ଖୁବ ଶୀଘ୍ର ଏହି ଆକ୍ଟର ଙ୍କୁ ବିବାହ କରିବାକୁ ଯାଉଛନ୍ତି “ଦ କପିଲ ଶର୍ମା” ସୋ ର କମେଡିଆନ ସୁଗନ୍ଧା ମିଶ୍ରା, ଏନଗେଜମେଣ୍ଟ ଫଟୋ ହେଲା ଭାଇରାଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନର ପ୍ରସିଦ୍ଧ ସୋ ‘ଦ କପିଲ ଶର୍ମା ସୋ’ ନିଶ୍ଚୟ ଦେଖିଥିବେ । ଏହି ସୋଟିକୁ ଲୋକ ମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି । ଏହି ସୋରେ କମେଡି କରୁଥିବା ସମସ୍ତ କଳାକାର ମାନେ ଲୋକ ମାନଙ୍କ ମନକୁ ଜିତି ପାରିଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସୋର ଫେମସ କଳାକାର ସୁଗନ୍ଧା ମିଶ୍ରଙ୍କୁ ନିଶ୍ଚୟ ଜାଣିଥିବେ । ବନ୍ଧୁଗଣ ସୁଗନ୍ଧା ସୋସିଆଲ ମିଡିଆରେ ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ବହୁତ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଏହି କିଛି ସମୟ ହେବ ସୁଗନ୍ଧା ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ଏହାର କାରଣ ହେଉଛି ସୁଗନ୍ଧା ବହୁତ ଶୀଘ୍ର ନିର୍ବନ୍ଧ କରିବାକୁ ଯାଉଛନ୍ତି । ତା ହେଲେ ବନ୍ଧୁଗଣ ସେ କାହା ସହିତ ନିର୍ବନ୍ଧ କରିବାକୁ ଯାଉଛନ୍ତି ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ବନ୍ଧୁଗଣ ଗତ କିଛି ଦିନ ହେବ କମେଡିଆନ ସୁଗନ୍ଧା ମିଶ୍ର ଓ ସଙ୍କେତ ଭୋସଲେ ପରସ୍ପରକୁ ଡେଟ କରୁଛନ୍ତି । ବର୍ତ୍ତମାନ ସେମାନେ ନିଜ ରିଲେସନସିପକୁ ଆଗକୁ ବଢାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି କିଛି ସମୟ ହେବ ସୁଗନ୍ଧା ମିଶ୍ର ଏକ ଅଫିସିଆଲ ଆନାଉନ୍ସମେଣ୍ଟ କରିଛନ୍ତି । ବନ୍ଧୁଗଣ ସୁଗନ୍ଧା ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଆନାଉନ୍ସମେଣ୍ଟ ଏକ ରୋମାଣ୍ଟିକ ଫଟୋ ସେୟାର କରିଦେଇଛନ୍ତି । ବନ୍ଧୁଗଣ ଏହି ଅନାଉନ୍ସମେଣ୍ଟ ହେଉଛି ସୁଗନ୍ଧା ଓ ସଙ୍କେତ ନିର୍ବନ୍ଧ କରିସାରିଛନ୍ତି ।

ଏହି ଖବର ବିଷୟରେ ଜାଣି ତାଙ୍କ ଫ୍ୟାନ୍ସ ମାନେ ବହୁତ ଅଧିକ ଖୁସି ହୋଇଛନ୍ତି । ସୁଗନ୍ଧା ସଙ୍କେତଙ୍କ ସହ ଏକ ରୋମାଣ୍ଟିକ ଫଟୋ ସେୟାର କରି କ୍ୟାପ୍ସନରେ ଲେଖିଥିଲେ, ‘ହମେଶା କେ ଲିୟେ #gettingmarried.’ । ଟିଭି ଓ ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରେଟି ମାନେ ସୁଗନ୍ଧା ଓ ସଙ୍କେତଙ୍କୁ ଶୁଭେଛା ଜଣାଇଛନ୍ତି । ଟୋନି କକ୍କଡ କମେଣ୍ଟ କରି ଲେଖିଛନ୍ତି ‘ବଧାଇ ହୋ ଆପ ଦୋନୋ କୋ, କିତନା ଆଛା ଲଗ ରହା ହେ ୟେ ସୁନକର’ ।

ବନ୍ଧୁଗଣ କମେଡିଆନ ସଙ୍କେତ ଭୋସଲେ ମଧ୍ୟ ସୁଗନ୍ଧାଙ୍କ ସହ ଏକ ରୋମାଣ୍ଟିକ ଫଟୋ ସେୟାର କରି ଲେଖିଥିଲେ, ‘ମୁଝେ ଅପ୍ନି ସନସାଇନ ମିଲ ଚୁକି ହେ’ । ଏହା ସହିତ ସେ ଏହି କ୍ୟାପ୍ସନକୁ ସୁଗନ୍ଧାଙ୍କୁ ଟ୍ୟାଗ କରିଛନ୍ତି । ବନ୍ଧୁଗଣ ସୁଗନ୍ଧା ଓ ସଙ୍କେତଙ୍କ ନାମ ଏକା ସହ ବହୁତ ଥର ସାମ୍ନାଙ୍କୁ ଆସିଛି । ଏହି ଦୁଇଜଣଙ୍କ ଫଟୋ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହୋଇଛି ଓ ଲୋକମାନେ ମଧ୍ୟ ଏହି ଦୁଇଜଣଙ୍କ ଯୋଡିକୁ ବହୁତ ଅଧିକ ପସନ୍ଦ କରନ୍ତି ।

ବର୍ତ୍ତମାନ ଏହି ଦୁଇଜଣଙ୍କ ନିର୍ବନ୍ଧ ହୋଇସାରିଛି ଓ ଆଗାମୀ ସମୟରେ ଏହି ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *