ଭାଇରାଲ ହେଲା Sidharth Shukla ଙ୍କ ଶେଷ ଜନ୍ମଦିନ ର ଭିଡିଓ, ସାଙ୍ଗ ମାନଙ୍କ ସହିତ କରୁଥିଲେ ଏମିତି ମସ୍ତି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ର ତାଜା ଖବର ଜାଣିଥିବେ କି ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଙ୍କ ହୃ-ଦ-ଘା-ତ ରେ ମୃ-ତ୍ୟୁ ଘ-ଟି-ଛି । ତେବେ ସେ ବର୍ତ୍ତମାନ ୪୦ ବର୍ଷ ର ଥିଲେ । ସେ ବାଳିକା ବଧୂ, ଦିଲ ସେ ଦିଲ ତକ୍, ଆଦି ଧାରାବାହିକ ରେ ସେ ସୁନ୍ଦର ଅଭିନୟ କରି ଲୋକ ମାନଙ୍କ ହୃଦୟ ଜିଣିବାରେ ସଫଳ ହୋଇ ପାରିଥିଲେ । ତେବେ ସେ ବିଗ ବସ ୧୩ ରେ ଅଧିକ ସଫଳତା ହାସଲ କରିଥିଲେ ।

ତେବେ ଏହି ବିଗ ବସ ରେ ସେ ଶେହନାଜ ଗିଲ ଙ୍କ ବହୁତ ନିକଟତର ହୋଇଥିଲେ ଏବଂ ଦର୍ଶକ ମାନେ ମଧ୍ୟ ଦୁହିଁଙ୍କ ଯୋଡି କୁ ଖୁବ ଭଲ ମଧ୍ୟ ପାଉଥିଲେ । ତେବେ ସିଦ୍ଧାର୍ଥ ଏବଂ ସେହନାଜ ଙ୍କ ସହ ଏକ ମିୟୁଜିକ ଭି-ଡି-ଓ ମଧ୍ୟ ରିଲିଜ ହୋଇଥିଲା । ତେବେ ସିଦ୍ଧାର୍ଥ ଏବଂ ଶେହନାଜ ଙ୍କ ଫ୍ୟାନ ମାନେ ତାଙ୍କୁ ସିଡନାଜ ବୋଲି ମଧ୍ୟ ଡାକୁଥିଲେ । ତେବେ ଆଜି ର ଏହି ଦୁଃଖଦ ଖବର ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସମସ୍ତ ଙ୍କ ମନରେ ଦୁଃଖ ଭରି ଦେଇଯାଇଛି ।

ତେବେ ସିଦ୍ଧାର୍ଥ ଶୁକ୍ଳା ୧୨ ଡିସେମ୍ବର ୧୯୮୦ମସିହାରେ ମୁମ୍ବାଇ ରେ ଜନ୍ମଗ୍ରହଣ କରିଥିଲେ । ତେବେ ସେ ଯେତେବେଳେ ୪୦ ବର୍ଷ ର ହୋଇଗଲେ ପୂର୍ବ ବର୍ଷ ସେବେ ତାଙ୍କ ଜନ୍ମଦିନ ବହୁତ ଧୁମଧାମରେ ପାଳନ କରାଯାଇ ଥିଲା । ସିଦ୍ଧାର୍ଥ ନିଜ ସାଙ୍ଗ ପରିବାର ଏବଂ ଶେହନାଜ ଙ୍କ ସହିତ ମିଶି ନିଜର ୪୦ ତମ ଜନ୍ମଦ କୁ ଖୁବ ଭଲ ଭାବରେ ପାଳନ କରିଥିଲେ ଏବଂ ତାଙ୍କ ସାଙ୍ଗ ମାନେ ତାଙ୍କୁ ୪୦ ହୋଇଯିବା ପାଇଁ ଚାଲିସି ଥର ମା-ରି-ଥି-ଲେ ମଧ୍ୟ ।

ତେବେ ପରେ ସେ କେକ କାଟିଥିଲେ ଏବଂ ବହୁତ ଫଟୋ ମଧ୍ୟ ଉଠାଇ ଥିଲେ । ତେବେ ସିଦ୍ଧାର୍ଥ ନିଜର ଜନ୍ମ ଦିନର ଫୋଟୋ ଗୁଡିକ ସବୁ ନିଜ ଇଂଷ୍ଟାଗ୍ରାମ ରେ ପୋଷ୍ଟ ମଧ୍ୟ କରିଥିଲେ ।
ତେବେ ସିଦ୍ଧାର୍ଥ ଙ୍କ ମୃ-ତ୍ୟୁ ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରୀ ପାଇଁ ଅପୁରଣୀୟ କ୍ଷତି ଅଟେ । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *