ଟଙ୍କା ପାଇଁ କେତେ ତଳକୁ ଖସି ଯାଉଛନ୍ତି Bollywood ର ଏହି 5 ଜଣ ମୁସଲିମ Actress, ବିଲକୁଲ ବି କରନ୍ତି ନାହିଁ ଲାଜ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଏହି ସୁନ୍ଦରୀ ମୁସଲିମ ଅଭିନେତ୍ରୀ ଙ୍କ ବିଷୟରେ । ଯିଏ ନିଜ ଅଭିନୟ ଏବଂ ସୁନ୍ଦରତା ମାଧ୍ୟମରେ ବଲିଉଡ ଜଗତରେ ନିଜର କ୍ୟାରିଅର ଆରମ୍ଭ କରିଛନ୍ତି । ଆଜି ବଲିଉଡ ରେ ଏମାନେ ନିଜର ଏକ ଖାସ ସ୍ଥାନ ବନାଇ ପାରିଛନ୍ତି । ଏମାନେ ନିଜକୁ ବୋଲ୍ଡ ଦେଖାଇବା ପାଇଁ କିଛି ବି କରି ପାରନ୍ତି । ଏମାନଙ୍କ ଫ୍ୟାନ ଫଲୋଇଙ୍ଗ ବି କିଛି କମ ନୁହନ୍ତି । ଏମାନଙ୍କ ବୋଲ୍ଡ ଲୁକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥାଏ ।

ବର୍ତ୍ତମାନ ବଲିଉଡ ଜଗତ ରେ ନିଜର ଅଭିନୟ ଏବଂ ସୁନ୍ଦରତା ଜରିଆରେ ଦର୍ଶକ ମାନଙ୍କ ମନକୁ କିଣି ନେଇଛନ୍ତି ସୈଫ ଅଲ୍ଲୀ ଖାନ ଏବଂ ଅମୃତା ସିଂ ଙ୍କ ଝିଅ ସାରା ଅଲ୍ଲୀ ଖାଁ । ନିଜର ଅଭିନୟ ମାଧ୍ୟମରେ ସାରା ବଲିଉଡ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।ତାଙ୍କ ସୁନ୍ଦରତା ଏବଂ ଅଭିନୟ ପାଇଁ ତାଙ୍କୁ ଲଗାତର ଫିଲ୍ମ ଅଫର ଆସୁଛି।ବର୍ତ୍ତମାନ ସେ ବଲିଉଡ ଇଣ୍ଡଷ୍ଟ୍ରୀ ର ମେଗା ଷ୍ଟାର ଭାବେ ପରିଚିତ।

ପ୍ରସିଦ୍ଧ ଅଭିନେତ୍ରୀ ହିନା ଖାନ ମଧ୍ୟ ନିଜ ଅଭିନୟ ମାଧ୍ୟମରେ ଇଣ୍ଡଷ୍ଟ୍ରୀ ରେ ନିଜର କାୟା ବିସ୍ତାର କରିଛନ୍ତି । ତାଙ୍କ ଉପରେ ବିଭିନ୍ନ ପ୍ରକାରର ଆରୋପ ଲଗା ଯାଉଛି ଯେ ମୁସଲିମ ହେବା ସତ୍ୱେ ମଧ୍ୟ ସେ ଏହି କାମ କାହିଁକି କରୁଛନ୍ତି । କିନ୍ତୁ ହିନା କୌଣସି କଥା କୁ ଖାତିର ନକରି ନିଜ କ୍ୟାରିଅର ରେ ଧ୍ୟାନ ଦେଉଛନ୍ତି । ତାଙ୍କ ପାଇଁ ପ୍ରଥମେ ନିଜର କ୍ୟାରିଅର ଆବଶ୍ୟକ ଅଟେ । ନିଜର ଅଭିନୟ ଏବଂ ସୁନ୍ଦରତା ଜରିଆରେ ସେ ଦର୍ଶକ ମାନଙ୍କ ମନକୁ କିଣି ନେଇଛନ୍ତି।

ହୁମା କ୍ୟୁରେସି ଜଣେ ପ୍ରମୁଖ ଅଭିନେତ୍ରୀ ଭାବେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଜଣାଶୁଣା।ସେ ନିଜର ଅଭିନୟ ଜରିଆରେ ହିଁ ନିଜ କ୍ୟାରିଅର ର ଆରମ୍ଭ କରିଥିଲେ। ହୁମାଙ୍କ ସମ୍ପର୍କରେ ରେ ଅନେକ କଂଟ୍ରୋଭର୍ସି ଶୁଣିବା କୁ ମିଳେ। କିନ୍ତୁ ସେ କୌଣସି କଥା କୁ ଖାତିର ନକରି ନିଜର ସମ୍ପୂର୍ଣ୍ଣ ଧ୍ୟାନ ନିଜ କ୍ୟାରିଅର ରେ ଲଗାଉଛନ୍ତି ।

ବଲିଉଡ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ଅଭିନେତା ସଲମାନ ଖାଁ ଙ୍କ ଫିଲ୍ମ ରେ ଡେବ୍ୟୁ କରିଥିବା ଅଭିନେତ୍ରୀ ଜରିନ ଖାଁ ପରବର୍ତ୍ତୀ ସମୟରେ ଅସଫଳ ହେଇଥିଲେ । ତାଙ୍କ ସମ୍ପର୍କରେ ରେ ମଧ୍ୟ ଅନେକ କଂଟ୍ରୋଭରସି ଶୁଣିବା କୁ ମିଳିଛି ଯେ ମୁସଲିମ ହେବା ସତ୍ୱେ ସେ ଏଭଳି କାମ କରୁଛନ୍ତି । କିନ୍ତୁ ଜରିନ ଏହି ସବୁ କଥା କୁ ଖାତିର କରିନଥିଲେ ଏବଂ ଅଭିନୟ କ୍ଷେତ୍ରରେ ହିଁ ନିଜର କ୍ୟାରିଅର ର ଆରମ୍ଭ କରିଥିଲେ।

ଆଏସା ଟାକିଆ ମଧ୍ଯ ଜଣେ ଜଣାଶୁଣା ମୁସଲିମ ଅଭିନେତ୍ରୀ । ଆଏସା ଅଭିନୟ ମାଧ୍ୟମରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। କିନ୍ତୁ ବାହାଘର ପରେ ସେ ବଲିଉଡ ଇଣ୍ଡଷ୍ଟ୍ରୀ ରୁ ବିଦାୟ ନେଇଥିଲେ। କିନ୍ତୁ ତାଙ୍କ ଅଭିନୟ ଏବଂ ସୁନ୍ଦରତା ପାଇଁ ଦର୍ଶକ ମନେ ତାଙ୍କୁ ଅଧିକ ମାତ୍ରା ରେ ପସନ୍ଦ କରୁଥିଲେ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ବଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *