍ରିୟାକୁ ମଝବୁତ କରିବା ପାଇଁ ଓଟ୍ସର ସେବନ କରିବା ଉଚିତ । ହେଲେ ଗୋଟେ କଥାର ବିଶେଷ ଧ୍ୟାନ ଆପଣ ମାନଙ୍କୁ ରଖିବାକୁ ହେବ । ସିକ୍ସ ପ୍ୟାକ ଆବ୍ସ ବନେଇବା ସମୟରେ ଆପଣ ମାନେ ଅଧିକ ତେଲ ମସଲା ଜାତୀୟ ଖାଦ୍ୟର ସେବନ କରନ୍ତୁ ନାହିଁ ।

ଆପଣ ମାନେ ଦିନକୁ ୪ ରୁ ୫ ଲିଟର ପାଣିର ସେବନ କରନ୍ତୁ ଓ ଦିନକୁ ଦୁଇ ଥର ବ୍ଲାକ ଟି ନିଶ୍ଚୟ ପିଅନ୍ତୁ । ଏହା ଆପଣଙ୍କ ପେଟରେ ଥିବା ଚର୍ବିକୁ ଶେଷ କରିଥାଏ ଓ ଆପଣଙ୍କ ଶରୀରକୁ ସ୍ଲିମ ବନେଇ ଥାଏ । ସିକ୍ସ ପ୍ୟାକ ପାଇଁ ଏକ୍ସରସାଇଜ କରିବା ନିହାତି ଆବଶ୍ୟକ । ତେଣୁ ଆପଣ ମାନେ ପ୍ରଥମ ଦିନ ଅପର ଆବ୍ସର ଏକ୍ସରସାଇଜ କରନ୍ତୁ, ଦ୍ଵିତୀୟ ଦିନରେ ଲୋଅର ଆବ୍ସର ଏକ୍ସରସାଇଜ କରନ୍ତୁ ଓ ତୃତୀୟ ଦିନ ଆପଣ ସାଇଡ ଆବ୍ସର ଏକ୍ସରସାଇଜ କରନ୍ତୁ ।

ଆପଣ ମାନେ ଗୋଟେ ଦିନରେ ଏହି ସମସ୍ତ ଏକ୍ସରସାଇଜ ନକରି ପ୍ରତିଦିନ ଗୋଟେ ଗୋଟେ ଏକ୍ସରସାଇଜ କରିବା ଉଚିତ । ଏହା ଆପଣଙ୍କ ଆବ୍ସ ପାଇଁ ଅଧିକ ଲାଭଦାୟକ ହେବ । ତା ହେଲେ ବନ୍ଧୁଗଣ ସିକ୍ସ ପ୍ୟାକ ଆବ୍ସ ବନେଇବା ପାଇଁ ଆପଣ ମାନେ ଏହି ସବୁ ଏକ୍ସର ସାଇଜ ଓ ଡାଏଟ ଅବଶ୍ୟ କରନ୍ତୁ ଏବଂ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *