ଭଲ ପାଇ ବାହା ହେଲା ପରେ ସ୍ତ୍ରୀ ର ତଣ୍ଟି ଚିପି ମାରିଦେଲା ସ୍ଵାମୀ, ସଫେଇ ଦେଇ ସ୍ଵାମୀ କହିଲା କିଛି ଏମିତି କି ଶୁଣିଲେ ଆପଣଙ୍କ ରକ୍ତ ଗରମ ହେଇଯିବ, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘ-ଟ-ଣା ଓ ଖବର ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପା-ଲ-ଟୁ-ଛି । ସାଧାରଣତଃ ଏହି ସବୁ ଘ-ଟ-ଣା ଓ ଖବର ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଖବର ସାମ୍ନାକୁ ଆସୁଛି ଓ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

କାରଣ ଏଭଳି ଘ-ଟ-ଣା ବିଷୟରେ କଳ୍ପନା କରିବା ବି ବହୁତ କ-ଷ୍ଟ-କ-ର । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘ-ଟ-ଣା ବିଷୟରେ । ବନ୍ଧୁଗଣ ଏକ ହ-ତ୍ୟା-କୁ ଏକ ବର୍ଷ ପୁରିଥିବା ବେଳେ ଏକ ଚାଞ୍ଚଲ୍ୟକାର ବୟାନ ଦେଇଛି ପ୍ରେମିକ । ପ୍ରେମିକ ବୟାନ ଦେଇ କହିଛି- ‘ଝ-ଗ-ଡା ହୋଇଥିଲା, ରା-ଗ ଲାଗିଲା, ତ-ଣ୍ଟି ଚି-ପି ମା-ରି-ଦେ-ଲି’ ।

ଏବେ ଯୁଡିଆ ଘାଟରୁ ଠାବ ହୋଇଛି ପ୍ରେମିକାଙ୍କର ହାଡ ଓ ଚୁଡି । ସୂଚନା ମୁତାବକ ଉପରା କାଦକଳା ଗାଁର ଚକ୍ରଧର ଭଣା ନୟାକୋଟ ଗାଁର ନବାତ ଡାଙ୍ଗୁଆଙ୍କୁ ପ୍ରେମ ବିବାହ କରିଥିଲେ । ହେଲେ ଚକ୍ରଧର ଓ ନବାତ ଭିନ୍ନ ଜାତିର ହୋଇ ଥିବାରୁ ବିବାହ ପାଇଁ ଚକ୍ରଧରଙ୍କ ପରିବାର ରାଜି ନ ହେବାରୁ ଦୁହେଁ ଘର ଛାଡି ଚା-ଲି ଯାଇଥିଲେ ।

ପ୍ରଥମେ କଟକ ଓ ପରେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ଠାରେ ରହିଥିଲେ । ହେଲେ ଗତ ଜୁଲାଇ ମାସରେ ଚକ୍ରଧର ପୁଣି ଅନ୍ୟ ଏକ ଯୁବତୀଙ୍କ ସହ ବିବାହ କରିବା ପରେ ନବାତଙ୍କ ପରିବାର ଲୋକଙ୍କ ସ-ନ୍ଦେ-ହ ବ-ଢି-ଥିଲା । ଝିଅ କେଉଁଠି ଅଛି ବୋଲି ସେମାନେ ପ୍ରଶ୍ନ କରିଥିଲେ । ହେଲେ ଚକ୍ରଧର କୌଣସି ଉତ୍ତର ଦେଇ ନଥିଲେ ।

ଯାହା ଫଳରେ ନବାତଙ୍କ ପରିବାର ଲୋକ ଥା-ନା-ର ଦ୍ଵାରସ୍ତ ହୋଇଥିଲେ । ଗତ କିଛି ଦିନ ହେବ ଥାନାରେ ଚକ୍ରଧରଙ୍କୁ ପଚରା ଉଚରା କରିବା ପରେ ସବୁ ସତ କଥା ସାମ୍ନାକୁ ଆସିଥିଲା । ଏହି ସତ ସମସ୍ତଙ୍କ ନି-ଦ ହ-ଜା-ଇ ଦେଇଛି । ପ୍ରେମିକାଙ୍କ ହ-ତ୍ୟା-କୁ ନେଇ ସାଂ-ଘା-ତି-କ ବୟାନ ଦେଇଛନ୍ତି ପ୍ରେମିକ ଚକ୍ରଧର ।

କ୍ରୋ-ଧ-ରେ ଆସି ପ୍ରେମିକାକୁ ମା-ରି-ଦେ-ଲି ବୋଲି ନିଜେ ସମସ୍ତଙ୍କୁ କହିଛି ଚକ୍ରଧର । ଏବେ ପ୍ରେମିକାଙ୍କ ହାଡ ଓ ଚୁଡିକୁ ପୋଲିସ ଠା-ବ କରିବା ସହ ଚକ୍ରଧରଙ୍କୁ ପୋଲିସ ଗି-ର-ଫ କରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *