Vastu Shastra- ଭୁଲ ରେ ମଧ୍ୟ ଏହି ସମୟ ରେ ଆଇନା ଦେଖନ୍ତୁ ନାହିଁ, ହୋଇଥାଏ ବହୁତ ଅମଙ୍ଗଳ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ମହତ୍ତ୍ୱ ବହୁତ ରହିଛି । ହିନ୍ଦୁ ଧର୍ମ ରେ ଅନେକ ଲୋକ ଶାସ୍ତ୍ର କୁ ବହୁତ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଅନେକ ଉପକାରୀ ଵିଷୟ ସମ୍ପର୍କରେ ଲେଖା ହୋଇଛି । ଯାହାକୁ ପାଳନ କରିବା ଦ୍ୱାରା ମନୁଷ୍ୟ ସଫଳତା ର ଶୀର୍ଷରେ ପହଞ୍ଚି ପାରିଥାଏ । ଏହି ଶାସ୍ତ୍ର ରେ ଅନେକ ଭଲ ଭଲ କଥା ସମ୍ପର୍କରେ ଲିପିବଦ୍ଧ ହୋଇ ରହିଛି । ଏଥିରେ ଲେଖା ହୋଇଥିବା ପ୍ରତ୍ୟେକ କଥା ସତ୍ୟ ହୋଇଥାଏ । ଭଗବାନ ଶିବ ଶଙ୍କର ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇ ଥିବା ପ୍ରତ୍ୟେକ କଥା ସତ୍ୟ ହୋଇଥାଏ । ଶାସ୍ତ୍ର ରେ ଏପରି କିଛି ତଥ୍ୟ ଦିଆ ଯାଇଛି ଯାହା ଦ୍ୱାରା ଆପଣ ଧନ ସମ୍ପତ୍ତି ପାଇପାରିବେ ।

ଯଦି ଆପଣ ତାହାକୁ ମାନି ଚଳିଥାନ୍ତି ତେବେ ତାହା ସଫଳ ହୋଇଥାଏ । ସେହିପରି ଶାସ୍ତ୍ର ରେ କେଉଁ ସମୟ ରେ କେଉଁ ଜିନିଷ କୁ ଦେଖିବା ଶୁଭ ହୋଇଥାଏ କିମ୍ବା ଅଶୁଭ ହୋଇଥାଏ ସେ ବିଷୟରେ ବର୍ଣ୍ଣନା କରାଯାଇଛି । ଯଦି ଆମେ ତାହା ମାନିବା ତ ବହୁତ ଭଲ ହୋଇଥାଏ । ଶାସ୍ତ୍ର ଅନୁସାରେ ଏହି ସମୟ ରେ ବିଲକୁଲ ମଧ୍ୟ ଆଇନ ଦେଖିବା ଉଚିତ ନୁହେଁ । ଏହା ଦ୍ୱାରା ବହୁତ କ୍ଷତି ହୋଇଥାଏ । ତେବେ ଆସନ୍ତୁ ଏହି ବିଷୟ ରେ ଆହୁରି ଅଧିକ ଜାଣିବା ।

ପ୍ରଥମ କଥା ଟି ହେଉଛି ଆଇନା ରେ ବେଶୀ ସମୟ ନିଜକୁ ଦେଖିବା ଉଚିତ ନୁହେଁ । ଏହା ଦ୍ବାରା ଆପଣଙ୍କ ମଧ୍ୟରେ ନକରାତ୍ମକ ଶକ୍ତି ର ସଂଚାର ହୋଇଥାଏ । ଏହା ଦ୍ବାରା ଆପଣ ଧୀରେ ଧୀରେ ବର୍ବାଦ ହୋଇ ଯାଇଥାନ୍ତି । ଆପଣଙ୍କ ର ବର୍ବାଦ ହେବାର କାରଣ ଆପଣ ନିଜେ ହିଁ ହୋଇଥାନ୍ତି ।

ଦ୍ଵିତୀୟ କଥା ଟି ହେଉଛି ରାତ୍ର ସମୟ ରେ କେବେ ହେଲେ ଏକାନ୍ତ ରେ ଆଇନା ରେ ନିଜର ଚେହେରା ଦେଖିବା ଉଚିତ ନୁହେଁ । ଏହା ଦ୍ବାରା ଆପଣଙ୍କ ର ବହୁତ ଅମଙ୍ଗଳ ହୋଇଥାଏ । ଆଇନ ବ୍ୟକ୍ତି ର ସୁନ୍ଦରତା କୁ ଦେଖାଇବା ସହିତ ଖରାପ ଶକ୍ତି କୁ ଘରକୁ ଆଣିବା ରେ ମଧ୍ୟ ସାହାଯ୍ୟ କରିଥାଏ । ଯଦି ଆପଣ ରାତ୍ର ସମୟ ରେ ଆଇନା କୁ ଦେଖିବେ ତେବେ ଏହା ଦ୍ବାରା ଆପଣଙ୍କ ମଧ୍ୟ ରେ ନକରାତ୍ମକ ଶକ୍ତି ର କାୟା ବିସ୍ତାର ହେବ । ଯାହା ଦ୍ୱାରା ଆପଣ ଅନେକ ପ୍ରକାର ଖରାପ ଅଭ୍ୟାସ ରେ ପଡିଯିବେ । ଏହା ଆପଣଙ୍କ ପାଇଁ ବହୁତ କ୍ଷତି କାରକ ହୋଇଥାଏ ।

ତୃତୀୟ ରେ ବାସ୍ତୁ ଶାସ୍ତ୍ର ଅନୁସାରେ ଆଇନା ଚେହେରା କୁ ସଜାଡ଼ିବା ସହିତ ଆପଣଙ୍କ ର ଭାଗ୍ୟ କୁ ବିଗାଡିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ତେଣୁ ଆଇନା ର ବ୍ୟବହାର କମ କରିବା ଉଚିତ ।

ଚତୁର୍ଥ କଥା ଟି ହେଉଛି ଶୋଇବା ଘରେ କେବେ ମଧ୍ୟ ଆଇନା ରଖିବା ଉଚିତ ନୁହେଁ । କାରଣ ଆଇନା ରୁ ଅନେକ ନକରାତ୍ମକ ଶକ୍ତି ବାହାରି ଥାଏ ଯାହା ଦ୍ୱାରା ଆପଣଙ୍କ ର ବହୁତ କ୍ଷତି ହୋଇଥାଏ । ଯଦି ଆପଣ ନିଜର ଶୋଇବା ଘରେ ଆଇନା ରଖୁଛନ୍ତି ତେବେ ଏହାକୁ ଏପରି ଜାଗା ରେ ରଖନ୍ତୁ ଯେପରି ଆପଣ ସକାଳୁ ଉଠିବା କ୍ଷଣି ଆପଣଂକୁ ଆଇନା ଦେଖା ନ ଯାଉ । ଅର୍ଥାତ ଆଇନା କୁ ନିଜର ଖଟ ସମ୍ମୁଖରେ ରଖନ୍ତୁ ନାହିଁ । ଏହା ଦ୍ଵାରା ତାହା ମଧ୍ୟରେ ଥିବା ଅଶୁଭ ଶକ୍ତି ଆପଣଙ୍କ ଉପରେ ଖରାପ ନଜର ରଖିଥାଏ । ଯାହା ଦ୍ୱାରା ଆପଣଂକର ବହୁତ କ୍ଷତି ହୋଇଥାଏ ।


ପଞ୍ଚମ କଥା ଟି ହେଉଛି ଭୁଲ ରେ ମଧ୍ୟ ନିଜ ଘରେ ଭଙ୍ଗା ଆଇନା ରଖନ୍ତୁ ନାହିଁ । କାରଣ ଏହା ଦ୍ବାରା ଆପଣଙ୍କ ର ବହୁତ କ୍ଷତି ହୋଇଥାଏ । ଏଥିରେ ଥିବା ଖରାପ ଶକ୍ତି ଆପଣଂକୁ ବିଭିନ୍ନ ପ୍ରକାର ବିପଦ ରେ ପକାଇଥାଏ । ଭଙ୍ଗା ଆଇନା ଘରେ ରଖିବା ଦ୍ୱାରା ଦୁର୍ଘଟଣା ଭଳି ବିପଦ ମାଡି ଆସିଥାଏ । ତେଣୁ କେବେ ହେଲେ ନିଜ ଘରେ ଭଙ୍ଗା ଆଇନା ରଖନ୍ତୁ ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *