ଲୁଚି-ଛପି ପ୍ରେମ କରୁଥିଲେ Bollywood ର ଏହି 5 Couples, କିସ କରୁଥିବା ସମୟରେ କ୍ୟାମେରାରେ ଧରା ପଡି ଯାଇଥିଲେ 5 ନଂ ଯୋଡି

ନମସ୍କାର ବନ୍ଧୁଗଣ ଆପଣ ମାନେ ବଲିଉଡ ର କୌଣସି ନା କୌଣସି ଖବର ନିଶ୍ଚିତ ଶୁଣିବାକୁ ପାଉଥିବେ । ସେମାନଙ୍କ ଅଧିକାଂଶ ଖବର ପ୍ରେମ କୁ ନେଇ ରହିଥାଏ । ବଲିଉଡ ର କିଛି ପ୍ରେମ ସମ୍ପର୍କ ଏପରି ରହିଥାଏ ଯାହା ଏକଦମ ଖୁଲାଖୁଲି ଭାବରେ ମିଡ଼ିଆ ସାମ୍ନା ରେ ଆସିଥାନ୍ତି କିନ୍ତୁ କିଛି ପ୍ରେମ ସମ୍ପର୍କ ଏପରି ରହିଥାଏ ଯାହା ମିଡ଼ିଆ ସାମ୍ନା ରେ ଆସି ନଥାଏ ସେମାନେ ନିଜର ପ୍ରେମ କୁ ଏକଦମ ଗୁପ୍ତ ଭଳି ରଖିଥାନ୍ତି କିନ୍ତୁ ପ୍ରେମ ଲୁଚେଇଲେ କଣ ହୁଏ ଦିନେ ନା ଦିନେ ସାମନା କୁ ଆସି ହିଁ ଯାଇଥାଏ । ତେବେ ଆସନ୍ତୁ ଜାଣିନେବା ସେହି ଭଳି କିଛି ଯୋଡି ଙ୍କ ବିଷୟ ରେ ।

୧-ପ୍ରଥମ ରେ ହେଉଛନ୍ତି ରଣବିର କପୂର ଏବଂ କ୍ୟାଟ୍ରିନା କେଫ । ତେବେ ରଣବିର କପୂର ଙ୍କ ସହ ଅନେକ ଅଭିନେତ୍ରୀ ଙ୍କ ସହ ନାମ ଯୋଡ଼ା ହୋଇ ଯାଇଥିଲା । ଦୀପିକା ପାଦୁକନ ଙ୍କ ଭଳି ଅଭିନେତ୍ରୀ ଙ୍କ ସହ ରଣବିର ଙ୍କ ପ୍ରେମ ସମ୍ପର୍କ ରହିଛି । ତେବେ କ୍ୟାଟ୍ରିନା କେଫ ଙ୍କ ସହ ରଣବିର ଙ୍କ ପ୍ରେମ କାହାଣୀ ବହୁତ ଚର୍ଚ୍ଚା ର ବିଷୟ ପାଲଟି ଯାଇଥିଲା ତେବେ ଦୁହିଁଙ୍କୁ ଏକ ବିଚ ରେ ଏକାଠି ମସ୍ତି କରୁଥିବାର ଦେଖି ତାଙ୍କର ସମ୍ପର୍କ ବିଷୟରେ ଜଣା ପଡି ଥିଲା । ତେବେ ବର୍ତ୍ତମାନ ଦୁହେଁ ଅଲଗା ହୋଇ ଯାଇଛନ୍ତି ।

୨- ଦ୍ଵିତୀୟ ରେ ହେଉଛନ୍ତି ସନି ଦେବଲ ଏବଂ ଡ଼ିମ୍ପଲ କପାଡିୟା । ୮୦ ଦଶକ ର ସବୁଠାରୁ ଚର୍ଚ୍ଚିତ ପ୍ରେମ ସମ୍ପର୍କ ଥିଲା ଏହି ଦୁଇ ଜଣ ଙ୍କର । ତେବେ ଏମାନେ ଦୁଇ ଜଣ ୧୯୮୪ ମସିହାରେ ଆସିଥିବା ସିନେମା ମଂଜିଲ ମଂଜିଲ ସିନେମା ରେ ଦୁହେଁ ବହୁତ ନିବିଡ଼ ଆସି ଯାଇଥିଲେ ଏବଂ ଦୁହିଁଙ୍କ ଏକ ଫୋଟୋ ଯେଉଁଥିରେ ଦୁହେଁ ସମୟ ବିତାଉଥିବା ର ନଜର ଆସୁଛନ୍ତି ।

୩- ତୃତୀୟ ରେ ହେଉଛନ୍ତି ରଣବିର କପୂର ଏବଂ ମାହିରା ଖାନ । ତେବେ ରଣବିର କପୂର ଏବଂ ପାକିସ୍ତାନ ର ଅଭିନେତ୍ରୀ ମାହିରା ଖାନ ଙ୍କ ପ୍ରେମ ସମ୍ପର୍କ ବହୁତ ଚର୍ଚ୍ଚା ର ବିଷୟ ପାଲଟି ଯାଇ ଥିଲା । ତେବେ ଦୁହି ଙ୍କୁ ନିୟୁର୍କ ରେ ଏକ ଗଳି ରେ ଧୂମ୍ରପାନ କରୁଥିବାର ନଜର ଆସିଥିଲେ ।

୪- ଚତୁର୍ଥ ରେ ହେଉଛନ୍ତି ସାହାରୁଖ ଖାନ ଏବଂ ପ୍ରିୟଙ୍କା ଚୋପ୍ରା । ତେବେ ଗୋଟିଏ ସମୟ ଏଭଳି ଥିଲା ଯେତେବେଳେ ସାହାରୁଖ ଏବଂ ପ୍ରିୟାଙ୍କ ଙ୍କ ପ୍ରେମ ସମ୍ପର୍କ ବହୁତ ଚର୍ଚ୍ଚା ର ବିଷୟ ହୋଇ ଯାଇଥିଲା । ସିନେମା ଡନ ରୁ ଦୁହେଁ ଏକାଠି ହୋଇଥିଲେ ଏବଂ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

୫- ପଞ୍ଚମ ରେ ହେଉଛନ୍ତି ସଲମାନ ଖାନ ଏବଂ ଐଶ୍ୱର୍ଯ୍ୟ ରୟ । ତେବେ ଏହି ଦୁହିଁଙ୍କ ଯୋଡି ବଲିଉଡ ର ସବୁଠାରୁ ଚର୍ଚ୍ଚିତ ପ୍ରେମୀ ଯୋଡି ଥିଲେ । ଦୁହିଁଙ୍କ ପ୍ରେମ ଖୁବ ଚର୍ଚ୍ଚା ର ବିଷୟ ପାଲଟି ଯାଇଥିଲା । ତେବେ ହମ୍ ଦିଲ ଦେ ଚୁକେ ହେ ସନମ ସିନେମା ରେ ଦୁହେଁ ଏକାଠି ଆସିଥିଲେ ଏବଂ ଦୁହିଁଙ୍କ ଭିତରେ ଧୀରେ ଧୀରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ ଦୁହେଁ ପରସ୍ପରକୁ ବହୁତ ପ୍ରେମ ମଧ୍ୟ କରୁଥିଲେ । ତେବେ ସଲମାନ ଏବଂ ଐଶ୍ୱର୍ଯ୍ୟ ଙ୍କୁ ଏକ କାର ରେ କିସ କରୁଥିବାର ନଜର ଆସିଥିଲେ କିନ୍ତୁ ଦୁଇ ଜଣ ଙ୍କ ଭିତରେ ଭୁଲ ବୁଝାମଣା ଯୋଗୁଁ ଦୁହେଁ ଅଲଗା ହୋଇ ଯାଇଥିଲେ ।

Leave a Reply

Your email address will not be published. Required fields are marked *