SSR ମାମଲା: ୧୧୧ ଦିନ ପରେ ସତ ଆସିଲା ସାମ୍ନାକୁ, CBI କୁ ମିଳିଲା ବଡ ସଫଳତା

ବନ୍ଧୁଗଣ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଏମିତି ବହୁତ ବଡ ବଡ ଖୁଲାସା ସାମ୍ନାକୁ ଆସିଛି । ହେଲେ ବନ୍ଧୁଗଣ ବର୍ତ୍ତମାନ ଯେଉଁ ଖୁଲାସା ହୋଇଛି ତାହା ବିଷୟରେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ବନ୍ଧୁଗଣ ୧୦୦ ଦିନର ଯାଞ୍ଚ ପରେ ବର୍ତ୍ତମାନ ଜଣା ପଡିଯାଇଛି ଯେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ କିପରି ହୋଇଛି । ଏମ୍ସର ଫରେନ୍ସିକ ଟିମ ନିଜର ଫାଇନାଲ ରିପୋର୍ଟ ପ୍ରସ୍ତୁତ କରିସାରିଛି । ଏହି ରିପୋର୍ଟ ଅନୁସାରେ ସଫା ସଫା ସୁଶାନ୍ତଙ୍କ ମୃତ୍ୟୁର ରହସ୍ୟ ଜଣା ପଡିଯାଇଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସୁଶାନ୍ତ ସିଂହ ରାଜପୁତଙ୍କ କେସର ଏହା ହେଉଛି ସବୁଠାରୁ ବଡ ସଫଳତା । ଏହି ସଫଳତା ବିଷୟରେ ଜାଣି ସୁଶାନ୍ତଙ୍କ ପରିବାର ଲୋକ ସମେତ ସୁଶାନ୍ତଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ଅନୁଭବ କରିଛନ୍ତି । ବନ୍ଧୁଗଣ ସର୍ବ ପ୍ରଥମେ ସୁଶାନ୍ତ ସିଂହ ରାଜପୁତଙ୍କ କେସର ତଦନ୍ତ ମୁମ୍ବାଇ ପୋଲିସ କରିଥିଲା ।

ମୁମ୍ବାଇ ପୋଲିସ ଏହି କେସକୁ ବନ୍ଦ କରିବା ପାଇଁ ଚେଷ୍ଟା କରିଥିଲା । ହେଲେ ସୁଶାନ୍ତଙ୍କ ଫ୍ୟାନ୍ସ ମାନଙ୍କର ଆପ୍ରାଣ କଷ୍ଟ ହେତୁ ଏହି କେସର ତଦନ୍ତ ସିବିଆଇ, ଏନସିବି ଓ ଇଡି ଆଦି ଟିମ କରିଥିଲା । ଏହା ସହିତ ଦିଶାଙ୍କ ହତ୍ୟାର ପରଦାଫାସ କରିବା ପାଇଁ ସିବିଆଇ ଗୁପ୍ତ ରୂପେ ଏହି କେସର ତଦନ୍ତ ଆରମ୍ଭ କରିସାରିଛି । ଏବେ କୁପର ହସପିଟାଲ ଓ ମହାରାଷ୍ଟ୍ର ସରକାରର ହାତ ରହିଛି ବୋଲି ଜଣା ପଡି ସାରିଛି ।


ବର୍ତ୍ତମାନ ଏହା ଖବର ମିଳିଛି ଯେ, ସୁଶାନ୍ତଙ୍କ କେସ ସହ ଜଡିତ ସମସ୍ତ ସାକ୍ଷ୍ୟ ପ୍ରମାଣ ସହ ସିବିଆଇ ଗୁପ୍ତ ରୂପେ ପଚରା ଉଚରା କରିବ । ବର୍ତ୍ତମାନ କିଛି ଠୋସ ପ୍ରମାଣ ମିଳିବାର ଚେଷ୍ଟା ଚାଲିଛି । ପ୍ରମାଣ ମିଳିବା ପରେ ମହାରାଷ୍ଟ୍ର ସରକାର ଓ ମୁମ୍ବାଇ ପୋଲିସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏମ୍ସର ଫରେନ୍ସିକ ଟିମ ନିଜ ରିପୋର୍ଟ ଦ୍ଵାରା ଜାଣି ସାରିଛନ୍ତି ଯେ ସୁଶାନ୍ତଙ୍କର ହତ୍ୟା ହୋଇଥିଲା ଓ ଏହା ମଧ୍ୟ ଜାଣିସାରିଛନ୍ତି ଯେ ସୁଶାନ୍ତଙ୍କର ହତ୍ୟାକାରୀ କିଏ ।


ବର୍ତ୍ତମାନ ମହାରାଷ୍ଟ୍ର ସରକାର ଓ ମୁମ୍ବାଇ ପୋଲିସର କଳା କାରନାମାର ପରଦାଫାଶ ହୋଇସାରିଛି । ସୁଶାନ୍ତଙ୍କ କେସର ଠୋସ ପ୍ରମାଣ ମିଳିବା ପରେ ଏହି ସରକାର ଓ ପୋଲିସକୁ କେହି ହେଲେ ବଞ୍ଚାଇ ପାରିବେ ନାହିଁ । ଏହା ବ୍ଯତୀତ ଏହା ପଛରେ ସଲମାନ ଖାନ ଓ ଆମିର ଖାନ ଙ୍କର ହାତ ରହିଛି ବୋଲି ସନ୍ଦେହ କରା ଯାଉଛି । ଆଉ କିଛି ସମୟର ଅପେକ୍ଷା ପରେ ଜଣା ପଡିବାକୁ ଯାଉଛି ସୁଶାନ୍ତଙ୍କ ହତ୍ୟାକାରୀ କିଏ । ଏହା ସହିତ ବଲିଉଡର କେତେକ ଲୋକପ୍ରିୟ ଷ୍ଟାର ମାନେ ମଧ୍ୟ ବହୁତ ଖରାପ ପରିସ୍ଥିତିରେ ଫସି ହୋଇ ରହିଛନ୍ତି । ସେମାନଙ୍କର ମଧ୍ୟ ଧୀରେ ଧୀରେ କଳା କାରନାମାର ପରଦାଫାସ ହେବାରେ ଲାଗିଛି ।


ବଲିଉଡର ପ୍ରାୟ କେତେକ ବଡ ବଡ ଷ୍ଟାର ମାନେ ଏହି ଡ୍ରଗ୍ସ ବ୍ୟାପାର ସହ ଜଡିତ ରହିଛନ୍ତି ବୋଲି ଜଣା ପଡିଛି । ଏହି ଷ୍ଟାର ମାନେ ଡ୍ରଗ୍ସ ନେବା ସହ ଡ୍ରଗ୍ସର କାରୋବାର ମଧ୍ୟ କରିଥିବାର ଜଣା ପଡିଛି । ବନ୍ଧୁଗଣ ସୁଶାନ୍ତ ସିଂହ ରାଜପୁତ କେସର ଶେଷ ସମୟ ଆସିଯାଇଛି । ବହୁତ ବଡ ବଡ ଦିଗ୍ଗଜ ସୁପର ଷ୍ଟାର ମାନେ ଏହି କେସ ରେ ଫସିବାକୁ ଯାଉଛନ୍ତି ।

ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଦିଅନ୍ତୁ ଓ ଏ ବିଷୟରେ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *