ବିବାହ ବନ୍ଧନରେ ବାନ୍ଧି ହେଲେ ଓଡିଶାର ଲୋକପ୍ରିୟ କମେଡିଆନ ଗୁଡୁ, ଦେଖନ୍ତୁ କାହାକୁ କଲେ ସେ ବିବାହ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସଫଳତା ହାସଲ କରିଥାନ୍ତି ।

ଏହି କଳାକାର ମାନେ ନିଜ ପର୍ଶନାଲ ଓ ପ୍ରଫେସନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଏହା ସହିତ ଏହି କଳାକାର ମାନେ ନିଜ ବିବାହ ଓ ନିଜ ଲଭ ଅଫେୟାର ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଲିଉଡ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।


ବନ୍ଧୁଗଣ ସେହି କଳାକାର ଜଣକ ହେଉଛନ୍ତି ଗୁଡୁ । ଗୁଡୁ ହେଉଛନ୍ତି ଏକ ହାସ୍ୟ ଅଭିନେତା । ସେ ଅନେକ ଫିଲ୍ମ ଓ ଟିଭି ସୋରେ ହାସ୍ୟ ଅଭିନେତା ରୂପେ ନଜର ଆସିଛନ୍ତି । ବନ୍ଧୁଗଣ ସେ ଓଲିଉଡ ଇଣ୍ଡଷ୍ଟ୍ରିର କେତେକ ଦିଗଜ ଅଭିନେତା ମାନଙ୍କ ସହ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । 


ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଗୁଡୁ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ଚର୍ଚାରେ ରହିବାର କାରଣ ବିଷୟରେ ଜାଣିଲେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ । ଗତ କାଲି ଗୁଡୁ କେନ୍ଦ୍ରାପଡା ରାଜନଗରର ପ୍ରିୟାଙ୍କା ରାଉତଙ୍କୁ ବିବାହ କରି ନିଜ ଜୀବନ ସାଥି କରିଛନ୍ତି । 


ଗୁଡୁ ଓ ପ୍ରିୟାଙ୍କା ପ୍ରଥମେ ସୋସିଆଲ ମିଡିଆ ଦ୍ଵାରା ପରସ୍ପର ସହ ବନ୍ଧୁତା କରିଥିଲେ । ୪୬ ଦିନ ପର୍ଯ୍ୟନ୍ତ ଏହି ଦୁଇଜଣ ପରସ୍ପର ସହ କଥା ହୋଇ ପ୍ରେମ କରିଥିଲେ । ଗତ କାଲି ସେ ଭୁବନେଶ୍ଵରର ଏକ ଘରୋଇ ସଂସ୍ଥାରେ ବିବାହ କରିଛନ୍ତି । ଗୁଡୁ ଓ ପ୍ରିୟାଙ୍କା କୋଭିଡ ନିୟମର ପାଳନ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଦୁଇଜଣଙ୍କ ବିବାହରେ ତାଙ୍କ ପରିବାର ଲୋକ ଉପସ୍ଥିତ ଥିଲେ ।

ବିବାହ ପାଇଁ ଦୁଇଜଣ ବହୁତ ଖୁସି ଅଛନ୍ତି । ସୋସିଆଲ ମିଡିଆରେ ଏହି ଦୁଇଜଣଙ୍କ ବିବାହ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ବହୁତ ଖୁସି ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଗୁଡୁଙ୍କ ବିବାହ ଖବରଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *