ଭାଇରାଲ୍ ବୟ ସତ୍ୟ, ବସ୍ତିରେ ରହୁଛି ହେଲେ ନାଚ ଓଃ ପୂରା ଜବରଦସ୍ତ, DCP ବନିଗଲେ ଫ୍ୟାନ୍, ଦେଖନ୍ତୁ Video

ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆ ହେଉଛି ଏକ ଏପରି ପ୍ଲାଟ ଫର୍ମ ଯେଉଁଠି ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ବହୁତ ସହଜରେ ଫେମସ ହୋଇପାରିବେ । ଏହି ଦୁନିଆରେ ଏପରି କିଛି ଲୋକ ଅଛନ୍ତି ଯେଉଁ ମାନେ ନିଜ ଟ୍ୟାଲେନ୍ଟ ଅନ୍ୟ ମାନଙ୍କୁ ଦେଖାଇ ନଥାନ୍ତି ହେଲେ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନେ ନିଜ ଟ୍ୟାଲେନ୍ଟ ଅନ୍ୟ ମାନଙ୍କୁ ଦେଖାଇ ଥାନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଛୁଆ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଟ୍ୟାଲେନ୍ଟ ପାଇଁ ଆଜି ସୋ-ସି-ଆ-ଲ ମି-ଡି-ଆରେ ଫେମସ ହୋଇଯାଇଛନ୍ତି । ଏହି ଛୋଟ ଛୁଆର ବୟସ ହେଉଛି ମାତ୍ର ୧୦ ବର୍ଷ । ଆପଣ ମାନେ ଏହି ଛୁଆର ଡ୍ୟାନ୍ସ ଭି-ଡି-ଓ ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଛୋଟ ଛୁଆ ବିଷୟରେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଛୋଟ ଛୁଆ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କ ନାମ ହେଉଛି ସତ୍ୟ ନାରାୟଣ ହୋସତା । ସତ୍ୟ ନାରାୟଣ ହୋସତା ଚତୁର୍ଥ ଶ୍ରେଣୀରେ ପାଠ ପଢନ୍ତି । ସେ ସୋ-ସି-ଆ-ଲ ମି-ଡି-ଆରେ ବର୍ତ୍ତମାନ ବହୁତ ଚର୍ଚାରେ ଅଛନ୍ତି । ସେ ବହୁତ କମ ବର୍ଷ ବୟସରେ ବହୁତ ସୁନ୍ଦର ବ୍ରେକ ଡ୍ୟାନ୍ସ କରୁଛନ୍ତି । ସତ୍ୟ ନାରାୟଣଙ୍କୁ ପିଲା ଦିନରୁ ନାଚରେ ବହୁତ ରୁଚି ଥିଲା ।

ସେ ଟିଭି ଦେଖି ଦେଖି ନାଚ ଶିଖିଛନ୍ତି ବୋଲି ଏକ ସାକ୍ଷାତ୍କାରରେ କହିଛନ୍ତି । ସେ କେବଳ ନିଜ ଗାଁ ଫଙ୍କସନରେ ନାଚି ଛନ୍ତି ହେଲେ ସେ କୌଣସି ସ୍ଟେଜ ଫର୍ଫରମାନ୍ସ କରି ନାହାନ୍ତି । ବିନା ଗୁରୁରେ ସେ ବହୁତ ସୁନ୍ଦର ଡ୍ୟାନ୍ସ କରନ୍ତି । ତାଙ୍କ ଡ୍ୟାନ୍ସର ପ୍ରଶଂସା ଡିସିପି ମଧ୍ୟ କରିଛନ୍ତି ।

ଆଗାମୀ ସମୟରେ ସେ କୌଣସି ଡ୍ୟାନ୍ସ ଏକାଡେମିରେ ଡ୍ୟାନ୍ସ ଶିଖିବାକୁ ଚାହୁଁ ଛନ୍ତି ବୋଲି କହିଛନ୍ତି । ତାଙ୍କ ଡ୍ୟାନ୍ସ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେବା ପରେ ଅଧିକାଂଶ ଲୋକ ତାଙ୍କର ପ୍ରଶଂସା କରିଥିଲେ । ଡିସିପି ମଧ୍ୟ ସୋ-ସି-ଆ-ଲ ମି-ଡି-ଆରେ ତାଙ୍କ ଡ୍ୟାନ୍ସ ଦେଖି ତାଙ୍କ ପାଇଁ ଏକ ଟ୍ବିଟ କରିଥିଲେ ।


ଡିସିପି ଟ୍ବିଟ କରି ସତ୍ୟ ନାରାୟଣଙ୍କ ଡ୍ୟାନ୍ସର ପ୍ରଶଂସା ମଧ୍ୟ କରିଥିଲେ । ବର୍ତ୍ତମାନ ସତ୍ୟ ନାରାୟଣ ନିଜ ଡ୍ୟାନ୍ସ ପାଇଁ ବହୁତ ଚର୍ଚାରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସତ୍ୟ ନାରାୟଣଙ୍କ ଡ୍ୟାନ୍ସ କିପରି ଲାଗିଛି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *