TV ସିରିଏଲ ‘ତାରକ ମେହତା’ ସୋ ର ତାରକ ସାହାବ ଙ୍କ ରିଅଲ ଲାଇଫ ସ୍ତ୍ରୀ ଆଉ ଝିଅ ଦେଖିବାକୁ ବହୁତ ସୁନ୍ଦର ଆଉ ଷ୍ଟାଇଲିସ, ସୁନ୍ଦରତାରେ Bollywood ହିରୋଇନଙ୍କୁ ବି ଦିଅନ୍ତି ଟକ୍କର

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ନିଶ୍ଚୟ ଦେଖିଥିବେ । ହିନ୍ଦୀ ଟିଭି ସିରିଏଲ ମଧ୍ୟରେ କେତେକ ସିରିଏଲ ଏପରି ରହିଛି ଯାହା ପ୍ରସିଦ୍ଧି ହାସଲ କରିଛି ଓ ଅନ୍ୟ କେତେକ ସିରିଏଲ ଏପରି ରହିଛି ଯାହାକୁ ଦର୍ଶକ ମାନେ ଅଧିକ ପସନ୍ଦ କରିନାହାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ସିରିଏଲ ଷ୍ଟାର ବିଷୟରେ କହିବାକୁ ଯାଉଛି ଯିଏ ବହୁତ ଶୀଘ୍ର ଏହି ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଟିଭି ଷ୍ଟାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଟିଭିର ଫେମସ ସିରିଏଲ ‘ତାରକ ମେହେତା’ର ମୁଖ୍ୟ ଅଭିନେତା ତାରକ ମେହତା । ଏହି ସିରିଏଲଟି ବର୍ତ୍ତମାନ ପ୍ରସିଦ୍ଧି ହାସଲ କରିସାରିଛି । କାରଣ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ ଷ୍ଟାର ବହୁତ ଭଲ ଭୂମିକା ପଦର୍ଶନ କରିଛନ୍ତି ।

ଏହି ସିରିଏଲର ମୁଖ୍ୟ କଳାକାର ତାରକ ମେହେତାଙ୍କର ଅସଲ ନାମ ହେଉଛି ସେଲିସ ଲୋଧା । ଆପଣ ମାନେ ବହୁତ ଥର ସେଲିସଙ୍କୁ ଟିଭିରେ ଦେଖିଥିବେ । ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ସେଲିସଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ତାଙ୍କର କମେଡିକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି । ସେଲିସ ଜଣେ ଲେଖକ ଓ କବି ହେବା ସହିତ ଗୋକୁଲଧାମର ଜଣେ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି ।

ତାଙ୍କର ଜନ୍ମ ୧୫ ଜୁଲାଇ ୧୯୬୯ ମସିହାରେ ରାଜସ୍ଥାନର ଜୋଦପୁରରେ ହୋଇଥିଲା । ସେଲିସ ଲୋଧା ୧୯୯୭ ମସିହାରୁ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସେଲିସଙ୍କ ରିଅଲ ଲାଇଫ ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛୁ, ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତାହାଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଟିଭିର ଫେମସ ସିରିଏଲ ‘ତାରକ ମେହେତା’ର ମୁଖ୍ୟ କଳାକାର ସେଲିସ ଲୋଧାଙ୍କ ରିଅଲ ଲାଇଫ ପତ୍ନୀ ହେଉଛନ୍ତି ସ୍ଵାତି ଲୋଧା ।

ସ୍ଵାତି କୌଣସି ସିରିଏଲ ବା ଫିଲ୍ମରେ କାମ କରନ୍ତି ନାହିଁ ହେଲେ ସେ ମ୍ୟାନେଜମେଣ୍ଟର ଗୁରୁ ଅଟନ୍ତି । ସେଲିସ ଓ ସ୍ଵାତି ରାଜସ୍ଥାନରେ ରୁହନ୍ତି । ସାଧାରଣ ଭାଷାରେ କହିବାକୁ ଗଲେ ରାଜସ୍ଥାନ ହେଉଛି ସେମାନଙ୍କର ଜନ୍ମ ଭୂମି ଓ ମୁମ୍ବାଇ ହେଉଛି ସେମାନଙ୍କର କର୍ମ ଭୂମି । ସ୍ଵାତି ଏକ ବିଜନେସ ସ୍କୁଲର ଡାଇରେକ୍ଟର ମଧ୍ୟ ଅଟନ୍ତି । କେବଳ ଏତିକି ନୁହେଁ ବନ୍ଧୁଗଣ ଏହା ବ୍ଯତୀତ ସ୍ଵାତି ନିଜ ସ୍ଵାମୀଙ୍କ ପରି ଏକ ଲେଖକ ମଧ୍ୟ ଅଟନ୍ତି ।


ସୋସିଆଲ ମିଡିଆରେ ସ୍ଵାତିଙ୍କ ଲୋକପ୍ରିୟତା ସେଲିସଙ୍କ ପରି ଅଧିକ ରହିଛି । ସ୍ଵାତି ନିଜ ସ୍ଵାମୀଙ୍କ ସହ ପ୍ରାୟତଃ ସୋସିଆଲ ମିଡିଆରେ ଫଟୋ ସେୟାର କରନ୍ତି । ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ଏହି ଦୁଇଜଣଙ୍କର ଏକ ଝିଅ ମଧ୍ୟ ଅଛି, ଯାହାର ହେଉଛି ନାମ ସ୍ଵରା ଲୋଧା । ସେଲିସ ଯେପରି ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିକୁ ଆସି ସଫଳତା ପାଇଛନ୍ତି ସେହିପରି ସ୍ଵାତି ମଧ୍ୟ ମ୍ୟାନେଜମେଣ୍ଟରେ ସଫଳତା ପାଇଛନ୍ତି । ବର୍ତ୍ତମାନ ଏମାନେ ବହୁତ ଖୁସିରେ ନିଜ ଜୀବନକୁ ଅତିବାହିତ କରୁଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *