Odia Jokes- ଶାଳି ନିଜ ଭିଣେଇ ସହିତ ଏକ ଟ୍ରେନ ରେ ଯାଉଥିଲା, ରାତି ସମୟରେ ଅଚାନକ ଭିଣେଇ ପଚାରିଲା- କଣ ତୁ ଆଜି ରାତି ପାଇଁ ମୋ ସ୍ତ୍ରୀ ହେଇ ପାରିବୁ ? ଆଉ ତା’ ପରେ…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ଲୋକ ଟଙ୍କା କମାଇବା ପାଇଁ ଦିନ ରାତି ଏକ କରିଦେଉଛନ୍ତି, ଯାହାଫଳରେ ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି । ବନ୍ଧୁଗଣ ହସ ମଣିଷର ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଯଦି ମଣିଷ ସବୁବେଳେ ହସ ଖୁସିରେ ରହିବ ତା ହେଲେ ସେ ନିଜର ସମସ୍ତ କାମକୁ ହସ ଖୁସିରେ ପୂରଣ କରିବ। ବନ୍ଧୁଗଣ ଆପଣଙ୍କ ବ୍ୟସ୍ତପୂର୍ଣ୍ଣ ଜୀବନରେ କିଛି ଖୁସି ନେଇ ଆଜିଆମେ ଆସିଛୁ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ନେଇ ଆସିଛୁ, ଯାହାକୁ ପାଢୀ ଆପଣ ମାନେ ବହୁତ ହସିବେ । ବନ୍ଧୁଗଣ ଏହି ଜୋକ୍ସ ଗୁଡିକୁ ପଢିଲେ ଆପଣ ନିଜ ହସକୁ ରୋକୀ ପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ  ।

୧. ପପୁ ହୋଟେଲରେ ଚେକଇନ କରି କହିଲା

ପପୁ- ଗୋଟେ ଡବଲ ରୁମ ଦେବ…

ହୋଟେଲ ମ୍ୟାନେଜର- ହେଲେ ସାର ଆପଣ ତ ଏକା ଅଛନ୍ତି ?

ପପୁ- ମୁ ହେଉଛି ଜଣେ ବିବାହିତ ମଣିଷ, ତେଣୁ ମୁଁ ଚାହୁଁଛି ଗୋଟେ ବେଡରେ ମୁ ଏକା ଶୋଇବି ଓ ଅନ୍ୟ ବେଡରେ ଶାନ୍ତି ପାଇବି ।

୨. ପ୍ରଥମେ ଲୋକ ମାନଙ୍କୁ ଲାଗିଥାଏ ଦୁନିଆରେ କେବଳ ୭ଟି ରଙ୍ଗ ରହିଥାଏ ହେଲେ ଥରେ ନିଜ ସ୍ତ୍ରୀ ସହ ନେଲ ପୋଲିସ ଆଣିବାକୁ ମାର୍କେଟ ଯାଅ ଜାଣିପାରିବ କେତେ ରଙ୍ଗ ରହିଛି ।

୩. ୯୯ ପ୍ରତିଶତ ଶାଶୁ ନିଜ ବୋହୁ ମାନଙ୍କୁ ମହାରାଣୀର ନାମରେ ସମ୍ବୋଧନ କରିଥାନ୍ତି, ଜାଣିପାରୁଥିବେ କଣ ପାଇଁ… ହେଲେ ମଧ୍ୟ ବୋହୁ ମାନେ ଖୁସି ହୁଅନ୍ତି ନାହିଁ

୪. ସମ୍ପର୍କୀୟ- ପୁଅ ଆଗକୁ କଣ ସବୁ ଯୋଜନା କରିଛ ?

ପପୁ- ସେଇଟା ତ ଆପଣଙ୍କ ଉପରେ ନିର୍ଭର କରେ

ସମ୍ପର୍କୀୟ- ସେଇଟା କେମିତି ?

ପପୁ- ଯଦି ଆପଣ ୧୦୦ ଟଙ୍କା ଦେବେ ତା ହେଲେ ମୁ ବର୍ଗର ଆଣିବି ଓ ଯଦି ୨୦୦ ଟଙ୍କା ଦେବେ ତା ହେଲେ ମୁ ପିଜା ଆଣିବି । ଆପଣ କୁହନ୍ତୁ କଣ ଆଣିବି ।

୫. ଶିକ୍ଷକ- ପୁଅ ତୁମ ଘରେ ସବୁଠାରୁ ସାନ କିଏ ?

ଛାତ୍ର- ମୋ ବାପା ।

ଶିକ୍ଷକ ଆଶ୍ଚର୍ଯ୍ୟ ହୋଇ କହିଲେ- ପୁଅ କେମିତି ?

ଛାତ୍ର- କାରଣ ସେ ବର୍ତ୍ତମାନ ପର୍ଯ୍ୟନ୍ତ ମାମାଙ୍କ ପାଖରେ ସୋଉଛନ୍ତି । ଶିକ୍ଷକ ବେହୋସ ହେୟଇଗଲେ ଏହା ଶୁଣି ।

୬. ସ୍ତ୍ରୀ ରୋମାଣ୍ଟିକ ହୋଇ ସ୍ଵାମୀକୁ କହିଲା

ସ୍ତ୍ରୀ- ଆମ ବିବାହକୁ ୨୫ ବର୍ଷ ହୋଇଗଲା… ଏତେ ବର୍ଷ କେମିତି ପଳେଇଲା କିଛି ଜଣା ପଡିଲା ନାହିଁ

ସ୍ଵାମୀ- ସମୟ ବିଷୟରେ କେବଳ କଇଦି ଜାଣିଥାଏ, ଜେଲରକୁ ଜଣା ପଡିନଥାଏ ।

୭.ସ୍ତ୍ରୀ- ଶୁଣୁଛ ଡାକ୍ତର ମତେ ରେସ୍ଟ ନେବା ପାଇଁ ଲଣ୍ଡନ ନହଲେ ଆମେରିକା ଯିବା ପାଇଁ କହିଛନ୍ତି, ଆମେ କେଉଁଠିକି ଯିବା ?

ସ୍ଵାମୀ- ଅନ୍ୟ ଡାକ୍ତର ପାଖକୁ ଯିବା ।

୮. ଶାଳି ନିଜ ଭିଣେଇ ସହିତ ଏକ ଟ୍ରେନ ରେ ଯାଉଥିଲା, ରାତିରେ ସେ ବହୁତ ସମୟ ପର୍ଯ୍ୟନ୍ତ ଭିଣେଇକୁ ନିଜ କଥା ଶୁଣଉ ଥିଲା

ସେହି ସମୟରେ ଅଚାନକ ଭିଣେଇ ପଚାରିଲା- କଣ ତୁ ଆଜି ରାତି ପାଇଁ ମୋ ସ୍ତ୍ରୀ ହେଇ ପାରିବୁ ?

ଶାଳି ଲାଜେଇ ଯାଇ କହିଲା- ହଁ, ଯେମିତି ତୁମ ଇଚ୍ଛା

ଭିଣେଇ- ତ ଚାଲ ଏବେ ତୋର

ବକବକ ବନ୍ଦ କର ଆଉ ଶୋଇପଡ

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *