‘ବିବାହ ପୂର୍ବରୁ ପ୍ରେଗ୍ନେଣ୍ଟ ହେଇକି ଓଡିଶାରେ କ’ଣ ସବୁହେଉଛି ସେ ଦେଖୁ ନାହାଁନ୍ତି କି ? ଝିଅମାନେ କ’ଣ ବେଶ୍ୟା ଯେ ଖୁଲମ୍ଖୁଲା…’

ବନ୍ଧୁଗଣ, ବଲିଉଡ ର ଅଭିନେତ୍ରୀ ଜୟାବଚ୍ଚନ ତାଙ୍କ ନାତୁଣୀ ଙ୍କୁ କହିଥିଲେ ଯେ ବିବାହ ନକର ପଛେ ବିବାହ ପୂର୍ବରୁ ପ୍ରେଗ୍ନେଣ୍ଟ ହୁଅ । ତେବେ ଏହାକୁ ନେଇ କିଛି ଯୁବତୀ ତଥା ସମାଜସେବୀ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି । ସେହିଭଳି ମି-ଡି-ଆ ଆଗରେ ଜଣେ ଯୁବତୀ ଏହି ବାବଦକୁ ନେଇ ମତାମତ ଦେଇଛନ୍ତି, ତେବେ ଆସନ୍ତୁ ଜାଣିନେବା ତାହା କ’ଣ ? ଯୁବତୀ ଜଣକ କହିଛନ୍ତି ଯେ ଜୟାବଚ୍ଚନ କହିଥିଲେ ଯେ ବିବାହ ନ କର ପଛେ କିନ୍ତୁ ବିବାହ ପୂର୍ବରୁ ପ୍ରେଗ୍ନେଣ୍ଟ ହୁଅ । ତେବେ ସେ ଏହିଭଳି କହିଥିଲେ ।

ମାତ୍ର ସେମାନେ ହେଉଛନ୍ତି ଇଣ୍ଡିଆର ରୟିସ ଫ୍ୟାମିଲି । ତାଙ୍କ ପାଖରେ ବହୁତ ଟଙ୍କା ଅଛି । ଏବଂ ବ୍ୟାଗରାଉଣ୍ଡ କଥା କହିବାକୁ ଗଲେ ଭାରତର ଗୋଟିଏ କରୋଡପତି କହିଲେ ଅତ୍ୟୁକ୍ତି ହେବ ନାହିଁ । ମାତ୍ର ସେ ଯେଉଁ ମତାମତ ଦେଉଛନ୍ତି ସେ ନିଜେ ମନେ ରଖିବା ଦରକାର ଯେ ସେ ନିଜେ କ’ଣ ? ସେ ନିଜେ ଜଣେ ନାରୀ ତଥା ସେଲିବ୍ରେଟି ଏବଂ ନିଜେ ଜଣେ ପଲିଟିସିୟାନ । ତେବେ ଏତେ ସବୁ ହେଲାପରେ ତାଙ୍କ ସ୍ଵାମୀ ଅମିତାଭ ବଚ୍ଚନ ଙ୍କୁ ବିଗ ବି ବୋଲି କହିଥାଉ ।

ମାତ୍ର ବର୍ତ୍ତମାନ ଓଡିଶାର ଉଦାହରଣ ଦେଇ ସେ କହିଥିଲେ ଯେ ଦୀପିକା କେସ ହେଉ ଅଥବା ତପସ୍ଵିନୀ କେସ ହେଉ, ସେ ସବୁ କେସ କ’ଣ ଥିଲା ? ବିବାହ ପୂର୍ବରୁ ଲିଭଇନରେ ରହି ତାହାର ଫଳାଫଳ କ’ଣ ହେଲା ? ମାତ୍ର ଏହା ହେଉଛି ଭାରତ, ଏହା ସନାତନ ଧର୍ମ ତଥା ହିନ୍ଦୁଧର୍ମ ଭିତିକ ରାଷ୍ଟ୍ର ।

ଆଉ ସେ ଯେଉଁ କଥା କହୁଛନ୍ତି ତାହା ହେଉଛି ବିଦେଶ କଥା । ସେମାନେ ଅଧିକାଂଶ ସମୟ ବିଦେଶରେ ରୁହନ୍ତି ଏଣୁ ସେ କଲଚର ତାଙ୍କ ମଧ୍ୟରେ ଆସି ଗଲାଣି । କିନ୍ତୁ ଇଣ୍ଡିଆରେ ସେହି କଲଚର ଆସିନାହିଁ । ଜୟାବଚ୍ଚନ ଙ୍କୁ ଲଜ୍ୟା ଲାଗିବା କଥା ଯେ ସେ ଜଣେ ଏତେ ଟ୍ୟାଲେଣ୍ଟେଡ ଲେଡି ହୋଇ ନିଜ ନାତୁଣୀ ଙ୍କୁ ଏହିଭଳି ବୁଦ୍ଧି ଦେବା ସହିତ ଭାରତର ଯୁବତୀ ମାନଙ୍କୁ ମଧ୍ୟ ଏଭଳି ଶିକ୍ଷା ଦେଉଛନ୍ତି ।

ମାତ୍ର ଯଦି ଝିଅମାନେ ବିବାହ ପୂର୍ବରୁ ପ୍ରେଗନେଣ୍ଟ ହେବେ ତେବେ ତାହାର ଅସ୍ତିତ୍ଵ ରହିବ ? ଯେଉଁ ଛୁଆ ଜନ୍ମ ହେବ ତାର ବାପା ର ପରିଚୟ କେଉଁଠୁ ଆସିବ ? ଏଭଳି ହେଲେ ଝିଅମାନେ ଝିଅ ନୁହେଁ ବରଂ ବେଶ୍ୟା ହୋଇ ରହିଯିବେ । ଯୁବତୀ ଜଣଙ୍କ ଏହା ମଧ୍ୟ କହିଛନ୍ତି ଯେ ଜୟାବଚ୍ଚନ ଙ୍କୁ ନିଶ୍ଚିତ ଭାବରେ ସବୁ ଝିଅ ତଥା ସମସ୍ତ ପରିବାରକୁ ଭୁଲ ମାଗିବାକୁ ହେବ କାରଣ ସେ ଯାହା ମତ ଦେଇଛନ୍ତି ତାହା ସଂପୂର୍ଣ୍ଣ ଭାବରେ ନିନ୍ଦନୀୟ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *