ବାତ୍ୟା ‘ତୌକତେ’ କରୁଛି ତାଣ୍ଡବ, ଦେଖୁ ଦେଖୁ ମାଟିରେ ମିଶିଗଲା ୨ ମହଲା କୋଠା, ଦେଖନ୍ତୁ ଭୟଙ୍କର ଦୃଶ୍ୟ

ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏହା ଜଣା ପଡିଛି ଯେ, ସାମୁଦ୍ରିକ ଝଡ ତୌତେ ଏକ ଭୟଙ୍କର ରୂପ ନେଇଛି । ଏହା ଏକ ତୀବ୍ର ସାମୁଦ୍ରିକ ଝଡରେ ପରିଣତ ହୋଇଛି ।

ବନ୍ଧୁଗଣ ଗତ ଏକ ବର୍ଷ ପୂର୍ବରୁ ଏକ ସାମୁଦ୍ରିକ ଝଡର ସାମ୍ନା ଓଡିଶା କରି ସାରିଛି । ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ୨୦୧୯ରେ ଆସିଥିବା ମହା ଝଡ ବାତ୍ୟା ଫନିରେ ଓଡିଶାରେ ବହୁତ କ୍ଷୟ କ୍ଷତି ହୋଇଥିଲା । ଏହା ପୂର୍ବରୁ ମଧ୍ୟ ଓଡିଶା କିଛି ବଡ ବଡ ଝଡ ତୁଫାନର ଶିକାର ହୋଇସାରିଛି । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏହା ଖବର ମିଳିଛି ଯେ, ସାମୁଦ୍ରିକ ଝଡ ଏକ ଭୟଙ୍କର ରୂପ ନେଇ ସାରିଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ସାମୁଦ୍ରିକ ଝଡ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଏହା ଜଣା ପଡିଛି ଯେ, ସାମୁଦ୍ରିକ ଝଡ ତୌତେ ପଶ୍ଚିମ ଗୋଆ ଠାରୁ ପ୍ରାୟ ୫୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଏବଂ ମୁମ୍ବାଇ ଠାରୁ ୪୯୦ କିଲୋମିଟର ଦକ୍ଷିଣରେ ରହିଛି ।

ଏହା ପୌର ବନ୍ଦର ଏବଂ ମହାବା ମଧ୍ୟରେ ଗୁଜୁରାଟର ଉପକୂଳ ଅତିକ୍ରମ କରିବ ବୋଲି ଜଣା ପଡିଛି । ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୧୮ ତାରିଖ ସଖାଳେ ଗୁଜୁରାଟ କୋଷ୍ଟରେ ପହଞ୍ଚିବ । ଏହାପରେ ଏହି ଝଡ ୧୮ ତାରିଖ ଅପରାହ୍ନରେ ପୌର ବନ୍ଦର ଏବଂ ନାଲିଆ ମଧ୍ୟରେ ଗୁଜୁରାଟ ଉପକୂଳକୁ ଛୁଇଁବ ।

ସାମୁଦ୍ରିକ ଝଡ ତୌତେକୁ ନଜରରେ ରଖି ଭାରତୀୟ ବାୟୁ ସେନା ୧୬ଟି ବିମାନ ଏବଂ ୧୮ଟି ହେଲିକପ୍ଟରକୁ ପ୍ରସ୍ତୁତ ରଖିଛନ୍ତି । ତୌତେ ପ୍ରଭାବ ହେତୁ କେରଳରେ ଭୀଷଣ ବର୍ଷା ହୋଇଛି । ଏହି ଝଡ ଏକ ବଡ ଅଟାଳିକାକୁ ଏକ ତାସ ଘର ଭଳି ଉଜୁଡାଇ ଦେଇଛି । ତେଣୁ ବନ୍ଧୁଗଣ ଏହି ଭାଙ୍କାର ଝଡକୁ ଆଖି ଆଗରେ ରଖି ବିଶେଷଜ୍ଞ ମାନେ ବହୁତ ଚିନ୍ତାରେ ଅଛନ୍ତି ।

ଅବଶ୍ୟ ଏହାର କିଛି ଖାସ ପ୍ରଭାବ ଓଡିଶା ଉପରେ ପଡିବ ନାହିଁ । ହେଲେ ଏହି ଝଡ ଯେଉଁ ସବୁ ଉପକୂଳରେ ଛୁଇଁବ ସେହି ସବୁ ସ୍ଥାନରେ ବହୁତ କ୍ଷତି ପହଞ୍ଚାଇବ ବୋଲି ଜଣା ପଡିଛି । ଦେଶ ବିଦେଶ ର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *