ACF Soumyaranjan ମୃତ୍ୟୁ ମାମଲା- ସୌମ୍ଯ ଙ୍କ ବାପା ଦେଲେ ଏମିତି ବୟାନ, ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଏକ ମାସରୁ ଅଧିକ ଦିନ ହୋଇଗଲାଣି କିନ୍ତୁ ତଥାପି ଏପର୍ଯ୍ୟନ୍ତ ଏସିଏଫଓ ସୌମ୍ୟ ରଞ୍ଜନ ମହାପାତ୍ର ଙ୍କ ମୃ-ତ୍ୟୁ ର ରହସ୍ୟ କୁ ପୋଲିସ ଜାଣି ପାରୁ ନାହିଁ । ତେବେ ଏତେ ଦିନ ପୋଲିସ କଣ ତ-ଦ-ନ୍ତ କରୁଛି ତାହା କେହି ଜାଣି ନାହାଁନ୍ତି ଏହା ଛଡା ପୋଲିସ ସନ୍ଦେହ ରେ ଥିବା ଅ-ପ-ରା-ଧୀ ମାନଂକୁ ସଠିକ ଭାବରେ ଜେ-ରା କଣ ପାଇଁ କରୁ ନାହିଁ ବୋଲି ମଧ୍ୟ ବଡ଼ ପ୍ରଶ୍ନ ରହିଛି । ତେବେ ଏସିଏଫଓ ସୌମ୍ୟ ରଞ୍ଜନ ନିଜ କ୍ବାଟର ରେ ନି-ଆଁ ଲାଗି ଯିବାରୁ ପୋ-ଡି ହୋଇ ମୃ-ତ୍ୟୁ ବରଣ କରିଥିଲେ ।

ତେବେ ଏହି ନିଆକୁ କିଏ ଲଗେଇଥିଲା କିମ୍ବା ଏହା କିପରି ଲାଗିଥିଲା ତାହା ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ଜାଣି ପାରି ନାହିଁ କିମ୍ବା ଜାଣିକି ବି ଅଜଣା ହେଉଛି । ତେବେ ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଠୁଛି ଏହା ସହ ବର୍ତ୍ତମାନ ମୃତ ସୌମ୍ୟ ରଞ୍ଜନ ଙ୍କ ବାପା ମିଡ଼ିଆ କୁ ବଡ଼ ବୟାନ ଦେଇଛନ୍ତି ଯେଉଁଥିରେ ସେ ସିଧାସଳଖ ଭାବେ ଅ-ଭି-ଯୋ-ଗୀ ଙ୍କୁ ଗି-ର-ଫ ର ମଧ୍ୟ ଦାବି କରୁଛନ୍ତି । ତେବେ ଆସନ୍ତୁ ଜାଣିନେବା ଏହି ବୟାନ ବିଷୟରେ ।

ତେବେ ମୃ-ତ ଏସିଏଫଓ ସୌମ୍ୟରଂଜନ ଙ୍କ ବାପା ଅଭିରାମ ମହାପାତ୍ର ମିଡ଼ିଆ ଆଗରେ କହିଛନ୍ତି କି ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଏବଂ ଓଆଇସି ମମତା ପଣ୍ଡାଙ୍କ ଅବହେଳା ଯୋଗୁଁ ପ୍ରକୃତ ଦୋ-ଷୀ ଖସି ଯାଉଛି । ତେଣୁ ସେ ନିବେଦନ କରିଛନ୍ତି କି ସେହି ଦୁଇ ଜଣ ଙ୍କୁ ସ-ସ-ପେ-ଣ୍ଡ କଲେ ହିଁ ସବୁ ସମାଧାନ ହୋଇ ପାରିବ । ଏହା ଛଡା ସେ କହିଛନ୍ତି କି ଗୋଟିଏ ଘରେ ସ୍ଵାମୀ ସ୍ତ୍ରୀ ଉଭୟ ଥିଲେ ସ୍ୱାମୀ ନବେ ପ୍ରତିଶତ ଜଳିଗଲା କିନ୍ତୁ ସ୍ତ୍ରୀ ର କିଛି ବି ହେଲା ନାହିଁ ।

ଏହା କିପରି ସମ୍ଭବ ଏବଂ ପୋଲିସ ଘରର ଚାବି ଡ଼ିଏଫଓ କୁ ଦେଇଦେଲେ ଏବଂ ସେ ସମସ୍ତ ପ୍ରମାଣ କୁ ନଷ୍ଟ କରିଦେଲା ଏବଂ ଜମାନ ବନ୍ଦୀ ସମୟରେ ମଧ୍ୟ ଡ଼ିଏଫଓ ଙ୍କୁ କାହିଁ ରଖା ଯାଇଥିଲା । ପୋଲିସ ବିଦ୍ୟା ଭାରତୀ ଘରକୁ ଜେ-ରା ପାଇଁ ଯାଉଛି ଯଦି ନିଜ କାର୍ଯ୍ୟ ନ କରି କୁକୁଡ଼ା ମାଂସ କଣ ପାଇଁ ଖାଉଛି । ଏହି ସବୁ ଘଟଣା ରୁ ଜଣାପଡୁଛି କି ପୋଲିସ ଏହି ମାମଲା କୁ ଅନ୍ୟ ଆଡେ ଗତି କରିବା ପାଇଁ ଚେଷ୍ଟା କରୁଛି ।

ତେଣୁ ଅଭିରାମ ମହାପାତ୍ର ମିଡ଼ିଆ ଆଗରେ ଏହା କହିଛନ୍ତି କି ପୋଲିସ ତୁରନ୍ତ ଏବଂ ସଠିକ ତଦନ୍ତ କରି ଅ-ପ-ରା-ଧୀ ଙ୍କୁ ଗି-ର-ଫ କରୁ ଏବଂ ସେ ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ଏହି ସମ୍ବନ୍ଧରେ ଦୃଷ୍ଟି ପାତ କରିବା ଏବଂ ନ୍ୟାୟ ଦେବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି । ତେବେ ଦେଖିବାର ଅଛି ସୌମ୍ୟ ଙ୍କୁ କେବେ ନ୍ୟାୟ ମିଳୁଛି । ବନ୍ଧୁଗଣ ଏହି ପ୍ରସଙ୍ଗ ରେ ଆପଣଙ୍କ ମତାମତ କଣ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *