ଭାଗ୍ୟଶ୍ରୀ ଙ୍କ ଝିଅ ଦେଖିବାକୁ ବହୁତ ସୁନ୍ଦର ଓ ବୋଲ୍ଡ ଯାହାଙ୍କ ଆଗରେ ଫିକା ପଡି ଯାଆନ୍ତି ବଲିଉଡ ଅଭିନେତ୍ରୀ, ଖୁବ ଶୀଘ୍ର ବଲିଉଡ ରେ କରିବେ ଡେବ୍ୟୁ

ଆପଣମାନେ ସମସ୍ତେ ଫିଲ୍ମ ‘ମେନେ ପ୍ୟାର କିଆ’ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମରେ ଥିବା ନାୟିକା ସୁମନର ଭୂମିକା କରିଥିବା ଭାଗ୍ୟଶ୍ରୀ ଏହି ଗୋଟିଏ ଫିଲ୍ମ ଦ୍ଵାରା ସମସ୍ତଙ୍କ ମନକୁ ଜିତି ନେଇଥିଲେ । ଏହି ଫିଲ୍ମଟି ୧୯୮୯ ମସିହାରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ନାୟକ ଥିଲେ ସୁପର ଷ୍ଟାର ସଲମାନ ଖାନ । ଭାଗ୍ୟଶ୍ରୀ ନିଜର ପ୍ରଥମ ଫିଲ୍ମର ଡେବ୍ୟୁ ସଲମାନ ଖାନଙ୍କ ସହ କରିଥିଲେ । ଏହି ଫିଲ୍ମ ପରଠାରୁ ଭାଗ୍ୟଶ୍ରୀଙ୍କ ଲୋକପ୍ରିୟତା ବହୁତ ଅଧିକ ହୋଇଯାଇଥିଲା ।

ଲୋକମାନେ ତାଙ୍କର ଅଭିନୟକୁ ଏହି ଫିଲ୍ମରେ ବହୁତ ପସନ୍ଦ କରିଥିଲେ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଭାଗ୍ୟଶ୍ରୀଙ୍କ ଝିଅ ଅବନ୍ତିକା ଦଶାନୀଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଅବନ୍ତିକାଙ୍କ ବିଷୟରେ ।

ଭାଗ୍ୟଶ୍ରୀଙ୍କ ଝିଅ ଅବନ୍ତିକା ବହୁତ ସୁନ୍ଦର ଓ ଷ୍ଟାଇଲିସ ଦେଖାଯାନ୍ତି । ଅବନ୍ତିକା ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ତାଙ୍କର ସମସ୍ତ ପୋଷ୍ଟ ବହୁତ ମାତ୍ରାରେ ଭାଇରାଲ ହେଉଛି । ଅବନ୍ତିକା ବର୍ତ୍ତମାନ ୨୫ ବର୍ଷର ହୋଇସାରିଛନ୍ତି । ସେ କୌଣସି ଫଙ୍କସନ ବା ଇଭେଣ୍ଟରେ ବହୁତ କମ ନଜର ଆସନ୍ତି । ହେଲେ ଅବନ୍ତିକା ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ରୁହନ୍ତି ।

ଅବନ୍ତିକା ଦଶାନୀ କୌଣସି ଷ୍ଟାର କିଡ୍ସଙ୍କ ଠାରୁ କମରେ ନାହାନ୍ତି । ଅବନ୍ତିକା ଲାଇମ ଲାଇଟ ଠାରୁ ଦୂରରେ ରହିଲେ ମଧ୍ୟ ସୋସିଆଲ ମିଡିଆରେ ତାଙ୍କର ବହୁତ ଚର୍ଚା ହେଉଛି । ଅବନ୍ତିକା ଲଣ୍ଡନରେ ନିଜର ପାଠ ପଢା ଶେଷ କରିଛନ୍ତି । ଅବନ୍ତିକାଙ୍କୁ ଟ୍ରାଭେଲିଙ୍ଗ, ଡ୍ୟାନ୍ସ ଓ ପାର୍ଟି ବହୁତ ଭଲ ଲାଗେ । ଏହା ସହିତ ଅବନ୍ତିକାଙ୍କୁ ସମାଜ ସେବା କରିବା ପାଇଁ ମଧ୍ୟ ବହୁତ ଭଲ ଲାଗେ ।

‘ମେନେ ପ୍ୟାର କିଆ’ ଫିଲ୍ମ ପରଠାରୁ ଭାଗ୍ୟଶ୍ରୀ ଅନ୍ୟ କୌଣସି ଫିଲ୍ମରେ ନଜର ଆସି ନଥିଲେ । ଭାଗ୍ୟଶ୍ରୀଙ୍କର ଏକ ପୁଅ ଅଭିମନ୍ୟୁ ମଧ୍ୟ ଅଛି । ଭାଗ୍ୟଶ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ନିଜ ଫ୍ୟାନ୍ସ ମାନଙ୍କ ସହ ଯୋଡି ହୋଇ ରୁହନ୍ତି । ‘ମେନେ ପ୍ୟାର କିଆ’ ଫିଲ୍ମଟି ସେତେବେଳର ସମୟରେ ସୁପର ହିଟ ଫିଲ୍ମ ହୋଇଥିଲା ।

ଖବର ଅନୁସାରେ ଜଣା ପଡିଛି ଯେ, ଭାଗ୍ୟଶ୍ରୀଙ୍କ ଝିଅ ଅବନ୍ତିକା ବହୁତ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସଲମାନ ଖାନ ଭାଗ୍ୟଶ୍ରୀଙ୍କ ଝିଅଙ୍କୁ ବହୁତ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାର ମନ ବନାଉଛନ୍ତି ।

 

ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ ‘ମର୍ଦ କୋ ଦରଦ ନେହି ହୋତା’ ଫିଲ୍ମରୁ ନିଜର ଡେବ୍ୟୁ କରି ସାରିଛନ୍ତି । ଅନ୍ୟ ପକ୍ଷରେ ଲୋକମାନେ ଅବନ୍ତିକାଙ୍କର ବଲିଉଡ ଡେବ୍ୟୁ ପ୍ରତି ଅପେକ୍ଷା କରିଛନ୍ତି । ଖବର ଅନୁସାରେ ଜଣା ପଡିଛି ଆଗାମୀ ବର୍ଷରେ ଅବନ୍ତିକା ବଲିଉଡରେ ଡେବ୍ୟୁ କରିପାରନ୍ତି । ଏହି ଖବର ସୋସିଆଲ ମିଡିଆରେ ମଧ୍ୟ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *