ବର୍ଷ 2021 ରେ ରିଅଲ ଲାଇଫ ରେ ବିବାହ କରିବାକୁ ଯାଉଛନ୍ତି TV ଇଣ୍ଡଷ୍ଟ୍ରି ର ଏହି 4 ଟି ଫେମସ ଯୋଡି

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଗତବର୍ଷ ୨୦୨୦ ସମସ୍ତ ଲୋକଙ୍କ ପାଇଁ ବହୁତ କଷ୍ଟଦାୟକ ରହିଥିଲା ହେଲେ ଏହି ନବବର୍ଷ ୨୦୨୧ରେ ବହୁତ କିଛି ପରିବର୍ତ୍ତନ ରହିବାର ଆଶା ରହିଛି ।

ବନ୍ଧୁଗଣ ମିଡିଆ ରିପୋର୍ଟ ଅନୁସାରେ ଖବର ମିଳିଛି ଯେ, ଏହି ନବବର୍ଷ ୨୦୨୧ରେ କେତେକ ଟିଭି କଳାକାର ମାନେ ପରସ୍ପର ସହ ବିବାହ କରିବାକୁ ଯାଉଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ସମସ୍ତ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

ଟିନା ଦତ୍ତ ଓ ମହେଶ କୁମାର ଜେଶ୍ଵାଲ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିନା ଦତ୍ତ ଓ ମହେଶ କୁମାର । ବନ୍ଧୁଗଣ ଆପଣ ମାନେ ସମସ୍ତେ ‘ଉତରନ’ ସିରିଏଲରେ ଅଭିନୟ କରିଥିବା ଟିନା ଦତ୍ତଙ୍କୁ ନିଶ୍ଚୟ ଦେଖିଥିବେ । ମିଡିଆ ରିପୋର୍ଟସ ମୁତାବକ ଜଣା ପଡିଛି ଯେ, ଟିନା ନିଜର ଲଙ୍ଗ ଟାଇମ ବୟଫ୍ରେଣ୍ଡ ମହେଶ କୁମାର ଜେଶ୍ଵାଲଙ୍କ ସହ ଏହି ବର୍ଷ ବିବାହ କରିବାକୁ ଯାଉଛନ୍ତି । ଏହି ଦୁଇଜଣଙ୍କର କିଛି ହଟ୍ ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ଯାହାଦ୍ୱାରା ଜଣା ପଡିଯାଇଛି ଯେ, ଏହି ବର୍ଷ ୨୦୨୧ରେ ଏହି ଦୁଇଜଣ ପରସ୍ପର ସହ ବିବାହ କରିବାକୁ ଯାଉଛନ୍ତି ।


ହୀନା ଖାନ ଓ ରକି ଜେଶ୍ଵାଲ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଟିଭିର ଫେମସ ଅଭିନେତ୍ରୀ ହୀନା ଖାନ ଓ ତାଙ୍କ ବୟଫ୍ରେଣ୍ଡ ରକି ଜେଶ୍ଵାଲ । ଷ୍ଟାରପ୍ଲସର ଲୋକପ୍ରିୟ ସିରିଏଲ ‘ୟେ ରିସତା କ୍ଯା କେହେଲାତା ହେ’ରେ ଅଭିନୟ କରିଥିବା ଅଭିନେତ୍ରୀ ହୀନା ଖାନ ଏହି ସୋର ସୁପରବ୍ରାଇଶର ରକି ଜେଶ୍ଵାଲଙ୍କୁ ପ୍ରେମ କରି ବସିଥିଲେ । ଏହି ଦୁଇଜଣ ୮ ବର୍ଷ ହେବ ରିଲେସନରେ ଅଛନ୍ତି ଓ ଖବର ମିଳିଛି ଯେ, ଏହି ବର୍ଷ ଏହି ଦୁଇଜଣ ପରସ୍ପର ସହ ବିବାହ କରିବାକୁ ଯାଉଛନ୍ତି । ବନ୍ଧୁଗଣ ଏହି ଦୁଇଜଣଙ୍କର କିଛି ହଟ୍ ଫଟୋ ସୋସିଆଲ ମିଡିଆରେ ମଧ୍ୟ ବହୁତ ଭାଇରାଲ ହେଉଛି ।


ଅଙ୍କିତା ଲୋଖୋଣ୍ଡେ ଓ ବିକି ଜୈନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଅଙ୍କିତା ଲୋଖୋଣ୍ଡେ ଓ ତାଙ୍କ ବୟଫ୍ରେଣ୍ଡ ବିକି ଜୈନ । ଟିଭି ଅଭିନେତ୍ରୀ ଅଙ୍କିତା ଲୋଖୋଣ୍ଡେଙ୍କ ମନ ଯେତେବେଳେ ସୁଶାନ୍ତ ସିଂହ ରାଜପୁତ ଭାଙ୍ଗି ଦେଇଥିଲେ ସେତେବେଳେ ସେ ବିଜନେସ ମ୍ୟାନ ବିକି ଜୈନଙ୍କ ସହ ପ୍ରେମ ସମ୍ବନ୍ଧରେ ରହିଥିଲେ । ଏହି ଦୁଇଜଣଙ୍କର ନିର୍ବନ୍ଧ ମଧ୍ୟ ହୋଇଯାଇଛି ଓ ଖବର ମିଳିଛି ଯେ ଏହି ବର୍ଷ ଏହି ଦୁଇଜଣ ପରସ୍ପର ସହ ବିବାହ କରିବାକୁ ଯାଉଛନ୍ତି ।

ଅଞ୍ଜୁମ ଫକିହ ଓ କେତନ ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଞ୍ଜୁମ ଫକିହ ଓ କେତନ ସିଂହ । ବନ୍ଧୁଗଣ ଟିଭି ଅଭିନେତ୍ରୀ ଅଞ୍ଜୁମ ଫକିହ କମେଡିଆନ କେତନ ସିଂହଙ୍କ ସହ ବହୁତ ସମୟ ହେବ ପ୍ରେମ ସମ୍ବନ୍ଧରେ ଅଛନ୍ତି ଓ ଖବର ମିଳିଛି ଯେ, ଏହି ଦୁଇଜଣ ଏହି ବର୍ଷ ପରସ୍ପର ସହ ବିବାହ କରିବାକୁ ଯାଉଛନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏମାନଙ୍କ ମଧ୍ୟରୁ କେଉଁ ଯୋଡିଟି ସବୁଠୁ ଅଧିକ ପସନ୍ଦ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଟିଭି ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଳିଏକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *