ଏହି 2 ଜଣ ଫେମସ ଅଭିନେତ୍ରୀ ହେଉଛନ୍ତି TV ସିରିଏଲ ‘Yeh Rishta Kya Kehlata Hai’ ର ବିଶ୍ଵମ୍ବର ନାଥଙ୍କର ରିଅଲ ଲାଇଫ ପତ୍ନୀ, ଯିଏ ସୁନ୍ଦରତାରେ କେହି କାହା ଠାରୁ ନୁହନ୍ତି କମ

ଘରେ ଘରେ ଫେମସ ହୋଇଥିବା ସିରିଏଲ ‘ୟେ ରିସ୍ତା କ୍ୟା କେହେଲାତା ହେ’ ତ ଆପଣ ମାନେ ସମସ୍ତେ ନିଶ୍ଚିତ ଭାବରେ ଦେଖିଥିବେ । ଏହି ସିରିଏଲ ଷ୍ଟାର ପ୍ଲସ ରେ ୨୦୦୯ ରେ ଆରମ୍ଭ ହୋଇଥିଲା ଓ ଆଜି ବି ଏହା ଟିଭି ରେ ପ୍ରସାରିତ ହେଉଛି । ଏହି ସିରିଏଲ କୁ ଦର୍ଶକ ମାନଙ୍କର ବହୁତ ଭଲ ପାଇବା ମିଳିଛି । ଯେଉଁ କାରଣରୁ ଏହା ଏତେ ବର୍ଷ ଧରି ପ୍ରସାରିତ ହେଉଛି । ଆପଣଙ୍କୁ କହି ଦେଉଛୁ କି ପ୍ରଥମେ ଅକ୍ଷରା ଓ ନୈତିକ ସିଙ୍ଘାଣିଆ ଯୋଡି ଦର୍ଶକ ମାନଙ୍କ ମନକୁ ଜିତିଥିଲା

ଓ ଏବେ କାର୍ତ୍ତିକ ଓ ନାଇରା ଙ୍କର ଯୋଡି ଦର୍ଶକଙ୍କ ମନ ଜିତୁଛି । ଆଜି ଆମେ ଆପଣଙ୍କୁ ଏହି ସିରିଏଲ ରେ ବିଶ୍ଵମ୍ବର ନାଥ ମହେଶ୍ଵରୀ ବା ଅକ୍ଷରା ଙ୍କ ପିତାଙ୍କ ରିଅଲ ଲାଇଫ ବିଷୟରେ କିଛି କହିବୁ । ଏହି ସିରିଏଲ ରେ ଅକ୍ଷରା ର ପିତାଙ୍କ ଚରିତ୍ରରେ ସଂଜୀବ ସେଖ ଅଭିନୟ କରିଥିଲେ ।

ସଂଜୀବ ସେଖ ଛୋଟ ପରଦାର ଜଣେ ଫେମସ ଅଭିନେତା ଅଟନ୍ତି । ଆପଣଙ୍କୁ କହି ଦେଉଛୁ କି ତାଙ୍କର ଜନ୍ମ ୨୮ ଅଗଷ୍ଟ ୧୯୬୧ ରେ ହୋଇଥିଲା । ଆପଣଙ୍କୁ କହି ଦେଉଛୁ କି ସଂଜୀବ ସେଖ ୨୦୦୩ ରେ ନିଜର ଅଭିନୟ କ୍ୟାରିୟର ର ଆରମ୍ଭ କରିଥିଲେ । ଯଦି ଆମେ କଥା ହେବା ସଂଜୀବ ସେଖ ଙ୍କ ପତ୍ନୀ ଙ୍କ ବିଷୟରେ ତ ତାଙ୍କ ପତ୍ନୀ ଙ୍କ ନାମ Lata Sabharwal ଅଟେ ।

 

ଲତା ଭାରତୀୟ ଫିଲ୍ମ ଓ ଟେଲିଭିଜନ ଅଭିନେତ୍ରୀ ଅଟନ୍ତି । ସଂଜୀବ ସେଖ ଲତା ସଭରୱାଲ ଙ୍କ ସହିତ ୨୦୧୦ ରେ ବିବାହ କରିଥିଲେ ଓ ଆଜି ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି । ଯାହାର ନାମ ଆର୍ଯ୍ଯନ ସେଖ ଅଟେ । ଆପଣଙ୍କୁ କହି ଦେଉଛୁ କି ଲତା ସଭରୱାଲ ସଂଜୀବ ସେଖ ଙ୍କର ଦ୍ଵିତୀୟ ପତ୍ନୀ ଅଟନ୍ତି ।

ତାଙ୍କର ପ୍ରଥମ ପତ୍ନୀ ଙ୍କ ନାମ Resham Tipnis ଅଟେ ଯାହାଙ୍କୁ ସେ ଡିଭୋର୍ସ ଦେଇ ଦେଇଥିଲେ । ସେ ମଧ୍ୟ ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ସେ ହିନ୍ଦୀ ସିରିଏଲ ଓ କିଛି ହିନ୍ଦୀ ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି । ସଂଜୀବ ଙ୍କ ଠାରୁ ତାଙ୍କର ଦୁଇଟି ପିଲା ଅଛନ୍ତି । ସେ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

ତେବେ ଆପଣଙ୍କୁ ସିରିଏଲ ୟେ ରିସ୍ତା କ୍ୟା କେହେଲାତା ହେ ରେ କାହାର ଅଭିନୟ ସବୁଠୁ ଅଧିକ ଭଲ ଲାଗେ ଆମକୁ କମେନ୍ଟ କରି ନିଶ୍ଚୟ ଜଣାନ୍ତୁ ଓ ଟିଭି ଦୁନିଆର ସବୁ ଛୋଟ ବଡ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *