ଏହି 7 ଟି ସଂକେତ କହିଥାଏ ଆପଣଙ୍କ ସହିତ ସ୍ଵୟଂ ଭଗବାନ ଅଛନ୍ତି, ଏବେ ଆପଣଙ୍କ ଭଲ ଦିନ ଆସୁଛି, କଣ ଆପଣଙ୍କୁ ମିଳୁଛି ଏହି ସଙ୍କେତ ?- God Signal

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି।ଶାସ୍ତ୍ର ରେ ଲିଖିତ ପ୍ରତ୍ୟେକ ଟି କଥା ସତ ହୋଇଥାଏ।ଏହା ପ୍ରମାଣିତ ମଧ୍ୟ ହୋଇ ଅଛି।ଶାସ୍ତ୍ର ରେ ଲିଖିତ ପ୍ରତ୍ୟେକ ଟି କଥା ସତ୍ୟ ହୋଇଥାଏ ବୋଲି ଭଗବାନ ଶିବ ଶଙ୍କର ମଧ୍ୟ କହିଛନ୍ତି।ବନ୍ଧୁଗଣ ଆମ ଜୀବନ ରେ ଆଗକୁ ଯାହା କିଛି ଘଟିବାକୁ ଯାଇଥାଏ ସେ ସମ୍ପର୍କରେ ଆମକୁ ଆଗରୁ ସୂଚନା ମିଳିଯାଇଥାଏ । ତେବେ ବନ୍ଧୁଗଣ ଆମେ ଆପଣଂକୁ ଜଣାଇ ଦେଇଅଛୁ କି ଶାସ୍ତ୍ର ରେ ଏପରି କିଛି ସଂକେତ ବିଷୟରେ ଉଲ୍ଲେଖ ଅଛି ଯାହା ଦ୍ୱାରା ଆପଣ ଜାଣିପାରିବେ କି ଆପଣଂକୁ କେଉଁ ଦିବ୍ୟ ଶକ୍ତି ସାହାଯ୍ୟ କରୁଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବିଷୟରେ କେତୋଟି ଡରେଇ ଦେଲା ପରି ସଂକେତ ଯାହା କୁହେ କି ଭଗବାନ ସତରେ ଆପଣଙ୍କ ର ସାଥିରେ ଅଛନ୍ତି ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହିପରି କିଛି ସଂକେତ ବିଷୟରେ।

୧.ସୁଧ ଚରିତ୍ର ଶାସ୍ତ୍ର କୁହେ କି ଭଗବାନ ତାଙ୍କର ସାଥ ଦିଅନ୍ତି ଯିଏ ସୁଧ ଚରିତ୍ର ଆଉ ଅନ୍ୟମାନଙ୍କ ର ସାହାଯ୍ୟ କରନ୍ତି । ଓ ତାଙ୍କ ଦୁଃଖ କୁ ବୁଝନ୍ତି । ଯିଏ ଖରାପ କାମ ରୁ ଦୁରେଇ ରୁହେ ଆଉ ନକରାତ୍ମକ ଚିନ୍ତା ଧାରା ରୁ ଦୁରେଇ ରୁହେ ଏବଂ ନିଜ ଇଷ୍ଟଦେବ ଙ୍କୁ ଅରାଧନା କରେ ଏବଂ ତାଙ୍କୁ ପୂଜା କରେ।ଆଉ ଯିଏ ସଦାସର୍ବଦା ପୂଣ୍ୟ କାମ ରେ ଲାଗିଥାଏ । ଯଦି ଆପଣ ଭାବୁଛନ୍ତି ଆପଣ ଏହା ବୋଲି ତେବେ ନିଶ୍ଚିନ୍ତ ଦୈବ୍ୟଶକ୍ତି ଆପଣକଂର ସାହାଯ୍ୟ କରୁଛି ।

 

୨. ବିଦ୍ୱାନ ଲୋକ କହନ୍ତି, ଯେ ଯଦି ଆପଣଙ୍କର ଆଖି ରେ ରାତିରେ ନିଦ ନାହିଁ ଆଉ ଆପଣଙ୍କର ନିଦ ୩ ରୁ ୫ ଭିତରେ ଖୋଲିଯାଏ ତେବେ ଜାଣନ୍ତୁ ଦିବ୍ୟଶକ୍ତି ଆପଣଙ୍କ ସହିତ ଅଛି , କାରଣ ଏହା ହିଁ ସେ ସମୟ ଯେତେବେଳେ ଦେବତା ମାନେ ଜାଗ୍ରତ ରୁହନ୍ତି । ଯଦି ଆପଣଙ୍କର ଛୋଟ ବେଳରୁ ଯବାନି ଯାଏ ଆପଣ ରାତିରେ ଉଠନ୍ତି ତେବେ ଜାଣିଯାନ୍ତୁ ଦୈବ୍ୟଶକ୍ତି ଆପଣଙ୍କର ମାଧ୍ୟମରେ ରେ କିଛି କରାଇବାକୁ ଚାହୁଁଛନ୍ତି।

କିମ୍ବା ଆପଣ କୁଁ ଏକ ସୁଧ ଆତ୍ମା ଭାବି ଏହା କହୁଛନ୍ତି ଯେ , ଜଲଦି ଉଠିଯାଅ ଏ ଜୀବନ ଶୋଇବା ପାଇଁ ହୋଇ ନାହିଁ । ତମକୁ ଦୁନିଆ ରେ ବହୁତ କିଛି କରିବାର ଅଛି । ଏହା ବି କୁହାଯାଏ ଯେ ସତ୍ୟ ଗୁଣ ପ୍ରଧାନ ଲୋକ ଏହି କାଳ ରେ ଶୋଇଲା ମାତ୍ରେ ହିଁ ଉଠିଯାଆନ୍ତି । ଆୟୁର୍ବେଦ ଅନୁସାରେ ଏହି ସମୟରେ ଵାୟୁ ଶୁଦ୍ଧ ଆଉ ଅମୃତ ତୁଲ୍ୟ ହୋଇଥାଏ । କୁହାଯାଏ କି ଏହି ଦୁନିଆ ରେ ରାତି ସମୟରେ ମାତ୍ର ୧୩% ଲୋକଙ୍କର ହିଁ ନିଦ ଭାଙ୍ଗିଥାଏ।

୩ .ଯଦି ଆପଣଙ୍କ ସ୍ବପ୍ନ ରେ ରାତିରେ କେବଳ ଦିବ୍ୟଶକ୍ତି ଆଉ ଦେବତା ଙ୍କର ସ୍ବପ୍ନ ଆସେ । କିମ୍ବା ସ୍ୱପ୍ନ ରେ ଆପଣ ଦେବତା ଦେବୀ ଙ୍କ ସାଙ୍ଗରେ ବର୍ତ୍ତାଳାପ କରୁଥାନ୍ତି । ତେବେ ଆପଣ ବୁଝିଯାନ୍ତୁ ଯେ ଦେବତାଦେବୀ ଆପଣଙ୍କର ଉପରେ ଖୁସି ବା ଦୟାଶୀଳ ଅଛନ୍ତି ।

୪ . ପୂର୍ବଭାସ, ଯଦି ଆପଣଙ୍କୁ ପୂର୍ବ ରୁ ହିଁ ଜଣାପଡିଯାଉଛି କି ଆଗକୁ କଣ ହବାକୁ ଯାଉଛି ତେବେ ବୁଝି ଯାଅନ୍ତୁ ଯେ , ଦୈବ୍ୟଶକ୍ତି ଙ୍କର ଆପଣଙ୍କ ପ୍ରତି ଦୟା ଅଛି ।

୫ . ପାରିବାରିକ ପ୍ରେମ , ଯଦି ଆପଣଙ୍କ ପାରିବାରିକ ଯଥା ପତ୍ନୀ , ଝିଅ , ପୁଅ, ସମସ୍ତେ ଆପଣଙ୍କ ଆଜ୍ଞା ର ପାଳନ କରନ୍ତି ,ଏବଂ ଆପଣଙ୍କୁ ପ୍ରେମ କରନ୍ତି ଆଉ ଆପଣ ବି ତାଙ୍କୁ ପ୍ରେମ କରନ୍ତି ତେବେ ବୁଝିଯାନ୍ତୁ ଦୈବ୍ୟଶକ୍ତି ଆପଣଙ୍କ ପ୍ରତି ପ୍ରସନ ଅଛନ୍ତି ,ଆଉ ବହୁତ ଦୟାଶୀଳ ଅଛନ୍ତି ।

୬ . ଯଦି ଆପଣଙ୍କୁ ଆପଣକଂର ଜୀବନରେ ଦରକାର ରୁ ବେସି ଲାଭ ହେଇଯାଏ । ଆପଣକଂର କୌଣସି ବି କାମ ରେ କିଛି ବି କୌଣସି ବାଧା ଉତ୍ପନ ନ ହୁଏ ।ଏବଂ ଏମିତିରେ ଧନର ଲାଭ ହୁଏ । ଆଉ ଧନ ଆପେ ଆପେ ମିଳେ , ତେବେ ବୁଝିଜାନ୍ତୁ ଯେ ଦିବ୍ୟଶକ୍ତି ଆପଣଙ୍କୁ ସାହାଯ୍ୟ କରୁଛନ୍ତି ।

୭ . ଯଦି ଆପଣଙ୍କୁ ରାତି ରେ କିଛି ଶବ୍ଦ ଶୁଣାଯାଏ କିନ୍ତୁ କେହି ନଥାନ୍ତି ପରି ଲାଗେ , ତେବେ ବୁଝିଯାନ୍ତୁ ଆପଣଙ୍କର ଉପରେ ଅଲୌକିକ ଶକ୍ତି ର ଦୃଷ୍ଟି ଅଛି ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚୟ ବହୁତ ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଏବଂ ନିଜ ମତାମତ ଆମକୁ କମେନ୍ଟ କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *