ସୁନ୍ଦରତା ମାମଲାରେ ବଲିଉଡ ହିରୋଇନଙ୍କୁ ବି ପଛରେ ପକାଇ ଦିଅନ୍ତି ସାଉଥ ର ଏହି ଅଭିନେତ୍ରୀମାନେ

ବନ୍ଧୁଗଣ ସାଉଥରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ସାମ୍ନାରେ ବଲିଉଡ ଅଭିନେତ୍ରୀ ମାନେ ମଧ୍ୟ ଫିକା ପଡିଯାନ୍ତି । ଏହି ଅଭିନେତ୍ରୀ ମାନେ ବହୁତ ସୁନ୍ଦର ଓ ଆକର୍ଷିତ ଦେଖାଯାନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ମାନନକ ଡିମାଣ୍ଡ ବହୁତ ଅଧିକ । ଆଜି ଆମେ ଆପଣଙ୍କୁ ସାଉଥର ଏହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

୧. ରାଶି ଖନା

ଆପଣ ମାନେ ସମସ୍ତେ ସାଉଥର ଲୋକପ୍ରିୟ ଅଭିନେତ୍ରୀ ରାଶି ଖନାଙ୍କୁ ନିଶ୍ଚୟ ଦେଖିଥିବେ । ରାଶି ସାଉଥରେ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ଏହି ଅଭିନେତ୍ରୀ ଜଣକ ସାଉଥର ଟପ ହିରୋଇନ ମାନଙ୍କ ମଧ୍ୟରେ ଅଛନ୍ତି । ଲୋକମାନେ ତାଙ୍କ ସୁନ୍ଦରତା ଓ ଅଭିନୟକୁ ଦେଖିବା ପାଇଁ ବହୁତ ପସନ୍ଦ କରନ୍ତି ।

୨. ନୟନତାରା

ନୟନତାରା ହେଉଛନ୍ତି ସାଉଥର ଟପ ଡିମାଣ୍ଡ ହିରୋଇନ ମାନଙ୍କ ମଧ୍ୟରୁ ଜଣେ । ସେ ତାମିଲ ଓ ତେଲୁଗୁ ଉଭୟ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି । ତାଙ୍କର ଲୁକ୍ସ ଓ ସୁନ୍ଦରତାକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ତାଙ୍କର ଲୋକପ୍ରିୟତା ପୁରା ଭାରତ ବର୍ଷରେ ବହୁତ ଅଧିକ ।

୩. କୀର୍ତି ସୁରେଶ

କୀର୍ତି ନିଜର ଅଭିନୟ ଓ ଲୁକ୍ସ ପାଇଁ ବହୁତ ଫେମସ ଅଛନ୍ତି । ସେ ତାମିଲ ଫିଲ୍ମରେ କାମ କରନ୍ତି । ସାଉଥରେ କୀର୍ତିଙ୍କ ଡିମାଣ୍ଡ ବହୁତ ଅଧିକ । ସେ ନିଜ ସୁନ୍ଦରତାରେ ଲକ୍ଷ ଲକ୍ଷ ଲୋକଙ୍କୁ ଦିଵାନ କରି ରଖିଛନ୍ତି । ଲୋକମାନେ ଫିଲ୍ମ ରେ ତାଙ୍କୁ ଦେଖିବା ପାଇଁ ପାଗଳ ହୁଅନ୍ତି ।

୪. ପୂଜା ହେଗଡେ

ପୂଜା ହେଗଡେ ତାମିଲ ଓ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣା ଶୁଣା ଅଭିନେତ୍ରୀ ରୂପେ ପରିଚିତ । ପୂଜା କେତେକ ବଲିଉଡ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି । ସେ ସଲମାନନ୍କା ସହିତ କରିଥିବା ଫିଲ୍ମ ‘ଜୟ ହୋ’ ହିଟ ପ୍ରମାଣିତ ହୋଇଥିଲା । ପୂଜାଙ୍କର ଲୋକପ୍ରିୟତା ଉଭୟ ସାଉଥ ଓ ବଲିଉଡରେ ବହୁତ ଅଧିକ ଅଛି ।

୫. ତମନା ଭାଟିଆ


ଆମ ଲିଷ୍ଟର ପଞ୍ଚମ ନମ୍ବରରେ ଆସୁଛନ୍ତି ତମନା । ଆପଣମାନେ ସମସ୍ତେ ତମନାଙ୍କୁ ନିଶ୍ଚୟ କୌଣସି ଫିଲ୍ମରେ ଦେଖିଥିବେ । ତମନା ସାଉଥ ଫିଲ୍ମ ଛଡା ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଏହା ସହିତ ତମନା ବିଶ୍ଵ ପ୍ରସିଦ୍ଧ ଫିଲ୍ମ ବାହୁବଲିରେ ମଧ୍ୟ କାମ କରିଛନ୍ତି । ତମନାଙ୍କ ଲୋକପ୍ରିୟତା ଓ ଡିମାଣ୍ଡ ବହୁତ ଅଧିକ ।

୬. ରଶ୍ମିକା ମନ୍ଦନା

ସାଉଥର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକାଙ୍କ ଲୋକପ୍ରିୟତା ବହୁତ ଅଧିକ । ରଶ୍ମିକା ବହୁତ କମ ଫିଲ୍ମ କରିଥିଲେ ମଧ୍ୟ ତାଙ୍କର ସମସ୍ତ ଫିଲ୍ମ ସୁପର ହିଟ ହୋଇଛି । ସେ ଆଗାମୀ ଦିନରେ ଅଲୁ ଅର୍ଜୁନଙ୍କ ସହ ଫିଲ୍ମ ‘ପୁଷ୍ପା’ରେ ନଜର ଆସିବେ ।

୭. ରକୁଲପ୍ରୀତ ସିଂହ

ଆପଣ ମାନେ ସମସ୍ତେ ରକୁଲଙ୍କୁ ନିଶ୍ଚୟ କୌଣସି ହିନ୍ଦୀ ଅଥବା ସାଉଥ ଫିଲ୍ମରେ ଦେଖିଥିବେ । ରକୁଲଙ୍କର ଡିମାଣ୍ଡ ମଧ୍ୟ ବହୁତ ଅଧିକ । ଲୋକମାନେ ତାଙ୍କ ଲୁକ୍ସ ଓ ସୁନ୍ଦରତାକୁ ଦେଖିବା ପାଇଁ ବହୁତ ପସନ୍ଦ କରନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରି ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *