ଏମିତି ସ୍ତ୍ରୀ ହୋଇଥାନ୍ତି ବହୁତ ପବିତ୍ର, ଯେଉଁ ଘରକୁ ଯାଆନ୍ତି ତାହାକୁ ବନେଇ ଦିଅନ୍ତି ସ୍ଵର୍ଗ- Chanakya Niti

ବନ୍ଧୁଗଣ ଚାଣକ୍ୟ ନିଜ ନୀତି ଗ୍ରନ୍ଥରେ ଜୀବନ ସହ ଜଡିତ କିଛି ଗୁରୁତ୍ଵପୂର୍ଣ୍ଣ କଥା ବିଷୟରେ ଉଲ୍ଲେଖ କରିଛନ୍ତି ଯାହାକୁ ମଣିଷ ମାନି ନିଜ ଜୀବନକୁ ସୁଖମୟ ଓ ସମୃଦ୍ଧିମୟ କରିପାରିବ । ଚାଣକ୍ୟ ମହିଳା ମାନଙ୍କ ବିଷୟରେ ନିଜ ନୀତି ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି । ଚାଣକ୍ୟଙ୍କ ମତରେ ମହିଳା ମାନଙ୍କୁ ସ୍ଵୟଂ ଭଗବାନ ବୁଝି ପାରିଲେ ନାହିଁ ମଣିଷ କଣ ବୁଝିବେ । ବନ୍ଧୁଗଣ ଚାଣକ୍ୟ ମହିଳା ମାନଙ୍କ ସ୍ଵଭାବ ବିଷୟରେ କିଛି ଗୁରୁତ୍ଵପୂର୍ଣ୍ଣ କଥା କହିଛନ୍ତି । ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ସେହି ସ୍ତ୍ରୀ ପବିତ୍ର ହୋଇଥାନ୍ତି ଯେଉଁ ମାନେ ଘର ଅଗଣା ଭିତରେ ରୁହନ୍ତି, ସ୍ଵାମୀ ମାନଙ୍କୁ ମିଛ କୁହନ୍ତି ନାହିଁ ଓ ସ୍ଵାମୀ ସହ ସଚ୍ଚୋଟ ରହିଥାନ୍ତି ସେହି ସ୍ତ୍ରୀ ମାନେ ପବିତ୍ର ହୋଇଥାନ୍ତି । ତେଣୁ ବନ୍ଧୁଗଣ ଆପଣ ଏହି ସ୍ତ୍ରୀ ମାନଙ୍କ ସହ ଜୀବନ ଅତିବାହିତ କରି ଖୁସିରେ ରହିପାରିବେ ।

୨. ବନ୍ଧୁଗଣ ଚାଣକ୍ୟଙ୍କ ବିଚାର ଅନୁସାରେ ଅଧିକାଂଶ ମହିଳା ମିଥ୍ୟା କଥା କହିଥାନ୍ତି ଯେଉଁ କାରଣ ପାଇଁ ସେ ସବୁବେଳେ ଫସି ଯାଇଥାନ୍ତି ।

୩. ବନ୍ଧୁଗଣ ଚାଣକ୍ୟଙ୍କ ମତରେ ନଦୀ, ସିଙ୍ଘ ଥିବା ପ୍ରାଣୀ, ଶସ୍ତ୍ରଧାରୀ ଓ ମହିଳା ମାନଙ୍କ ଉପରେ କେବେବି ବିଶ୍ଵାସ କରିବା ଉଚିତ ନୁହେଁ । ଯଦି ଆପଣ ବରବାଦ ହେବାକୁ ଚାହୁଁ ନାହାନ୍ତି ତା ହେଲେ ବିଶ୍ଵାସ କରନ୍ତୁ ନାହିଁ ।

୪. ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ମିଛ କହିବା, ଛଳ କପଟ, ଲୋଭ ଓ ଦ୍ଵେଷ ଆଦି ମହିଳା ମାନଙ୍କ ପାଖରେ ରହିଥାଏ । ତେଣୁ ଏହି ମହିଳା ମାନଙ୍କ ଠାରୁ ଆପଣ ଦୂରେଇ ରୁହନ୍ତି ନଚେତ ଆପଣ ବରବାଦ ହୋଇଯିବେ ।

୫. ଚାଣକ୍ୟଙ୍କ ମତରେ ଅଗ୍ନି, ଜଳ, ସ୍ତ୍ରୀ, ମୂର୍ଖ, ସାପ ଓ ରାଜକୀୟ ପରିବାର ଘାତକ ହୋଇପାରନ୍ତି । ତେଣୁ ନିଜ ସୁରକ୍ଷା ପାଇଁ ଏହି ସମସ୍ତଙ୍କ ଠାରୁ ଦୂରେଇ ରହିବା ଉଚିତ ।

୬. ବନ୍ଧୁଗଣ ଚାଣକ୍ୟଙ୍କ ଅନୁସାରେ ସ୍ତ୍ରୀ ମାନଙ୍କ ମନ ଚଞ୍ଚଳ ରହିଥାଏ । ସେଥିପାଇଁ ତାଙ୍କ ଉପରେ ବିଶ୍ଵାସ କରିବା ଉଚିତ ନୁହେଁ । ବନ୍ଧୁଗଣ ନିଜର ସୁରକ୍ଷା ପାଇଁ ସ୍ତ୍ରୀ ମାନଙ୍କ ଠାରୁ ଦୂରେଇ ରହିବା ଉଚିତ ।

୭. ଚାଣକ୍ୟଙ୍କ ମତରେ ପଡୋଶୀଙ୍କ ସହିତ କଥା ବାରତା ହେବାର କଳା, ଜୁଆଡ଼ି ମାନଙ୍କ ଠାରୁ ମିଛ କହିବା, ରାଜ କୁମାର ମାନଙ୍କ ଠାରୁ ନମ୍ରତା ଓ ମହିଳା ମାନଙ୍କ ଠାରୁ ଧୋକା ଦେବା ଆଦି ଅଭ୍ଯାସ ସିଖା ଯାଇପାରିବ ।

୮. ବନ୍ଧୁଗଣ ସ୍ତ୍ରୀ ମାନେ ଧନ ଉପରେ ଲୋଭ କରିଥାନ୍ତି । ଆତ୍ମ ରକ୍ଷା ପାଇଁ ଧନ ଲୋଭ କରୁଥିବା ମହିଳା ମାନଙ୍କୁ ତ୍ୟାଗ କରିଦେବା ଉଚିତ ।

୯. ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଯେଉଁ ସ୍ତ୍ରୀ ମାନେ ନିଜ ସ୍ଵାମୀର ବିନା ପରାମର୍ଶରେ ବ୍ରତ ରଖିଥାନ୍ତି ସେମାନେ ସ୍ଵାମୀର ଆୟୁକୁ କମ କରିଥାନ୍ତି । ଏହି କାର୍ଯ୍ୟ କରିବା ହେତୁ ସେମାନେ ନର୍କର ଭାଗୀଦାର ହୋଇଥାନ୍ତି ।

ତେବେ ଆପଣଙ୍କୁ ଆମର ଏହି ଲେଖାଟି କିପରି ଲାଗିଲା ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *