ବିବାହ ପରେ କାହିଁକି ବଢିଯାଏ ମହିଳାଙ୍କ ଏହି ଅଙ୍ଗର ସାଇଜ, 99% ଲୋକ ଜାଣନ୍ତି ନାହିଁ…

ନମସ୍କାର ବନ୍ଧୁଗଣ ଆପଣ ଅନେକ ମହିଳା ଙ୍କୁ ଦେଖିଥିବେ ଯେଉଁମାନେ ବିବାହ ପୂର୍ବରୁ ଯେତେ ବି ପତଳା ଥିଲେ ମଧ୍ୟ ବିବାହ ର ଛଅ ମାସ ପରେ ସେମାନେ ଟିକେ ଗୋରା,ଏବଂ ସୁନ୍ଦରୀ ହୋଇ ଯାଆନ୍ତି ଏବଂ ଛୁଆ ଜନ୍ମ ହେବା ପରେ ସେମାନେ ଟିକେ ମୋଟି ମଧ୍ୟ ହୋଇ ଯାଆନ୍ତି ।

ଏହାର ଏକ ସ୍ୱତନ୍ତ୍ର କାରଣ ମଧ୍ୟ ରହିଛି । ଏକ ଅଧ୍ୟୟନ ଅନୁସାରେ ବିବାହ ର ପାଞ୍ଚ ବର୍ଷ ମଧ୍ୟରେ ୮୨ ପ୍ରତିଶତ ଦମ୍ପତ୍ତି ଙ୍କ ଓଜନ ପାଞ୍ଚ ରୁ ଦଶ କିଲୋ ବଢିଯାଏ । ଏହାସହ ଜଣାପଡିଛି କି ଏଥିରେ ମହିଳା ମାନଙ୍କର ଓଜନ ବହୁତ ଶୀଘ୍ର ବଢ଼ିଥାଏ ।


ଏହି ଅଧ୍ୟୟନ ଅନୁସାରେ ମହିଳାଙ୍କ ଓଜନ ବଢ଼ିବାର କାରଣ ହେଉଛି ନିଜ ଜୀଵନ ସାଥି ଙ୍କ ସହ ସମ୍ପର୍କ ରଖିବା ଯୋଗୁଁ ହରମୋନ ରେ ପରିବର୍ତ୍ତନ ଆସିବା । କିନ୍ତୁ ଏହା ମୁଖ୍ୟ କାରଣ ନୁହେଁ । ଖାସ କରି ଭାରତୀୟ ମହିଳା ମାନଙ୍କ ର ତେବେ ଆସନ୍ତୁ ଏହାର କାରଣ ସମ୍ପର୍କ ରେ ଜାଣିନେବା । ବିବାହ ପରେ ମହିଳା ମାନଙ୍କ ର ଜୀଵନ ଶୈଳୀ ସାମାନ୍ୟ ପରିବର୍ତ୍ତନ ହୋଇଯାଏ ।

ସେମାନେ ଠିକ ଭାବରେ ଶୋଇ ପାରନ୍ତି ନାହିଁ ଦିନକୁ ନିହାତି ଆଠ ଘଂଟା ଶୋଇବା ଆବଶ୍ୟକ ତେଣୁ ଯଦି ଏହି ପରି ନ ହୁଏ ତେବେ ଶରୀର ରେ ଏଭଳି ପରିବର୍ତ୍ତନ ଦେଖାଯାଏ ଏହା ଛଡା ବିବାହ ପରେ ମହିଳା ମାନେ ଅତ୍ୟଧିକ ଶାରୀରିକ ସଂପର୍କ ରଖନ୍ତି ଏବଂ ହରମୋନ ର ପରିବର୍ତ୍ତନ ଯୋଗୁଁ ମହିଳା ମାନେ ମୋଟା ହୋଇ ଯାଆନ୍ତି । ସେମାନଙ୍କ ର ନିତମ୍ବ ଏବଂ ସ୍ଥନ ରେ ମଧ୍ୟ କିଛି ଟା ପରିବର୍ତ୍ତନ ଆସିଯାଏ । ବିବାହ ପରେ ପରିବର୍ତ୍ତିତ ଜୀଵନ ଶୈଳୀ ମହିଳାଙ୍କ ଶରୀର ରେ ଅନେକ ହର୍ମୋନାଲ ପରିବର୍ତ୍ତନ ଆଣିଥାଏ ।


ମହିଳା ମାନେ ମୋଟା ହେବାର ଏହା ଏକ ମୁଖ୍ୟ କାରଣ । ବିବାହ ପୂର୍ବରୁ ସେମାନଙ୍କ ଚାଲି ଚଳନ ଅଲଗା ଥାଏ ଏବଂ ବିବାହ ପରେ ଏହା ପରିବର୍ତ୍ତିତ ହୋଇ ଯାଏ । ବିବାହ ପୂର୍ବରୁ ସମ୍ପର୍କୀୟ ମାନେ ସୁନ୍ଦର ଦେଖାଯିବା ପ୍ରତି ଧ୍ୟାନ ଦେଇଥାନ୍ତି କିନ୍ତୁ ବିବାହ ପରେ ଏଥିପ୍ରତି କେହି ଧ୍ୟାନ ଦିଅନ୍ତି ନାହିଁ । ଯାହା କାରଣ ରୁ ମହିଳା ମାନେ ମୋଟା ହୋଇ ଯାଆନ୍ତି ।


ଏହା ଛଡା ସେମାନେ ଅଧିକ କାମ କରିଥାନ୍ତି ଏବଂ ଖାଇ କରି ଶୋଇ ଯାଆନ୍ତି କିମ୍ବା ବସି କି କଥା ହୁଅନ୍ତି ନ ହେଲେ ଟିଭି ଦେଖନ୍ତି ଏହା ଦ୍ୱାରା ସେମାନଙ୍କ ପାକତନ୍ତ୍ର ରେ କିଛି ପରିବର୍ତ୍ତନ ଆସିଥାଏ ଏବଂ ଖାଦ୍ୟପେୟ ରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ବିବାହ ପରେ ବୟସ ବଢ଼ିବା ସହ ମହିଳାଙ୍କ ପାଚନ କ୍ରିୟା କମ ହୋଇଯାଏ ।

ଏଥିରେ ମେଦ ହ୍ରାସ ପ୍ରଣାଳୀ ଧୀରେ ଧୀରେ କମିଯାଏ ଏହା ଦ୍ୱାରା ମହିଳାମାନେ ବିବାହ ପରେ ମୋଟା ହୋଇ ଯାଆନ୍ତି । ତେଣୁ ସେମାନଂକୁ ବିବାହ ପରେ ନିଜର ଧ୍ୟାନ ନେବା ଆବଶ୍ୟକ ଅଟେ ଏବଂ ଯୋଗ, ବ୍ୟାୟାମ,ପ୍ରାଣାୟମ ମଧ୍ୟ କରିବା ଉଚିତ ଠିକ ଭାବରେ ଖାଇବା ଏବଂ ଶୋଇବା ମଧ୍ୟ ଆବଶ୍ୟକ ଅଟେ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *