ବିଶ୍ଵର ପ୍ରଥମ ହସ୍ପିଟାଲ ଟ୍ରେନ୍, କେଉଁ ମାନେ ପାଇପାରିବେ ଚିକିତ୍ସା ସୁବିଧା… ଦେଖନ୍ତୁ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଭାରତୀୟ ରେଳବିଭାଗ ନେଲା ବଡ ପଦକ୍ଷେପ । ରେଳ ଦୁର୍ଘଟଣାରେ ଶିକାର ଲୋକ ଏମିତି ପାଇବେ ଚିକିତ୍ସା ସୁବିଧା । ଦୁର୍ଘଟଣା ସ୍ଥଳରୁ ହସ୍ପିଟାଲ ପହଞ୍ଚିବା ଦୂରତା  ହେବା ଦୂର । ଦୁର୍ଘଟଣାରେ କ୍ଷତବିକ୍ଷତ ହୋଇଥିବା ଲୋକମାନଙ୍କ ପାଖରେ ଆସି ପହଞ୍ଚିବ ହସ୍ପିଟାଲ ଟ୍ରେନ୍ । ଭାରତୀୟ ରେଳ ନେଟୱର୍କ ହେଲା ବିଶ୍ଵର ସବୁଠାରୁ ବଡ ନେଟୱର୍କ ଏଠାରେ ଦିନକୁ ଶହ ଶହ ରେଳ ହଜାର ହଜାର ଲୋକମାନଙ୍କୁ ନେଇ ଗମନ କରିଥାଏ ଏବଂ ଲୋକମାନଙ୍କୁ ସୁରକ୍ଷିତ ରୂପରେ ପହଞ୍ଚିବାରେ ତାହାର ଉତ୍ତମତା ଦେଖାଇଥାଏ ।

ରେଳବିଭାଗ ଅନେକ ରେଳ ଓ ଲୋକମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ଅନେକ ସମୟରେ ସଫଳ ହୋଇଥିବା ବେଳେ ଆଉ କେତେକ ସମୟରେ ଅସଫଳ ମଧ୍ୟ ହୋଇଛି । ତେଣୁ କରି ଅନେକ ଦୁର୍ଘଟଣାମାନ ଦେଖିବାକୁ ମିଳିଥାଏ ଥରେ ଚିନ୍ତା କରନ୍ତୁ ଦୁର୍ଘଟଣା ହୋଇଥିବା ସ୍ଥାନରେ ତୁରନ୍ତ ଚିକିତ୍ସା କଣ ପାଇଁ ପହଞ୍ଚିପାରେ ନାହିଁ । କାରଣ ଘଟଣା ସ୍ଥଳରେ ଚିକିତ୍ସା ନିମନ୍ତେ ଯାନବାହାନ ଯିବାର ସୁଗମ ପଥ ହୁଏ ନାହିଁ ।

କାରଣ ଆମ ରେଳର ଯିବାଆସିବା ପଥ ସମୁଦ୍ରଓ ପାହାଡ ମଧ୍ୟ ଦେଇ ହୋଇଥାଏ ତେଣୁ ସେହି ସ୍ଥାନରେ ଚିକିତ୍ସା ଯିବା ଅସମ୍ଭବ ହୁଏ । ଭାରତୀୟ ରେଳବିଭାଗ ବିଶ୍ଵର ପ୍ରଥମ ହସ୍ପିଟାଲ ଟ୍ରେନ୍ ଆରମ୍ଭ କରିଛି । ତେବେ ଆସନ୍ତୁ ଜାଣିବା ଏହି ହସ୍ପିଟାଲ ଟ୍ରେନ ମଧ୍ୟ କଣ ସବୁ ସୁବିଧାମାନ ରହିଛି ଓ କେଉଁମାନେ ଏହାକୁ ଉପଭୋଗ କରିପାରିବେ ।

ଏହି ରେଳର ନାମ ହେଲା ଜୀବନରେଖା ଏକ୍ସପ୍ରେସ୍ ବା lifeline ଏକ୍ସପ୍ରେସ୍ । ଏହି ରେଳକୁ ବିଶେଷ ସ୍ଥାନମାନଙ୍କରେ ବ୍ୟବହାର କରାଯାଇଥାଏ ଯଥା ଯେଉଁ ଅଞ୍ଚଳରେ ଚିକିତ୍ସା ପହଞ୍ଚିବା କଷ୍ଟକର ହୋଇଥାଏ ବା ଯେଉଁ ସ୍ଥାନରେ ଦିବ୍ୟାଙ୍ଗମାନେ ଡାକ୍ତରଖାନା ରେ ଚିକିତ୍ସା ପାଇଁ ଆୟ ଦେଇପାରନ୍ତି ନାହିଁ ଏଭଳି ଲୋକମାନଙ୍କ ପାଇଁ ବିଶ୍ଵ ରେଳବିଭାଗ ହସ୍ପିଟଲ ଟ୍ରେନ୍ କୁ ନିର୍ମାଣ କରିଛନ୍ତି ।

ତେବେ ରେଳବିଭାଗ  ଗଣନା ଅନୁସାରେ 12 ଲକ୍ଷରୁ ଅଧିକ ଲୋକେ ଏହି ଟ୍ରେନରୁ ଚିକିତ୍ସିତ ହୋଇଛନ୍ତି । ଏହି ଟ୍ରେନ୍ ରେ ଏସି,ଜେନେରଏଟର ଆଦିର ସୁବିଧାମାନ ରହିଛି । ନିଦ୍ଧାଋଟ ସମୟ ଅନୁସାରେ ଏହା ସବୁ ଷ୍ଟେସନରେ ରହିଥାଏ ଓ ଚିକିତ୍ସା ପ୍ରଦାନ କରିଥାଏ । ଏଭଳି ଦୈନନ୍ଦିକ ଅପଡେଟ୍ ପାଇଁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ଓ ଆପଣଙ୍କ ମତ କଣ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *