ବାପଘର ବୁଲିବାକୁ ଆସି ଭଉଣୀ ଙ୍କ ସହ ମିଶି କିପରି ମସ୍ତି କରୁଛନ୍ତି ହିରୋଇନ ଅର୍ଚ୍ଚିତା (Archita Sahoo)

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ନିଶ୍ଚୟ ଜାଣିଥିବେ । ଅର୍ଚ୍ଚିତା ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି ।

ତାଙ୍କ ଅଭିନୟ ଓ ତାଙ୍କ ସୁନ୍ଦରତାକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ସେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଅର୍ଚ୍ଚିତା ଗତ କିଛି ମାସ ପୂର୍ବରୁ ଓଲିଉଡ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହ ପ୍ରେମ ବିବାହ କରିଥିଲେ ।

ଏହି ଦୁଇଜଣଙ୍କ ବିବାହ ରାଜସ୍ଥାନରେ ହୋଇଥିଲା ଓ ଏହି ଦୁଇଜଣଙ୍କ ବିବାହ ଫଟୋ ବର୍ତ୍ତମାନ ମଧ୍ୟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ବନ୍ଧୁଗଣ ସବ୍ୟ ଓ ଅର୍ଚ୍ଚିତା ଏକା ସହ ଅନେକ ଫିଲ୍ମରେ କାମ କରିଛନ୍ତି ଏବଂ ଏହି ଦୁଇଜଣଙ୍କ ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ ମଧ୍ୟ କରନ୍ତି । ଅର୍ଚ୍ଚିତା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି ଓ ଆସୁଥିବା ଦିନରୁ ସେ ନିଜର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରନ୍ତି ।

ଗତ କିଛି ସମୟ ହେବ ଅର୍ଚ୍ଚିତାଙ୍କ ଏକ ଭିଡିଓ ଭିଡିଓ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି । ବନ୍ଧୁଗଣ ଏହି ଭିଡିଓରେ ଅର୍ଚ୍ଚିତା ନିଜ ଦୁଇ ଭଉଣୀଙ୍କ ସହ ମସ୍ତି କରୁଥିବାର ନଜର ଆସୁଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।ଭାଇରାଲ ହେଉଥିବା ଭିଡିଓରେ ଅର୍ଚ୍ଚିତା ନିଜ ଦୁଇ ଭଉଣୀଙ୍କ ସହ ଗୀତ ଗାଉଥିବାର ଓ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଅର୍ଚ୍ଚିତା ତାଙ୍କ ଦୁଇ ଭଉଣୀଙ୍କ ସହ ମସ୍ତି କରୁଥିବାର ନଜର ଆସୁଛନ୍ତି । ତାଙ୍କ ଫ୍ୟାନ୍ସ ମାନେ ଏହି ଭିଡିଓ ଦେଖି ତାଙ୍କର ବହୁତ ପ୍ରଶଂସା କରୁଛନ୍ତି ଓ ଏହି ଭିଡିଓକୁ ବହୁତ ଅଧିକ ଭାଇରାଲ କରୁଛନ୍ତି ।

ଭିଡିଓରେ ଅର୍ଚ୍ଚିତା ଓ ତାଙ୍କ ଦୁଇ ଭଉଣୀ ଏକ ପରିକା ଡ୍ରେସ ପିନ୍ଧି ଡ୍ୟାନ୍ସ କରୁଛନ୍ତି । ଗତ କିଛି ସମୟ ହେବ ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ଅଧିକ ଚର୍ଚାରେ ଅଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *