Bollywood ର ଏହି 4 ଷ୍ଟାରଙ୍କୁ ମୃତ୍ୟୁ ପରେ ମିଳିନଥିଲା କୌଣସି ସମ୍ମାନ, ଅଜଣା ଶବ ହୋଇ ପଡି ରହିଥିଲା ମୃତଦେହ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ସାଧାରଣତଃ ବଲିଉଡର ସମସ୍ତ କଳାକାର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ବଲିଉଡରେ ସଫଳତା ପାଇଥାନ୍ତି । ବଲିଉଡର ସମସ୍ତ କଳାକାର ନାମ ଅର୍ଜନ କରିବା ପାଇଁ ଇଛା କରିଥାନ୍ତି ।

ହେଲେ ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି କିଛି କଳାକାର ଅଛନ୍ତି ଯେଉଁ ମାନେ ବର୍ତ୍ତମାନ ଏହି ଦୁନିଆରେ ନାହାନ୍ତି । କିନ୍ତୁ ବନ୍ଧୁଗଣ ଦୁଃଖମୟ କଥା ଏହା ହେଉଛି ଏହି କଳାକାର ମାନଙ୍କୁ ଯେଉଁ ସମ୍ମାନ ମିଳିବାର ଥିଲା ସେମାନେ ମାରିଲା ପରେ ମଧ୍ୟ ଦିଆଯାଇନଥିଲା । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏହି ସମସ୍ତ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ଦେହାନ୍ତ ହେବା ପରେ ସମ୍ମାନ ମିଳିନଥିଲା । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

ପରିବିନ ବାବି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ପରିବିନ ବାବି । ୨୦୦୫ ମସିହାରେ ପରିବିନ ବାବିଙ୍କର ଡେଡ ବଡି ସଙ୍ଘିନ ଅବସ୍ଥାରେ ମିଳିଥିଲା । ତାଙ୍କର ଶରୀର ଦେହାନ୍ତ ହେବାର ତିନିଦିନ ପରେ ମିଳିଥିଲା । ପରିବିନଙ୍କ ମାନସିକ ଅବସ୍ଥା ବହୁତ ଖରାପ ଥିଲା ଓ ସେ ବହୁତ ଦିନ ପର୍ଯ୍ୟନ୍ତ ଭୋକିଲା ଥିଲେ ତାଙ୍କ ପେଟରେ ଏକ ଦାନା ମଧ୍ୟ ନଥିଲା ।

ସଦାଶିବ ଅମରାପୁରକର- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ କଳାକାର ସଦାଶିବ ଅମରାପୁରକର । ଆପଣ ମାନେ ସମସ୍ତେ ସଦାଶିବଙ୍କୁ ଖଳନାୟକ ଭୂମିକାରେ କେତେକ ଫିଲ୍ମରେ ଦେଖିଥିବେ । ଜଣେ ପ୍ରସିଦ୍ଧ ଅଭିନେତା ହୋଇ ମଧ୍ୟ ଯେତେବେଳେ ତାଙ୍କର ମୃତ୍ୟୁ ହୋଇଥିଲା ସେତେବେଳେ ବହୁତ କମ କଳାକାର ମାନେ ଦୁଃଖ ଅନୁଭବ କରିଥିଲେ ।

ଗୀତାଞ୍ଜଳି ନାଗପାଲ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ୯୦ଦଶକର ପ୍ରସିଦ୍ଧ ଅଭିନେତ୍ରୀ ଗୀତାଞ୍ଜଳି ନାଗପାଲ । ଗୋଟେ ସମୟରେ ସେ ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଥିଲେ । ହେଲେ ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ତାଙ୍କୁ ଥରେ ମୁମ୍ବାଇର ରାସ୍ତାରେ ଭିକ ମାଗୁଥିବାର ଦେଖା ଯାଇଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତି କରାଯାଇଥିଲା ହେଲେ ତାଙ୍କର ଦୁଃଖମୟ ନିଧନ ହୋଇଥିଲା ।

ଇନ୍ଦର କୁମାର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଇନ୍ଦର କୁମାର । ଆପଣ ମାନେ ସମସ୍ତେ ଇନ୍ଦରଙ୍କୁ ସଲମାନ ଖାନଙ୍କ ସୁପର ହିଟ ଫିଲ୍ମ ‘ୱାନନ୍ଟେଡ’ରେ ତାଙ୍କର ଭାଇର ଭୂମିକାରେ ଦେଖିଥିବେ । ହେଲେ କିଛି ସମସ୍ଯା ହେତୁ ଏହି ଅଭିନେତା ଜଣକ ଆତ୍ମହତ୍ୟା କରିଦେଇଥିଲେ । ହେଲେ ବନ୍ଧୁଗଣ ଦୁଃଖମୟ ଖବର ଏହା ହେଉଛି ତାଙ୍କର ଅନ୍ତିମ ସଂସ୍କାର ସମୟରେ କେବଳ ୪ ଜଣ ଲୋକ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *