ଓଡିଆ ଚଳଚିତ୍ର ଜଗତର ସୁନାମଧନ୍ୟ ନାୟକ Sriram Panda ଙ୍କ Biography, ନାୟକରୁ ସନ୍ୟାସୀ ହେବାର କାହାଣୀ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଓଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ସେହି ଅଭିନେତା ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ଓଡିଆ ଫିଲ୍ମ ଜଗତର ଲୋକପ୍ରିୟ ଅଭିନେତା ଶ୍ରୀ ରାମ ପଣ୍ଡା । ବନ୍ଧୁଗଣ ଆପଣ ମାନେ ସମସ୍ତେ ଶ୍ରୀ ରାମଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ହେଲେ ଆପଣ ମାନେ କଣ ତାଙ୍କ ଜୀବନୀ ଓ ଅଭିନୟ କାରିୟର ବିଷୟରେ ଜାଣିଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଶ୍ରୀ ରାମ ପଣ୍ଡାଙ୍କ ଜୀବନୀ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତାଙ୍କ ବିଷୟରେ । ବନ୍ଧୁଗଣ ଶ୍ରୀ ରାମଙ୍କୁ ପିଲା ଦିନରୁ ଅଭିନୟରେ ବହୁତ ରୁଚି ଥିଲା । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେବା ପାଇଁ ଚାହୁଁଥିଲେ । ସେ ୧୯୭୨ ମସିହାରେ ‘ଧରିତ୍ରୀ’ ଫିଲ୍ମରୁ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ  ।

ଏହି ଫିଲ୍ମଟି ତାଙ୍କର ସୁପର ହିଟ ହୋଇଥିଲା । ଏହି ଫିଲ୍ମ ପରେ ସେ ଯାଯାବର ଓ ସିନ୍ଦୁର ବିନ୍ଦୁ ଆଦି ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଥିଲେ । ସେହି ସମୟରେ ଅଭିନେତ୍ରୀ ବୈଶାଳୀଙ୍କ ସହ ତାଙ୍କ ଯୋଡିକୁ ଲୋକମାନେ ବହୁତ ପସନ୍ଦ କରୁଥିଲେ । ସେହି ସମୟରେ ଏହି ଦୁଇଜଣ ବହୁତ ଫିଲ୍ମରେ ଏକା ସହ ନଜର ଆସିଥିଲେ ଓ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ହେଲେ ବନ୍ଧୁଗଣ ଅଭିନେତା ଶ୍ରୀ ରାମ ପଣ୍ଡା ତ୍ରିଫୁଲା ମିଶ୍ରଙ୍କୁ ନିଜ ଜୀବନ ସାଥି କରିଥିଲେ ।

ଏହି ଦୁଇଜଣ ପରସ୍ପର ସହ ବିବାହ କରି ନିଜ ବୈବାହିକ ଜୀବନର ଆରମ୍ଭ କରିଥିଲେ । ଏହି ଦୁଇଜଣଙ୍କର ଦୁଇଟି ଛୁଆ ମଧ୍ୟ ଅଛନ୍ତି । ହେଲେ ବନ୍ଧୁଗଣ ଦୁଃଖର ବିଷୟ ଏହାକି ଯେ ଶ୍ରୀ ରାମ ନିଜ ଅଭିନୟ କାରିୟର ଓ ନିଜ ପରିବାରକୁ ସବୁଦିନ ପାଇଁ ତ୍ୟାଗ କରିଥିଲେ । ଏହାପରେ ସେ ବିହାରର ଭୁଙ୍ଗୀ ଆଶ୍ରମର ଜଣେ ଦୁଃଖିଙ୍କୁ ଗୁରୁ କରି ସେ ସନ୍ୟାସ ନେଇଥିଲେ । ବନ୍ଧୁଗଣ ଶ୍ରୀ ରାମ ନିଜ ଅଭିନୟ ପାଇଁ କେତେକ ପୁରସ୍କାରରେ ସମ୍ମାନିତ ମଧ୍ୟ ହୋଇଛନ୍ତି ।

ତାଙ୍କର ଶେଷ ଫିଲ୍ମ ହେଉଛି ‘କୁରୁକ୍ଷେତ୍ର’ । ଏହି ଫିଲ୍ମ ପରଠାରୁ ସେ ଅନ୍ୟ କୌଣସି ଫିଲ୍ମରେ ନଜର ଆସିନଥିଲେ । ବନ୍ଧୁଗଣ ଆଜି ମଧ୍ୟ ଲୋକମାନେ ଶ୍ରୀ ରାମଙ୍କ ଅଭିନୟକୁ ଭୁଲି ନାହାନ୍ତି । ସେ ନିଜ ସୁନ୍ଦର ଅଭିନୟ ଦ୍ଵାରା କୋଟି କୋଟି ଦର୍ଶକ ମାନଙ୍କ ମନକୁ ଜିତି ପାରିଥିଲେ । ତା ହେଲେ ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଅଭିନେତା ଶ୍ରୀ ରାମ ପଣ୍ଡାଙ୍କ ଅଭିନୟ ଭଲ ଲାଗିଥାଏ ତେବେ ଆମ ପୋଷ୍ଟକୁ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *