ବିବାହ ପରେ ଐଶ୍ଵର୍ୟ୍ୟା ହେଇ ଯାଇଥିଲେ ଏତେ ମୋଟା କି ମଜାକ ଉଡାଇବାକୁ ଲାଗିଲେ ଲୋକ, ଆପଣ ବି ଦେଖନ୍ତୁ ଫଟୋ

କରୋନା ଭାଇରସ ଚାଲିଥିବା ସମୟରେ ସମ୍ପୂର୍ଣ୍ଣ ବଲିଉଡ ଯେମିତି ଅଟକି ଯାଇଛି , ଏହି ଲକଡାଉନ ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରିର କୋଟିଏ ଟଙ୍କାର କ୍ଷତି ହୋଇଛି । ଏମିତିରେ ସବୁ ଷ୍ଟାର ମାନେ ଘରେ ଖାଲି ବସିଛନ୍ତି । ସୋସିଆଲ ମିଡିଆରେ ନୁଆ ଫିଲ୍ମକୁ ନେଇ କିଛି ଖବର ମଧ୍ୟ ନାହିଁ । ଏହି ସିଚୁଏସନରେ ଷ୍ଟାରଙ୍କ ଲାଇଫ ସହ ଜଡିତ ପୁରୁଣା କାହାଣୀ ବହୁତ ଭାଇରାଲ ହେଉଛି । ଆଜି ଆମେ ଆପଣଙ୍କୁ ‘ମିସ ୱାଲ୍ଡ’ ରହି ସାରିଥିବା ଐଶ୍ୱର୍ୟ୍ୟା ରାୟଙ୍କ ସହ ଜଡ଼ିତ ଗୋଟେ କାହାଣୀ କହିବାକୁ ଯାଉଛୁ।

 

 

ଗୋଟେ ସମୟ ଥିଲା ଯେବେ ଐଶ୍ୱର୍ୟ୍ୟା ଙ୍କୁ ଦୁନିଆର ସବଠୁ ସୁନ୍ଦରୀ ମହିଳାର ଟାଇଟେଲ ମିଳିଥିଲା , ଯେବେ ବି କୌଣସି ସୁନ୍ଦର ମହିଳା କଥା ଉଠେ ତେବେ ଐଶ୍ୱର୍ୟ୍ୟାଙ୍କ ଉଦାହରଣ ଦିଆଯାଏ । ଏବେ ବି ଐଶ୍ୱର୍ୟ୍ୟାଙ୍କ ସୁନ୍ଦରତାରେ କିଛି ଅଭାବ ପଡିନି , 46 ବର୍ଷ ବୟସରେ ମଧ୍ୟ ସେ ନିଜକୁ ବହୁତ ମେଣ୍ଟେନ କରି ରଖିଛନ୍ତି । କିଛିଦିନ ତାଙ୍କର ଫିଗର ବିଗିଡି ଯାଇଥିଲା , ସେହି ସମୟରେ ଲୋକେ ତାଙ୍କର ବହୁତ ମଜାକ ଉଡାଇଥିଲେ ।

ପ୍ରେଗ୍ନେନ୍ସି ପରେ ମୋଟା ହୋଇଯାଇଥିଲେ ଐଶ୍ୱର୍ୟ୍ୟା

ଐଶ୍ୱର୍ୟ୍ୟା ଯେବେ ପ୍ରଥମେ ଝିଅ ଆରାଧ୍ୟା କୁ ଜନ୍ମ ଦେଲେ ତେବେ ସେ ବହୁତ ମୋଟା ହେଇ ଯାଇଥିଲେ । ତାଙ୍କର ଏହି ଫିଗର ଦେଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା । ଐଶ୍ୱର୍ୟ୍ୟା 2012 ରେ ଇଣ୍ଟରନ୍ୟାସନାଲ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଆସିଥିଲେ । ସେତେବେଳେ ତାଙ୍କର ମୋଟା ଫିଗରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ବଡ଼ି ସେମୀଙ୍ଗର ଶିକାର ହୋଇଥିଲେ ବଚ୍ଚନ ବୋହୁ

ଐଶ୍ୱର୍ୟ୍ୟା ଙ୍କ ଏହି ଫଟୋ ଦେଖି ଲୋକେ ବହୁତ ମଜାକ ଉଡ଼ାଇଥିଲେ , ଏହି ବିଷୟରେ ଐଶ୍ୱର୍ଯ୍ୟ ଗୋଟେ ଇଣ୍ଟରର୍ଭିଉରେ କହି ବି ଥିଲେ । ତେବେ ଐଶ କହିଥିଲେ – ଏହା କେବଳ ମାଆ ହେବା ପରର କଥା ନୁହେଁ । ଦେଖିବାକୁ ଗଲେ ଆପଣ ମା ହେବା ପରେ ତାର ବଡ଼ିକୁ ସେମ କରିଛନ୍ତି , ମୁଁ ଏହି ସବୁକିଛି ଭଲ ସେ ହ୍ୟାଣ୍ଡେଲ କରି ଦେଇଥିଲେ କାହିଁକି ନା ଏହି ପ୍ରକାରର ଜଜମେଣ୍ଟ ମୁଁ ଲମ୍ବା ସମୟ ଧରି ସହି ଆସୁଛି ।

ଏମିତି କରିଥିଲେ ଲୋକଙ୍କ ମୁହଁ ବନ୍ଦ

ଐଶ ଆଗକୁ କହିଲେ – ମୋତେ ଏହା ଦେଖିକି ହସ ଲାଗୁଥିଲା କି ଲୋକ କହୁଥିଲେ ‘ ଏହାର ଲାଇଫ ପରିର କାହାଣୀ ପରି , ହିଁ ମୋତେ ବହୁତ ଭଲ ଜିନିଷ ମୋ ଲାଇଫରେ ମିଳିଛି । ସେଥିପାଇଁ ମୁଁ ଠାକୁରଙ୍କ ପାଖରେ କୃତଜ୍ଞ ଅଛି ,କିନ୍ତୁ ଆପଣ କେମିତି ଜାଣିଲେ ମୋ ଲାଇଫ ପର୍ଫେକ୍ଟ୍ ଅଛି ବୋଲି । କେଉଁ ଆଧାରରେ ଆପଣ ଏହି କଥା କହୁଛନ୍ତି । ଏହା ପୁଣିଥରେ ଜଜମେଣ୍ଟ ଭଳି କଥା ଆସୁଛି । ଆପଣ ସେହି ଜିନିଷ ଦେଖି ଥାଆନ୍ତି ଯାହା ଆପଣଙ୍କୁ ଦେଖିବାକୁ ସହଜ ହୋଇଥାଏ ।

ମୋର ବିଶ୍ବାସ କରନ୍ତୁ , ଆପଣ କେମିତି ବି ଦେଖା ଯାଆନ୍ତୁ , ଆପଣଙ୍କୁ ସମସ୍ତଙ୍କ ଜଜମେଣ୍ଟର ସାମ୍ନା କରିବାକୁ ପଡ଼ିଥାଏ , ମୁଁ କେମିତି ଦେଖା ଯାଉଛି ଓ ଭବିଷ୍ୟତରେ କେମିତି ଦେଖା ଯିବି ଏହାର ବିଚାର କରିବ ମୋ କାମ , ଆପଣ ମୋତେ କହିବେନି କି ମୋତେ କଣ କରିବା ଦରକାର ।

ଐଶ୍ୱର୍ୟ୍ୟାଙ୍କ ବିବାହ 2007 ରେ ଅଭିଷେକ ବଚ୍ଚନଙ୍କ ସହିତ ହୋଇଥିଲା । ଅଭିଷେକ ବାଲକୋନୀରେ ଐଶ୍ୱର୍ୟ୍ୟା ଙ୍କୁ ପ୍ରପୋଜ କରିଥିଲେ , ଐଶ ବୟସରେ 2 ବର୍ଷ ବଡ ମଧ୍ୟ ଅଛନ୍ତି , ବିବାହ ସମୟରେ ଐଶ୍ୱର୍ୟ୍ୟା ଙ୍କୁ 33 ବର୍ଷ ଥିଲା ଓ ଅଭିଷେକ 31 ବର୍ଷର । 2011 ରେ ତାଙ୍କର ଗୋଟେ ସୁନ୍ଦରୀ ଝିଅ ହେଲା ତାଙ୍କ ନାମ ଆରାଧ୍ୟା ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର ଚଟପଟା ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *