ଧଳା ଦାଢ଼ି ଏବଂ ନିଶକୁ ବିନା ଡାଇରେ କରନ୍ତୁ କଳା, ବହୁତ ଚମତ୍କାରୀ ଅଟେ ଏହି ଉପାୟ

ବନ୍ଧୁଗଣ ବୟସ ସହିତ କେଶ ପାଚିବା ଏକ ସାଧାରଣ କଥା ଅଟେ । କିନ୍ତୁ ପୁରୁଷଙ୍କର ମୁଣ୍ଡ କେଶ ଛଡା ଯଦି ଦାଢି ଏବଂ ନିଶ କେସ ଧଳା ହୋଇଥାଏ, ତା ହେଲେ ଏମିତିରେ ସେହି ପୁରୁଷ ଜଣକ ଅଧିକ ବୟସର ଜଣା ପଡିଥାନ୍ତି । ବନ୍ଧୁଗଣ କିଛି ଲୋକଙ୍କର ଦାଢି ନିଶ ବୟସ ପୂର୍ବରୁ ପାଚିବାରେ ଲାଗିଥାଏ ।

ବନ୍ଧୁଗଣ ଆମ ଶରୀରର କେଶକୁ କଳା ରଖିବା ପାଇଁ କେତେକ ସେଲ୍ସ ଏକା ସହ କାମ କରିଥାନ୍ତି । କିନ୍ତୁ ଅଧିକ ସମୟ ଖରାରେ ରହିବା ଦ୍ଵାରା କିମ୍ବା ଖାଦ୍ୟ ପେୟର ଅଭାବ ହେତୁ ସେହି ସେଲ୍ସ ଗୁଡିକ ଦୁର୍ବଳ ହୋଇଯାଇଥାନ୍ତି । ଯାହା ଫଳରେ ଆମ କେଶ ଧଳା ହେବାକୁ ଲାଗିଥାଏ ।

ତେଣୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ବ୍ୟବହାର କରି ଆପଣ ନିଜ ଧଳା ଦାଢି ବା ଧଳା ନିଶର ସମସ୍ଯାକୁ ସବୁଦିନ ପାଇଁ କଳା କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଉପାୟ ବିଷୟରେ ।


ବନ୍ଧୁଗଣ ଆମର ଏହି ଉପଚାର ପାଇଁ ପ୍ରଥମେ ଆପଣ ୪ ରୁ ୫ଟି ଆଳୁ ନିଅନ୍ତୁ ଓ ଏହାକୁ ଭଲ ଭାବରେ ଧୋଇ ତାର ଚୋପାକୁ ଛଡାଇ ଦିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ସେହି ଚୋପାକୁ ଦୁଇ ରୁ ତିନି କପ୍ ପାଣିରେ ଗରମ କରନ୍ତୁ । ଏହାକୁ ଆପଣ ଗ୍ଯାସ ଚୁଲାରେ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ଫୁଟାଇ ଦିଅନ୍ତୁ । ଫୁଟାଇବା ପରେ ପାଣିର ରଙ୍ଗ ବଦଳିବାକୁ ଲାଗିବ । ଏହାପରେ ବନ୍ଧୁଗଣ ଆପଣ ସେହି ପାଣିକୁ କିଛି ସମୟ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ।

ଥଣ୍ଡା ହେବା ପରେ ଆପଣ ଏକ ଛଣା ସାହାର୍ଯ୍ୟରେ ଆଳୁ ଚୋପା ଓ ପାଣିକୁ ଅଲଗା କରିଦିଅନ୍ତୁ । ଅଲଗା କରିବା ପରେ ଆପଣ ସେହି ପାଣିରେ ଦୁଇ ରୁ ତିନି ଚାମଚ ଆଲୋବେରା ଜେଲ ପକାଇ ଦିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ଏହାକୁ ଭଲ ଭାବରେ ମିକ୍ସ କରି ଏକ ସ୍ପ୍ରେ ବୋତଲରେ ଭରି ରଖିଦିଅନ୍ତୁ । ବନ୍ଧୁଗଣ ଏହାକୁ ଆପଣ ଚାହିଁଲେ ଏକ ତୁଳା ସାହାର୍ଯ୍ୟରେ ମଧ୍ୟ ନିଜ ଧଳା କେଶରେ ଲଗାଇ ପାରିବେ । ବନ୍ଧୁଗଣ ଆଳୁରେ ଥିବା ତତ୍ଵ କେଶକୁ କଳା କରିବାରେ ସହାୟକ ହୋଇଥାଏ ।

ଏହାର ବ୍ୟବହାର ଆପଣ ନିଜ ମୁଣ୍ଡରେ ଉଠୁଥିବା ଧଳା କେଶକୁ କଳା କରିବା ପାଇଁ ମଧ୍ୟ କରିପାରିବେ । ବନ୍ଧୁଗଣ ବୟସ ପୂର୍ବରୁ କେଶ ଧଳା ହେବାର ଦୁଇଟି ମୁଖ୍ୟ କାରଣ ହୋଇଥାଏ, ତାହା ହେଉଛି ଶରୀରରେ ମେଲେରୀ ନାମକ ତତ୍ଵର ଅଭାବ ହେବା ଏବଂ ପୋଷକ ତତ୍ଵର ଅଭାବ ହେବା । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ଉପଚାରର ବ୍ୟବହାର ନିଶ୍ଚୟ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *