ବେକରେ ପନିକି lagei ୧୫ ଦିନ ଧରି ବୋହୂ ସହ ଶ୍ଵଶୁର କଲା ଏମିତି କାଣ୍ଡ, ଶୁଣିଲେ ଆପଣଙ୍କ ହୋସ ଉଡିଯିବ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିଯୋଗ ଆସିଛି ସାଂଘାତିକ । ବେକରେ ପନିକି ଲଗାଇ ଦୀର୍ଘ ୧୫ ଦିନ ଧରି ବୋହୂକୁ ଦୁଷ୍କର୍ମ କରିଚାଲିଥିଲା ଶଶୁର । ବୋହୂ କୋହଭରା କଣ୍ଠରେ କାନ୍ଦି କାନ୍ଦି ଏହି ବାବଦରେ ଅଭିଯୋଗ କରିଛନ୍ତି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଞ୍ଚଳରେ ଭଦ୍ରକ ଜିଲ୍ଲା ଆନନ୍ଦପୁର ପଞ୍ଚାୟତ ପାହାଡପୁର ଗ୍ରାମର ମହିଳାଙ୍କୁ ତାଙ୍କ ଶଶୁର ଜୋର ଜବରଦସ୍ତି ଦୁଷ୍କର୍ମ କରିଲେ ।

ବେକରେ ପନିକି ଲଗାଇ ଲଗାତାର ୧୫ ଦିନ ଧରି ବୋହୂକୁ ଦୁଷ୍କର୍ମ କରିଚାଲିଥିଲା ଶଶୁର । ମଙ୍ଗଳପୁର ଥାନା ଅଧୀନ ଚଉରିଆ ଗ୍ରାମ ର ଏହି ଘଟଣାକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚା ଲାଗି ରହିଅଛି । କିଭଳି ଭାବରେ ଲଗାତର ୧୫ ଦିନ ଧରି ବୋହୂ କୁ ଘରେ ପୁରାଇ ବନ୍ଦ କୋଠରି ଭିତରେ ରଖି ବେକରେ ଛୁରା ପନିକି ଲଗାଇ ଡରାଇ ଧମକାଇ ଦୁଷ୍କର୍ମ କରିଚାଲିଥିଲା ଶଶୁର । ନିଜର ବିବେକ ତଥା ମାନବିକତାକୁ ଭୁଲିଯାଇ ଅମଣିଷ ପାଲଟି ଯାଇଥିଲା ଶଶୁର ।

ନିଜ ଝିଅ ସମାନ ବୋହୂ କୁ ଦୁଷ୍କର୍ମ କରିବା ଆଗରୁ କିଛି ଚିନ୍ତା କରିଲା ନାହିଁ ଶଶୁର । ବୋହୂଠାରୁ ମୋବାଇଲ ମଧ୍ୟ ଛଡାଇ ରଖିଦେଇଥିଲା । ବିଶ୍ଵକର୍ମା ପୂଜା ଆଗ ଦିନ ଶଶୁର ଜଣକ ବୋହୂ ରୁମରେ ମୋବାଇଲ ଛାଡି ଚାଲିଯାଇଥିଲା । ଏବଂ ସୁଯୋଗ ପାଇ ବୋହୂ ଜଣକ ସଂପୂର୍ଣ୍ଣ ଘଟଣା ନିଜ ବଡ ଭଉଣୀଙ୍କୁ ଜଣାଇବାରୁ ସାମ୍ନାକୁ ଆସିଥିଲା ଶଶୁରଙ୍କ ଏଭଳି କାରନାମ ।

ବୋହୂ ଜଣଙ୍କ କାନ୍ଦି କାନ୍ଦି ମିଡିଆ ଆଗରେ କହିଛନ୍ତି ଯେ, ମହିଳା ଙ୍କ ସ୍ଵାମୀ ୧୫ ଦିନ ହେବ ଘରକୁ ଆସିଲେ ନାହିଁ । ଏହାପରେ ମହିଳା ଜଣକ ଫୋନ କରି ପଚାରିବାରୁ ସ୍ଵାମୀ ଜଣଙ୍କ କହିଲା ଯେ ମୁଁ ଆଉ ଜଣଙ୍କୁ ଭଲ ପାଉଛି ତାକୁ ବାହା ହେବି, ତତେ ଡିଭୋର୍ସ ଦେଇଦେବି । ଏହାପରେ ବୋହୂ ଜଣଙ୍କ ଏହି ବାବଦରେ ନିଜ ଶଶୁରଙ୍କୁ ଜଣାଇଲା । ପରେ ବାପା ପୁଅ ମଧ୍ୟରେ ଝଗଡା ଲାଗିଲା ।

ଏହାପରେ ରାତି ୩ ଟା ରେ ଉଠି ଆସି ଶଶୁର ବୋହୂ ସାଙ୍ଗେ ଦୁରଷ୍କର୍ମ କରିବାକୁ ଲାଗିଲେ । ତେବେ ଏ ନେଇ ବର୍ତ୍ତମାନ ପୀଡ଼ିତା ଙ୍କ ପରିବାର ତରଫରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ବର୍ତ୍ତମାନ ଏହି ଘଟଣା ର ତଦନ୍ତ କରୁଥିବାର ଜଣାପଡିଛି । ତେବେ ବନ୍ଧୁଗଣ ଏହିଭଳି ଅପରାଧୀ ଙ୍କୁ କିଭଳି ଦଣ୍ଡ ଦେବା ଉଚିତ ? ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *