ଭାଇରାଲ ସସ୍ମିତାଙ୍କ ମା’ କାନ୍ଦି କାନ୍ଦି କହୁଛନ୍ତି ଝିଅ ତୁ ଘରକୁ ଫେରିଆସେ, ଆମକୁ ଟଙ୍କା ଦରକାର ନାହିଁ …

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ  ଗାଁରେ ନିଜ ଝିଅକୁ ଖୋଜୁଛନ୍ତି ମା ‘ ଝିଅର ଅଭିଯୋଗକୁ ନେଇ ଦ୍ଵନ୍ଦରେ ସାହିଭାଇ । କାହାର ରହିଗଲା ଭୁଲ ଓ କିଏ କରୁଛନ୍ତି ପଶ୍ଚାତାପ । ପ୍ରଭୁଲୀଙ୍ଗ ରାଜ ମନ୍ଦିରରେ ବସି ଭିକ ମାଗୁଥିଲେ ସସ୍ମିତା ମାତ୍ର 19 ବର୍ଷ ବୟସରେ ଆଖିରେ ଅନେକ ସ୍ଵପ୍ମ ଦେଖି ବାଲେଶ୍ଵର ରୁ ଭୁବନେଶ୍ବରକୁ ଆସିଥିଲେ । ଯାହାଙ୍କ କଣ୍ଟରେ ମା ସରସ୍ଵତୀ ବାସ କରନ୍ତି ଏବଂ ଯାହାଙ୍କ କଣ୍ଟସ୍ଵରକୁ ସମଗ୍ର ଓଡିଶାବାସୀ  ବହୁତ ଭଲ ପାଇବା ଦେଇଥିଲେ ।

ସସ୍ମିତାଙ୍କ ଗୀତ ରାତାରାତି ମିଲିୟନ୍ସ ଛୁଇଁଥିଲା । ଏଭଳି ଆଖିରେ ଅନେକ ସ୍ଵପ୍ନ ଝୁରୁଥିଲା କିନ୍ତୁ ଏବେ ତାଙ୍କ ସ୍ଵପ୍ନ ଆଗରେ ପ୍ରତିବନ୍ଧକ ସାଝିଛି ତାଙ୍କ ମୂଲ୍ୟହୀନ ଅଭିଯୋଗ । ଏହା ନିଜର ଓ ସମାଜରେ ସମ୍ମାନ ଦେଇଥିଲା ବ୍ୟକ୍ତିର ସମ୍ମାନକୁ ହରାଇଛି । ତେବେ ଏସବୁ ଘଟଣା ଯେବେ ଗାଁ ରେ ରହୁଥିବା ମା ‘ ଙ୍କ କାନରେ ଯାଇଛି ଶୁଭିଛି । ତେବେ ତାଙ୍କୁ ଏହା ବହୁତ କଷ୍ଟ ଦେଇଛି ।

ମା ‘ ଜାଣିପାରୁନାହାଁନ୍ତି କାହାର ଭୁଲ ତେଣୁ ନିଜ ଝିଅକୁ ଗାଁ କୁ ଆସିଯିବାକୁ କହୁଛନ୍ତି । ଅପର ପକ୍ଷରେ ତାଙ୍କ ପରିସ୍ଥିତି ଦେଖି ସସ୍ମିତାଙ୍କ ଗୀତକୁ ଲୋକଲୋଚନକୁ ଆଣିଥିବା ରାହୁଲ ବିରୁଦ୍ଧରେ ଝିଅ ଏଭଳି ଅଭିଯୋଗ କରିବାକୁ ସେ ସହଜରେ ସହ୍ୟ କରିପାରୁନାହାଁନ୍ତି । ଝିଅ ସସ୍ମିତା କେମିତି ବଦଳିଗଲା ତାକୁ ମଧ୍ୟ ସେ ବିଶ୍ଵାସ କରିପାରୁନାହାଁନ୍ତି ।

ଏସବୁ ବିଷୟକୁ ଶୁଣିବା ପରେ ସେ ମଧ୍ୟ ଦ୍ଵନ୍ଦରେ ପଡିଯାଇଛନ୍ତି କାହାକୁ ବା ସମତ କରିବେ । ଅନ୍ୟ ପଟେ ଗାଁ ସାହିଭାଇ ମାନେ ଫୋନ କରି ସସ୍ମିତାକୁ ଗାଁ କୁ ଫେରିଯିବାକୁ କହୁଛନ୍ତି । ଭୁଲ ଠିକ ବିଚାର କରିବାର ବୁଝାଶକ୍ତି ଆମମାନଙ୍କ ପାଖରେ ନାହିଁ ତେଣୁ ତୁ ଗାଁ କୁ ପଳେଇ ଆସେ । ତେବେ ସସ୍ମିତାଙ୍କ ଏହି ଅଭିଯୋଗ ସାମ୍ବାଦିକ ରାହୁଲଙ୍କ ଉପରେ କେତେ ଯେ ପ୍ରଭାବ ପକେଇଛି ତାହା ସେହି ଜାଣିପାରିବେ ।

19 ବର୍ଷର ଝିଅ ସସ୍ମିତା ସେ ମଧ୍ୟ ଜାଣିନାହାଁନ୍ତି କଣ ଠିକ ଭୁଲ ତେଣୁ ମା କାନ୍ଦି କହୁଛନ୍ତି ସସ୍ମିତା ତୁ ଘର ଆସିଯା ଆମକୁ ଟଙ୍କା  ଦରକାର ନାହିଁ । ତେବେ ଏହି ଖବରକୁ ନେଇ ଆପଣ ମତ କଣ ଆମକୁ କାମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *